୧୧୭ ସଂସ୍ଥାର ବହୁ କୋଟି ବକେୟା
କଟକ ଅଫିସ,୩ା୧୨: ସମ୍ବଲପୁର ସିଟି,ଜିଏସ୍ଟି ସର୍କଲ-୨ ଅଧୀନ ୧୧୭ ବ୍ୟକ୍ତିଗତ ଓ ବାଣିଜି୍ୟକ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ପଡ଼ିଛି। ଗତ ନଭେମ୍ବର ୨୫ତାରିଖ ସୁଦ୍ଧା କେତେ ଟଙ୍କା ଟିକସ ବାବଦକୁ ବାକି ରହିଛି, ତାହାର ତଥ୍ୟ ହସ୍ତଗତ ହୋଇଛି।…
ଜାନୁୟାରୀକୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା
କଟକ ଅଫିସ,୩୦।୧୧: ଦଶମ ଶ୍ରେଣୀର ସମେଟିଭ-୧ର ପରୀକ୍ଷା ତାରିଖ ଘୁଞ୍ଚିଲା। ଡିସେମ୍ବର ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଜାନୟାରୀ ୫ ରୁ ୮ ତାରିଖରେ ହେବ। ସେଥିପାଇଁ ଫର୍ମ ଫିଲଅପ କାର୍ଯ୍ୟ ଶେଷ ହୋଇଛି । ପରୀକ୍ଷା ପାଇଁ ଡାଟା…
ନାର୍କୋଟିକ୍ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା
କଟକ ଅଫିସ,୩୦।୧୧: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିପି ଅଭୟ ଯୋଗଦେଇ ରାଜ୍ୟର ସମସ୍ତ ଏସ୍ପି, ରେଞ୍ଜ ଆଇଜି, ଡିଆଇଜି ଓ କଟକ-ଭୁବନେଶ୍ୱର ଡିସିପିଙ୍କ ସହ…
ମହିଳାଙ୍କଠାରୁ ୮୦ ହଜାର ଟଙ୍କା ସହ ସୁନାଗହଣା ଲୁଟି ୩ ଗିରଫ
କଣ୍ଟାପଡ଼ା,୨୭ା୧୧(ଡି.ଏନ୍.ଏ.): କଟକ ଜିଲା ଅଧିନସ୍ଥ ଅଡ଼ଶପୁର ବଜାରରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ମହିଳାଙ୍କଠାରୁ ସୁନାଗହଣା ଓ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ଓଲଟପୁର ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ…
ବିଶ୍ୱସ୍ତରୀୟ ହେଉଛି ଏସ୍ସିବି: ମୁଖ୍ୟମନ୍ତ୍ରୀ
କଟକ ଅଫିସ,୨୭।୧୧: ରାଜ୍ୟର ସ୍ବାସ୍ଥ୍ୟସେବାକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସୁଦୃଢ଼ କରାଯାଇଛି। ଏଥିପାଇଁ ରାଜ୍ୟରେ ଆରମ୍ଭ କରାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ସାମିଲ କରାଯାଉଛି। ଏଥିସହ ମୋର ସ୍ବପ୍ନ ଯେ, କୌଣସି ବ୍ୟକ୍ତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେପରି…
୩ ସାଙ୍ଗଙ୍କ ମୃତଦେହ ମିଳିଲା
କଟକ ଅଫିସ,୨୭।୧୧: କଟକ ମହାନଦୀର ଭଦିମୂଳ ଘାଟରେ ବୁଡ଼ି ଯାଇଥିବା ୪ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଶୁକ୍ରବାର ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ କଟକ ଚାଉଳିଆଗଞ୍ଜ…
୧ରୁ ବଟାନିକାଲ ଗାର୍ଡେନରେ ବଣଭୋଜି
ବାରଙ୍ଗ, ୨୭।୧୧ (ଡି.ଏନ୍.ଏ.): ଶୀତ ସହ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ଯିବା ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗିଛି।…
୧୦ ମାସରେ ୪୦ ହତ୍ୟା
ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ,୨୬ା୧୧ଚୋରି, ଡକାୟତି, ରାହାଜାନି ଓ ହତ୍ୟା ତଥା ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ଏନେଇ କମିଶନରେଟ ପୋଲିସ ମଧ୍ୟ ସର୍ବଦା ‘ୱି କେୟାର ୱି ଡେୟାର’ର ନାରା ଦେଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ…
ମହାନଦୀରେ ୩ ଛାତ୍ର ନିଖୋଜ
କଟକ ଅଫିସ,୨୫।୧୧: ମହାନଦୀକୁ ଗୁରୁବାର ଗାଧୋଇବାକୁ ଯାଇ ୪ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩ ଜଣ ଏବେବି ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। ଏହି ଘଟଣା ମହାନଦୀର…
ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଯୁବକ, ଆଉ ଏବେ…
ନିଶ୍ଚିନ୍ତକୋଇଲି,୨୫ା୧୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସରପଡ଼ା ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ନେଇ ସମ୍ପୃକ୍ତା ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ…
ଘଡ଼ିଆଳ କୁମ୍ଭୀର ଦେହରେ ଲାଗିବ ସାଟେଲାଇଟ୍ ଟ୍ରାନ୍ସମିଟର
ବାରଙ୍ଗ,୨୫ା୧୧(ଡି.ଏନ୍.ଏ.): ନନ୍ଦନକାନନରୁ ଚଳିତ ମାସରେ ମହାନଦୀ ଓ ତା’ର ଅବବାହିକାରେ ଛଡ଼ାଯିବ ଘଡ଼ିଆଳ କୁମ୍ଭୀର। ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ନେଇ ୮ଟି କୁମ୍ଭୀର ଛୁଆଙ୍କୁ ଛଡ଼ାଯିବାକୁ ନନ୍ଦନକାନନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ଶେଷ ସପ୍ତାହ…
ଏସ୍ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…
କଟକ ଅଫିସ ୨୪।୧୧: ଏସ୍ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍ ନିକଟରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।…
Archives


