ମାର୍ଚ୍ଚ ୪ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
କଟକ ଅଫିସ,୧୫।୨:ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବ। ମଙ୍ଗଳବାରଠାରୁ ବୋର୍ଡ ୱେବ୍ସାଇଟ୍ (www.bseodisha.ac.in)ରେ ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ଉପଲବ୍ଧ ରହିବ। ଏନେଇ ସୋମବାର ବୋର୍ଡ…
ଶପଥ ନେଲେ ହାଇକୋର୍ଟର ୩ ବିଚାରପତି
କଟକ ଅଫିସ,୧୪ା୨: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ…
ଅପମୃତ୍ୟୁ ମାମଲା କରି ବସିପଡ଼ିଛି ପୋଲିସ
କଟକ,୧୪।୨: କଟକ-ଭୁବନେଶ୍ୱର ମଝି ବମ୍ଫକୁଦଠାରେ ଘରୋଇ ଠିକା ସଂସ୍ଥା ଦ୍ୱାରା ନିର୍ମାଣାଧୀନ ୮ତାଲା ବିଶିଷ୍ଟ ଅଟାଳିକାରୁ ପଡ଼ି ଶନିବାର ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକ ମୟୂରଭଞ୍ଜର ସୁକାନ୍ତ ତନ୍ତୀ (୪୦)। ସେ ଦୀର୍ଘ ଦିନ ହେବ ଉକ୍ତ ଠିକା…
ବ୍ୟକ୍ତିଗତ ହାଜର ହେଲେ ୩ ଅଧିକାରୀ
କଟକ ଅଫିସ,୧୨ା୨- ଚିଲିକା ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲିବା ଘଟଣାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ୩ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ…
ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ନାଁରେ ଏତଲା ଦେଲେ ବର୍ଷା
କଟକ ଅଫିସ,୧୧ା୨: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ସୋସିଆଲ ମିଡିଆରେ ବର୍ଷାଙ୍କ ନାଁ ନ ନେଇ ସମ୍ମାନ ହାନି ଭଳି ମନ୍ତବ୍ୟ ଦେଇଥିଲେ…
ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ
କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ ମୁରାହାରୀ ଓରଫ ମୁରାହାରୀ ଶ୍ରୀ ରମଣ। ଏହି ୩ ବିଚାରପତିଙ୍କ ନାମକୁ ରାଷ୍ଟ୍ରପତି ରାମନାଥ…
ଡିଜିପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ
କଟକ ଅଫିସ,୧୦ା୨: ଅଭିଯୁକ୍ତମାନେ ଘର ପୋଡ଼ିଲେ, ହତ୍ୟା ଉଦ୍ୟମ କଲେ। ଏଭଳି ଭାବେ ଅଭିଯୋଗ ହେବା ପରେ ପୋଲିସ ୧୦ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନି। ଶେଷରେ ପୋଲିସର ନିଷ୍କ୍ରିୟତା ବିରୋଧରେ ମାର୍ଶାଘାଇ ଥାନା ଅଞ୍ଚଳର ଜଣେ…
ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ
ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ…
କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ରେ ଏହାର ପରବର୍ତ୍ତୀ ଶୁଣାଣି ହେବ…
ବଢ଼ିଲା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା
କଟକ ଅଫିସ,୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ…
ଆଜି ଓଏସ୍ଏସ୍ଟିଇଟି: କପି କରି ଧରାପଡ଼ିଲେ ଜୀବନଯାକ ପରୀକ୍ଷା ମନା
କଟକ ଅଫିସ,୮ା୨: ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍ଏସ୍ଟିଇଟି) ବୁଧବାର ଅନୁଷ୍ଠିତ ହେବ। କୋଭିଡ୍ କଟକଣା ମଧ୍ୟରେ ରାଜ୍ୟର ୩୩୮ଟି କେନ୍ଦ୍ରରେ ୭୨,୨୮୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର କରାଯାଇଛି। ଚଳିତବର୍ଷ ଏହି ପରୀକ୍ଷାରେ…
ବୁଧବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା
କଟକ ଅଫିସ,୮।୨: ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି) ବୁଧବାର ଅନୁଷ୍ଠିତ ହେବ। ପ୍ରଥମ ପେପର୍ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ । ମୋଟ ୭୨,୨୮୦ ପରୀକ୍ଷାର୍ଥୀ ଏଥିନେଇ…

