କଟକ

କଟକ ବଡ଼ ମେଡ଼ିକାଲରୁ ଫୁଲବାଣୀ ଫେରିଗଲେ ଜଗା

କଟକ ଅଫିସ,୨୨।୩: ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାଙ୍କୁ ସୋମବାର କଟକ ବଡ଼ ମେଡ଼ିକାଲରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଟକରୁ ନିଜ ଜନ୍ମମାଟିକୁ ଫେରିଛନ୍ତି ଜଗା। ୧୦୮ ଆମ୍ବୁଲାନ୍ସରେ ସ୍ବତନ୍ତ ଡାକ୍ତରୀ ଦଳ ସହ ସେ...

ଘରୋଇ ଶିକ୍ଷାନୁଷ୍ଠାନରେ ୧୭ କର୍ମଚାରୀ ପଜିଟିଭ ଘଟଣା: ଷ୍ଟ୍ରେନ ଜାଣିବାକୁ ସାମ୍ପୁଲ ସଂଗ୍ରହ କରାଯାଉ

କଟକ ଅଫିସ, ୨୦।୩: କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବାହାର ରାଜ୍ୟରୁ ଲୋକ ଆସୁଥିବାରୁ ନୂଆ ଷ୍ଟ୍ରେନ ଆଶଙ୍କା କରାଯାଉଛି । ଷ୍ଟ୍ରେନ ସମ୍ପର୍କରେ ଜାଣିବାକୁ ୧୭ ଜଣଙ୍କ...

ସହରରେ ଗଡୁନି ଟାଉନ୍‌ ବସ୍‌

କଟକ ଅଫିସ,୨୦।୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପଢ଼ିବାକୁ ଆସୁଛନ୍ତି। ବିଶେଷକରି ସହର ଉପକଣ୍ଠ ଚୌଦ୍ୱାର, ସିଡିଏ, ବାରଙ୍ଗ, ବିଡ଼ାନାସୀ, ଜଗତ୍‌ପୁର ଆଦି ସ୍ଥାନରୁ ଅନେକ ପିଲା ନିୟମିତଭାବେ ରେଭେନ୍‌ଶାକୁ ଆସନ୍ତି। ପୂର୍ବରୁ ସହରର ଭିନ୍ନଭିନ୍ନ ସ୍ଥାନରୁ...

ବିଦ୍ୟାଳୟ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

କଟକସଦର,୧୯।୩(ଡି.ଏନ୍‌.ଏ.): ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିସବୁ ପୁସ୍ତକ ରାଜ୍ୟ ବାହାରର ପୁସ୍ତକ...

କଟକର ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ଘଟଣା: କଣ୍ଟାକ୍ଟ ଟ୍ରେସିଂ କରିବ ସିଏମ୍‌ସି

କଟକ ଅଫିସ,୧୮।୩: କଟକରେ ଧିରେ ଧିରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ସହରର ଏକ ଘରୋଇ କଲେଜରୁ ୧୨ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଉକ୍ତ କଲେଜକୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ...

ଏସ୍‌ସିବି ମେଡିକାଲରେ ରୋଗୀଙ୍କ ଉପରେ ଫ୍ୟାନ୍‌ ଖସିବା ଘଟଣା: ଶେଷରେ ଆଖି ବୁଜିଲେ

କଟକ ଅଫିସ, ୧୬।୩: କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସି ଗୁରୁତର ହୋଇପଡ଼ିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି।...

ଶିଶୁଭବନରେ ଅଗ୍ନିକାଣ୍ଡ

କଟକ ଅଫିସ,୧୩।୩: ଶନିବାର କଟକ ଶିଶୁଭବନରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କୌଣସି ପ୍ରକାର କ୍ଷତି ଘଟି ନ ଥିବା ଜଣାପଡ଼ିଛି। ନ୍ୟୁ ବର୍ନ ଓ୍ବାର୍ଡର ଲାଇଟର ହୋଲଡରରେ ସର୍ଟସର୍କିଟ ହୋଇ ପ୍ରଥମେ...

ପଶ୍ଚିମବଙ୍ଗରେ ଓଡ଼ିିଆ ଝିଅଙ୍କ ସଫଳତା: ଜେଇଇ (ମେନ୍‌)ରେ ଟପ୍ପର

କଟକ ଅଫିସ,୧୨।୩: ପଶ୍ଚିମବଙ୍ଗରେ ଜେଇଇ (ମେନ୍‌) ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି ଓଡ଼ିଆ ଝିଅ ଆଦ୍ୟାଶା ପାତ୍ର ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ଯୋଗୁ ପରିବାରବର୍ଗ ଏବଂ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କଟକ...

୮ ବର୍ଷ ହେବ ବନ୍ଦୀ ଜୀବନ

ନିଶ୍ଚିନ୍ତକୋଇଲି,୧୨।୩: ସରକାର ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନାର ଲାଭ ହିତାଧିକାରୀଙ୍କୁ ମିଳିପାରୁନାହିଁ। ବହୁ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ କଷ୍ଟ ପାଉଛନ୍ତି। କଟକ ଜିଲା...

ଡ୍ରିଲିଂବେଳେ କାନ୍ଥ ଭୁଶୁଡ଼ିଲା: ଶ୍ରମିକ ମୃତ

କଟକ ଅଫିସ,୧୦ା୩: କଟକ ଶଙ୍କରପୁର ଢିଅସାହି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାନ୍ଥ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଟକ ନୂଆରାଉସାପାଟଣା ଅଞ୍ଚଳର ଡି.ସୁରିଆ ରାଓ(୩୪)। ବାଦାମବାଡି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁଯାୟୀ,...

ହାଇକୋର୍ଟରେ ପିଆଇଏଲ୍‌

କଟକ ଅଫିସ୍‌, ୧୦ା୩: ରାଜ୍ୟର ଶିମିଳିପାଳ ଅଭୟାରଣ୍ୟ ସମେତ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ପ୍ରାୟ ମାସେ ହେବ ନିଅଁା ଲାଗିଛି। ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି କେବଳ ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଅଁା...

କଟକ ବଡ଼ ମେଡିକାଲ ଛାତରୁ ଖସିପଡ଼ିଲା ଫ୍ୟାନ୍‌: ମହିଳା ରୋଗୀ ଆହତ

କଟକ ଅଫିସ,୮।୩: ବଡ଼ ମେଡିକାଲର ସର୍ଜରୀ ୱାର୍ଡର ଛାତରୁ ସୋମବାର ଏକ ଫ୍ୟାନ୍‌ ଖସିପଡ଼ିଛି। ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri