କଟକ

ଏପଟେ ଗୋ’ ପୂଜା, ସେପଟେ ଚାଲାଣ

ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଗୋ’ଚାଲାଣ ସମ୍ପର୍କରେ ଖବର ପାଇ ଗୋ ସୁରକ୍ଷା ସମିତି ପକ୍ଷରୁ ପୋଲିସକୁ…

ଅଟୋ ଚାଳକଙ୍କୁ ବୀଭତ୍ସ ହତ୍ୟା

କଟକ ସଦର, ୧୧।୮(ଡି.ଏନ.ଏ.): କଟକ ଜିଲା କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଜଣେ ଅଟୋ ଚାଳକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଅବଦୁଲ କାଦର୍‌ (୪୬)। ତାଙ୍କ ମୃତଦେହ ଗୁରୁବାର ସକାଳେ ସ୍ଥାନୀୟ ନମାଜ ପଡିଆ ନିକଟରେ…

ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ

କଟକ ଅଫିସ,୧୦।୮: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସ୍ଥିତ ସିଡିଏ-୯ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭର…

ପୁଣି ରାସ୍ତାରେ ୫ ଫୁଟ୍‌ର ଗର୍ତ୍ତ

କଟକ ଅଫିସ,୧୦ା୮: କଟକ ସହରର ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଠିକା ସଂସ୍ଥା ଜାଇକା ବିଭିନ୍ନ ଓ୍ବାର୍ଡରେ ରାସ୍ତା ମରାମତି ଆଳରେ ଖୋଳିଦେଇଛି। ବର୍ଷା ହେଲେ ସେଥିରେ ପାଣି ଜମି ରହୁଛି। ପଥଚାରୀମାନେ ସେଥିରେ ପଡି ଖଣ୍ଡିଆଖାବରା ହେଉଛନ୍ତି।…

‘ବିଚାରପତିଙ୍କ ପାଇଁ ନ୍ୟାୟ ପ୍ରଦାନ ଏକମାତ୍ର ଲକ୍ଷ୍ୟ’

କଟକ ଅଫିସ, ୧୦ା୮: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ନବନିଯୁକ୍ତ ୪୭ ଜଣ ସିଭିଲ ଜଜ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଅଧ୍ୟକ୍ଷତା କରି ସିଭିଲ ଜଜ୍‌ମାନଙ୍କୁ ଶପଥ ପାଠ…

ତଦନ୍ତ ସ୍ଥିତି ଜଣାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୯ା୮:ହାତୀମୃତ୍ୟୁ ସଂକ୍ରାନ୍ତୀୟ ମାମଲାର ବିଚାର ନ ଆଗେଇବା, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ହାତୀ ଶିକାରୀ ଧରା ନ ପଡ଼ିବା ଆଦି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ହାଇକୋର୍ଟଙ୍କୁ ମିଳିପାରିନାହିଁ। ଏନେଇ ବନ ବିଭାଗର କାର୍ଯ୍ୟରେ ହାଇକୋର୍ଟ ସୋମବାର ଘୋର…

ବର୍ଷାଙ୍କ ଅନ୍ତରୀଣ ଜାମିନ ୧୭ ଯାଏ ବୃଦ୍ଧି

କଟକ ଅଫିସ, ୯ା୮:ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ସୋମବାର ହାଇକୋର୍ଟ ଆଗାମୀ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସ ଏସ୍‌ସି-ଏସ୍‌ଟି ଆକ୍ଟରେ ରୁଜୁ କରିଥିବା ଏହି ମାମଲାରେ ବର୍ଷା, ତାଙ୍କ…

ଓଡ଼ିଶାରେ ‘ଅଚ୍ଛେଦିନ୍‌’: ଶାହା

କଟକ ଅଫିସ,୯/୮:୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପୋଡ଼ା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ରାଜ୍ୟବାସୀଙ୍କୁ…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଚଢ଼ାଉ

କଟକ ଅଫିସ,୮।୮: କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର ପୀୟୂଷ କାନ୍ତ ପାଣି ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି…

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ, ୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାହାଙ୍କ ସୁରକ୍ଷାରେ କଟକରେ ୩୦ ଓ ଭୁବନେଶ୍ୱରରେ ୨୨…

ପୋଷ୍ଟରରେ ଶକ୍ତି ପ୍ରଦର୍ଶନ

କଟକ ଅଫିସ,୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୋମବାର କଟକ ଗସ୍ତକୁ ନେଇ ଭାଜପା କର୍ମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ତାଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପ୍ରାଣପଣେ ଲାଗିପଡ଼ିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ…

ଏନ୍‌ଏଲ୍‌ୟୁଓରେ ଆରମ୍ଭ ହେବ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ

କଟକ ଅଫିସ, ୭।୮: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍‌ଏଲ୍‌ୟୁଓ) ପକ୍ଷରୁ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ ପାଠ୍ୟକ୍ରମ ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି। ଏହି ପାଠ୍ୟକ୍ରମକୁ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ନିୟମ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri