ଦିବ୍ୟାଙ୍ଗ ଶିଶୁଙ୍କୁ ଜନ୍ମ ଦେଇ ଜୀବନ ହାରିଲେ ମା’
ଫୁଲନଖରା,୨୧।୧୦(ଡି.ଏନ୍.ଏ.): କଟକ ସଦର ଥାନା ପୋଲିସ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ହରିଅନ୍ତା ଗ୍ରାମର ରୁବି ପ୍ରଧାନ। ମିଳିଥିବା ସୂଚନା ମୁତାବକ, ରୁବି ଗତ ଦୁଇବର୍ଷ ତଳେ ଏହି ଗ୍ରାମର…
ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ
କଟକ ଅଫିସ,୨୧।୧୦: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ…
ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ
କଟକ ଅଫିସ,୨୧ା୧୦: ଓଡ଼ିଶା ପୋଲିସର ୬୩ତମ ଶହୀଦ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି ଦିବସ ପାଳନ ଅବସରରେ ପରେଡରେ ପୋଲିସ ଡିଜି ସୁନିଲ ବଂଶଲ ଅଭିବାଦନ ଗ୍ରହଣ କରିଛନ୍ତି। ଶହୀଦ ପୋଲିସଙ୍କ ଅମରଆତ୍ମାକୁ ପୋଲିସ ଡିଜି…
ହାତୀମୃତ୍ୟୁ ବୃଦ୍ଧିକୁ ନେଇ ଉଦ୍ବେଗ
କଟକ ଅଫିସ,୨୧ା୧୦: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁକୁ ରୋକିବା ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜଏଣ୍ଟ ଟାସ୍କଫୋର୍ସ ଗଠନ କରାଯାଇଛି। ତଥାପି ହାତୀମୃତ୍ୟୁକୁ ରୋକାଯାଇପାରୁ ନାହିଁ। ତେଣୁ ଗୁରୁବାର ହାତୀମୃତ୍ୟୁ ସମ୍ପର୍କିତ ମାମଲାର ଶୁଣାଣିବେଳେ…
ବାର୍ବିକ୍ୟୁ ନେସନ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
କଟକ,୨୧।୧୦: ଦେଶର ପ୍ରମୁଖ ମଲ୍ଟି ରେଷ୍ଟୁରାଣ୍ଟ ବ୍ରାଣ୍ଡ୍ ‘ବାର୍ବିକ୍ୟୁ ନେସନ୍’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ସ୍ଥାନୀୟ ଦର୍ଘା ବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଆର୍କେଡ୍ଠାରେ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ବାର୍ବିକ୍ୟୁ ନେସନ୍ର ଆସିଷ୍ଟାଣ୍ଟ ରିଜିଓନାଲ ମ୍ୟାନେଜର ତଉସିଫ ଏହମଦ ସମ୍ମାନିତ ଅତିଥି…
ପ୍ରଫେସର ବସନ୍ତ ପଣ୍ଡା ପାଇବେ ଗୋଦାବରୀଶ ମିଶ୍ର ସମ୍ମାନ
କଟକ ଅଫିସ, ୨୦ା୧୦: ସାହିତି୍ୟକ ପ୍ରଫେସର ବସନ୍ତ କୁମାର ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ଗୋଦାବରିଶ ମିଶ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୬ ତାରିଖରେ କଟକ ସାରଳା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଣ୍ଡାଙ୍କୁ ସମ୍ମାନିତ…
ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା
କଟକ ଅଫିସ,୨୦ା୧୦: ଆସନ୍ତା ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାରାରୋପଣ ସହ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ…
ଓଟିଇଟି ଲାଗି ଆବେଦନ ତାରିଖ ବଢ଼ିଲା
କଟକ ଅଫିସ,୧୯ା୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ…
ବିଧାୟକ ମୋକିମ୍ଙ୍କୁ ଆଶସ୍ତି ,ଫେବୃଆରୀ ୨୨ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ,୧୯।୧୦ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ମିଳିଲା ଆଶସ୍ତି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ। ଆସନ୍ତା ଫେବୃଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ର୍ନିମାଣ ଏବଂ ଉନ୍ନୟନ ନିଗମ…
ରତ୍ନଭଣ୍ଡାର ସମ୍ପର୍କରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୧୯ା୧୦: ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ନେଇ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି ମଙ୍ଗଳବାର ହୋଇଛି। ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି…
ଓଟିଏମ୍ ପୁନଃରୁଦ୍ଧାର ମାମଲା: ବକେୟା ଟଙ୍କା ନେଇ ରିପୋର୍ଟ ଦାଖଲ
କଟକ ଅଫିସ,୧୮।୧୦: ଓଟିଏମ୍ ପୁନଃରୁଦ୍ଧାର ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଅଫିସିଆଲ ଲିକ୍ୟୁଡେଟର ମଙ୍ଗଳବାର ରିପୋର୍ଟ ଦାଖଲ କରିଛନ୍ତି। ଓଟିଏମ୍ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଏହି ରିପୋର୍ଟ ଦାଖଲ କରାଯାଇଛି। କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର…
ହୃତ୍ପିଣ୍ଡ-ଫୁସ୍ଫୁସ୍ ସଂଯୋଗୀ ନଳୀରୁ କଢ଼ାଗଲା ଜମାଟ ରକ୍ତ
କଟକ ଅଫିସ,୧୮ା୧୦:ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲରେ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ରୋଗୀ ଆକ୍ୟୁଟ ପଲମୋନାରୀ ଥ୍ରମ୍ବୋଏମ୍ବୋଲିଜମ୍ ରୋଗରେ ଆକ୍ରାନ୍ତ ହୋଇ କାର୍ଡିଓ ଥେରାସିସ୍ ଆଣ୍ଡ ଭସ୍କୁଲାର ସର୍ଜରୀ (ସିଟିଭିଏସ୍) ବିଭାଗରେ ଭର୍ତ୍ତି ହୋଇଥିଲେ। ରୋଗୀଙ୍କ…

