କଟକ

ଏସ୍‌ସିବିରୁ ପିଲାଚୋରି: ୩ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ

କଟକ ଅଫିସ,୨୭।୯: କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା ଘଟଣାର ତଦନ୍ତ ଚାଲିଛି…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବିବାଦର ବୁଝାମଣା ପାଇଁ…

ଏସ୍‌ସିବି ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

କଟକ ଅଫିସ,୨୭ା୯:ଏସ୍‌ସିବି ମେଡିକାଲରୁ ସୋମବାର ଏକ ଶିଶୁକନ୍ୟା ଚୋରିକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଏବଂ ମଙ୍ଗଳାବାଗ ଥାନା ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏହି ଚୋରି ଅଭିଯୋଗର ତଦନ୍ତ କରିବାବେଳେ ପୋଲିସକୁ ଅନ୍ୟ ଏକ ଶିଶୁପୁତ୍ର ନିଖୋଜର ତଥ୍ୟ ମିଳିଛି। ଏହି…

୧୬ ଜିଲାରେ ଖୋଲିବ ୩୪ ସିଭିଲ ଜଜ୍‌ କୋର୍ଟ

କଟକ ଅଫିସ,୨୬ା୯: ରାଜ୍ୟର ୧୬ଟି ଜିଲାରେ ୩୪ ନୂତନ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ତଥା ଜେଏମ୍‌ଏଫ୍‌ସି ପ୍ରତିଷ୍ଠା ହେବ। ଏଥିପାଇଁ ଉକ୍ତ ଜିଲାଗୁଡ଼ିକର ଜିଲା ଓ ସେସନ୍ସ ଜଜ୍‌ମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ…

ନକଲି ଔଷଧ କାରବାର: ଔଷଧ ଯୋଗାଉଥିବା ୨ ବ୍ୟବସାୟୀ ଚିହ୍ନଟ

କଟକ ଅଫିସ,୨୪।୯: କଟକ ନକଲି ଔଷଧ କାରବାର ମାମଲାରେ ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ୨ ଜଣ ନକଲି ଔଷଧ ଯୋଗାଉଥିବା ଜଣାପଡ଼ିଛି। ଏ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, କଟକ…

ଦୋକାନ ଉପରେ ମାଡିଗଲା ଟ୍ରକ୍‌

ନିଶ୍ଚିନ୍ତକୋଇଲି,୨୪।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ନିଶ୍ଚିନ୍ତ କୋଇଲି ବଜାରରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଦୁଇଟି ସାର ବୋଝେଇ ଟ୍ରକ୍‌ ବଜାର ଉପରେ ଥିବା ୫ଟି ବଡ଼ ଦୋକାନ ଉପରେ ମାଡିଯାଇଛି। ତେବେ ଦୋକାନରେ ଥିବା ୧୪ଜଣ କର୍ମଚାରୀ…

ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ ଅଫିସ,୨୪।୯: କଟକ ବାଦାମବାଡ଼ିସ୍ଥିତ ଭରତିଆ ଟାୱାର ୭ ମହଲାର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ…

୩୪ ଏକର ଜାଗାରେ ହେବ ବାଲିଯାତ୍ରା

କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍‌ ଲଗାଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଜିଲା ପ୍ରଶାସନ ପକ୍ଷରୁ ୮୫ ଏକର ଜମିରେ ବାଲିଯାତ୍ରା କରାଯିବାକୁ…

କଟକରେ ହେବ ଲିଜେଣ୍ଡ୍ସ ଲିଗ୍‌ ଫାଇନାଲ

ଭୁବନେଶ୍ୱର, ୨୩ା୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ର ଫାଇନାଲ ଅକ୍ଟୋବର ୫ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପ୍ରତି ଖେଳପ୍ରେମୀଙ୍କ ଆଗ୍ରହ ପରିଲକ୍ଷିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାଡିୟମରେ…

କଟକ ଭର୍‌ତିଆ ଟାୱାରେ ଲାଗିଲା ନିଆଁ

କଟକ ଅଫିସ, ୨୩।୯: କଟକ ବାଦାମବାଡ଼ିରେ ଥିବା ଭର୍‌ତିଆ ଟାୱାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଟାୱାରର ପଞ୍ଚମ ମହଲା ଉପରେ ଥିବା ଏକ ଘରେ ନିଆଁ ଲାଗିଛି । ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ…

ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଇଁ ଦିନ ଧାର୍ଯ୍ୟ

କଟକ ଅଫିସ,୨୩।୯: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ମନ୍ଦିର, ପୀଠମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କାର୍ତ୍ତିକ ବ୍ରତ ପାଇଁ…

କାର୍‌ ସିକ୍ରେଟ ଚାମ୍ବରରେ ରୁପା ଇଟା

କଟକ ଅଫିସ,୨୩ା୯: ଗଞ୍ଜେଇ ଧରିବାକୁ ଯାଇ ଧରିଲେ ୧ କୁଇଣ୍ଟାଲ ରୁପା ଇଟା। ତା’ ସାଙ୍ଗକୁ ୧୧.୯୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏକ କାର୍‌ର ସିକ୍ରେଟ୍‌ ଚାମ୍ବରରୁ ବିପୁଳ ପରିମାଣର ରୁପା ଇଟା ଧରିବା ପରେ ଅବକାରୀ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri