କଟକ

ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ପ୍ରକାଶିତ

କଟକ ଅଫିସ,୧୯ା୧: ଚଳିତବର୍ଷର ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ (www.bseodisha.ac.in)ରେ ପରୀକ୍ଷାଫଳ ଉପଲବ୍ଧ। ହାଇସ୍କୁଲ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୪୬ ଜଣ ଛାତ୍ରୀଛାତ୍ର ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ…

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ। ସେ ଏଥିରେ ଅତିଷ୍ଠ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନ…

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା

କଟକ ଅଫିସ,୧୮ା୧: ହାଇକୋର୍ଟରେ ପହଞ୍ଚିଛି ହାତୀ ମୃତ୍ୟୁ ମାମଲା। ହାତୀଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ଆକ୍ସନ ପ୍ଲାନ ଲାଗୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଖୁଣ୍ଟୁଣୀ, ୧୮ା୧(ଡି.ଏନ୍‌.ଏ.): ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଗୁରୁଡିଝାଟିଆ ପୋଲିସର ହସ୍ତଗତ ହୋଇଛି। ହେଲେ ଏହି ରିପୋର୍ଟରେ ଥିବା ତଥ୍ୟକୁ ପୋଲିସ ଉପସ୍ଥାପନ କରିନାହିଁ। କିଭଳି ଓ କେଉଁ ପରିସ୍ଥିତିରେ ରାଜଶ୍ରୀଙ୍କର ମୃତ୍ୟୁ ଘଟିଲା, ତାହା…

ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ମୃତା ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ…

ଫର୍ମ ପୂରଣ ପାଇଁ ବୋର୍ଡ ଅଫିସରେ ଭିଡ଼

କଟକ ଅଫିସ, ୧୮ା୧: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆସନ୍ତା ୩୧ରେ ପୁଣି ସ୍ବତନ୍ତ୍ର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ହେବ। ଏଥିପାଇଁ ଫର୍ମପୂରଣ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷୟିତ୍ରୀ…

୩୧ରେ ଓଟିଇଟି ପରୀକ୍ଷା

କଟକ ଅଫିସ, ୧୭।୧: ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା ୩୧ ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଫର୍ମଫିଲପ୍‌ ପାଇଁ ମାତ୍ର ୨ ଦିନର ଅବଧି ଦେଇଛି । କଟକ ବୋର୍ଡ ଅଫିସ୍‌ରେ ଫର୍ମଫିଲପ୍‌ ଅଫ୍‌ଲାଇନ୍‌ରେ ହେବ । ଏ ନେଇ…

ଛୁଆକୁ ମାରି ସାବତ ମା’ଙ୍କ ଆତ୍ମହତ୍ୟା ଘଟଣା: ସ୍ବାମି ଗିରଫ

କଟକ ଅଫିସ,୧୭।୧: କଟକ ଶ୍ରୀରାମନଗରରେ ଦୁଇ ବର୍ଷର ଶିଶୁ ପୁତ୍ରକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ମୃତ ମହିଳା ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଗିରଫ କରିଛି। ତେବେ ମଙ୍ଗଳବାର ହିଁ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ…

ଚିଲିକା ନୀତି ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୧:ଡ୍ରୋନ କ୍ୟାମେରା ସାହାଯ୍ୟରେ ଚିଲିକାରେ ଚିଙ୍ଗୁଡ଼ି ଘେରି ସର୍ଭେ କରାଯିବ। ଏହି ଡ୍ରୋନ କ୍ୟାମେରା କିଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସୋମବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌.…

ଫେବୃୟାରୀ ୧୯ରୁ ଓସିଏସ୍‌ ମେନ୍‌

କଟକ ଅଫିସ, ୧୭ା୧:ଓଡ଼ିିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମୁଖ୍ୟ (ମେନ୍‌) ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃୟାରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଫେବୃୟାରୀ…

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ଭଡ଼ାଘରେ ଶିଶୁପୁତ୍ର…

ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍‌ଶାନ

ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି। ରବିବାର ଓ ସୋମବାର ମେଳାକୁ ବନ୍ଦ ରଖାଯିବା ସହ ପୀଠ ଓ ସିଂହନାଥ ପୀଠକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?