ଭଦ୍ରକ

ପ୍ଲାଷ୍ଟିକ ଦଉଡ଼ିରେ ସ୍ତ୍ରୀଙ୍କ ବେକ ଚିପିଥିଲେ ସ୍ବାମୀ: ଏବେ ଆଜୀବନ ଜେଲ

ଭଦ୍ରକ ଅଫିସ, ୨୪ା୩: ଭଦ୍ରକର ଅତିରିକ୍ତ ଜିଲା ତଥା ଦୌରାଜଜ୍‌ ଆଶିଷ କୁମାର ତ୍ରିପାଠୀ ଶୁକ୍ରବାର ଜଣେ ସ୍ତ୍ରୀଙ୍କ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଏହି ମାଲାର ବିଚାର କରି ଦୋଷୀ ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇ ଛନ୍ତି। ଦୋଷୀ…

ବାଙ୍କସାହି ରେବ ସେତୁ ପାଇଁ ଅର୍ଥ ମଞ୍ଜୁର

ଧାମନଗର,୨୩ା୩(ଡି.ଏନ.ଏ): ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଦ୍ରକ ଜିଲା ଧାମନଗର ବ୍ଲକ୍‌ କୋଠାର ପଞ୍ଚାୟତର ବାଙ୍କସାହି ରେବ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। ପ୍ରସ୍ତାବିତ ନୂତନ ସେତୁ ପାଇଁ କେନ୍ଦ୍ର ସରକାର ୪୧ ଲକ୍ଷ ଟଙ୍କା ମଞ୍ଜୁର…

୧୮ହଜାର ଟଙ୍କାରେ ପୁଅକୁ ବିକିଲେ ବାପା

ବାସୁଦେବପୁର, ୨୩ା୩ (ଡି.ଏନ୍‌.ଏ.):୧୮ହଜାର ଟଙ୍କାରେ ୨ବର୍ଷର ପୁଅକୁ ବିକ୍ରି କରିଦେଇଛନ୍ତି ବାପା। ଏ ସମ୍ପର୍କରେ ଶିଶୁପୁତ୍ରର ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ନିକଟ ଚନ୍ଦନପୁର ଗ୍ରାମରେ ଏଭଳି ଶିଶୁ…

ଏସ୍‌ପି ଅଫିସ ଆଗରେ ଧାରଣା

ଭଦ୍ରକ ଅଫିସ, ୨୨।୩: ଏକ ବାଇକ ଚୋରି ମାମଲାରେ ଭଦ୍ରକ ଚୂଡ଼ାମଣି ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଭଦ୍ରକ ଏସ୍‌ପି ଅଫିସ ଆଗରେ ଏକ ପରିବାର ଧାରଣାରେ ବସିଛନ୍ତି। ସୂଚନା ମୁତାବକ, ଥାନା ଅଧୀନ ଚୂଡ଼ାମଣି ଗ୍ରାମର ଅକ୍ଷୟ ମଳିକଙ୍କର ଏକ…

ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ

ବନ୍ତ,୨୨ା୩(ଡି.ଏନ୍‌.ଏ.): ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା। ଦଳରୁ ବିଦା ହେଲେ ବିଜେଡିର ୩ ବରିଷ୍ଠ ନେତା। ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ…

ପୋଲିସ୍‌ର ଫ୍ଲାଗ ମାର୍ଚ୍ଚ

ଭଦ୍ରକ ଅଫିସ,୨୧।୩: ମାର୍ଚ୍ଚ ୩୦ରେ ଭଦ୍ରକର ପ୍ରସିଦ୍ଧ ରାମନବମୀ ନଗରସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭଦ୍ରକ ପୋଲିସ । ଏନେଇ ମଙ୍ଗଳବାର ଭଦ୍ରକ ସହର ବନ୍ତ ଛକଠାରୁ ରାପିଡ୍‌ ଆକ୍ସନ ଫୋର୍ସ ଏବଂ ଭଦ୍ରକ ପୋଲିସ ପକ୍ଷରୁ…

୨୭ ଦୋକାନୀଙ୍କୁ ଜରିମାନା

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଦୋକାନ ଓ ଚାନ୍ଦବାଲି ବାଇପାସ୍‌ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନରେ କୋଟପା ଚଢ଼ାଉ କରାଯାଇଛି। ମୋଟ ୨୭ ଦୋକାନୀଙ୍କଠାରୁ ୫,୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମେଡିକାଲ ଛକରେ ୧୬…

ବର୍ଷା, କୁଆପଥର ମାଡ଼: ପରିବା ଚାଷ ନଷ୍ଟ ଆଶଙ୍କା

ଭଦ୍ରକ ଅଫିସ/ବାସୁଦେବପୁର,୧୯।୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଛି। ବର୍ଷା ପାଣି କ୍ଷେତରେ ଜମି ରହିବାରୁ ସୂର୍ଯ୍ୟମୁଖୀ, ବିରି, ମୁଗ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା…

୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଛକ ଓ ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁର…

ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଲା

ଭଦ୍ରକ ଅଫିସ,୧୮ା୩ : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଦୀର୍ଘବର୍ଷ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସହ ଜିଲା ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଭଦ୍ରକ ଜିଲା ପ୍ରତି ସରକାରଙ୍କ…

ମେଡିିକାଲ କଲେଜ ସ୍ଥାପନ ଦାବି ଜୋର ଧରିଲା

ଭଦ୍ରକ ଅଫିସ,୧୭ା୩ : ଭଦ୍ରକ ଜିଲାରେ ମେଡିକାଲ କଲେଜ ସ୍ଥାପନ ଦାବି ଜୋର ଧରିଛି। ଦୀର୍ଘବର୍ଷ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସହ ଜିଲା ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଭଦ୍ରକ ଜିଲା ପ୍ରତି ସରକାରଙ୍କ…

ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ

ଭଦ୍ରକ ଅଫିସ/ ବନ୍ତ,୧୭।୩ (ଡି.ଏନ.ଏ):ସ୍କୁଲ ପରିଚାଳନା କମିଟି ସଭାପତିକୁ ଚାପୁଡ଼ା ମାରିଲେ ବିଡିଓ। ସ୍କୁଲରେ ୫-ଟି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ବ୍ଲକ ପ୍ରଶାସନ ଆସିଥିବା ବେଳେ କମିଟି ସଭାପତି ଏହାକୁ ବିରୋଧ କରିବାରୁ ବିଡିଓ ତାଙ୍କ ଉପରକୁ ହାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?