ଭଦ୍ରକ

ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ

ଭଦ୍ରକ ଅଫିସ,୩୦ା୩: ଭଦ୍ରକ ସହରରେ ଚାଲିଥିବା ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞର ଗୁରୁବାର ପୂର୍ଣ୍ଣାହୁତି ଥିବାବେଳେ ନଗର ସଂକୀର୍ତ୍ତନ ପାଇଁ ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ ସହର। ସହରର ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକ, ବନ୍ତ…

ବାଲିମେଦରେ ସନ୍ଦିଗ୍ଧ ପାରା

ପଦ୍ମପୁର,୩୦ା୩ (ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରା ଗୋଡ଼ରେ ଦୁଇଟି ପିତ୍ତଳ ରିଙ୍ଗ୍‌ ଲାଗିଥିବା ବେଳେ ସେଥିରେ ଏକ ଫୋନ୍‌ ନମ୍ବର ଲେଖାଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳବାର…

ବାଳିମେଦରୁ ଗୁପ୍ତଚର ପାରା ଠାବ

ପଦ୍ମପୁର,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦଠାରୁ ଏକ ଗୁପ୍ତଚର ପାରା ଠାବ କରାଯାଇଛି। ଗ୍ରାମର ସୁଶିଲ ମହାନ୍ତି ପାରାଟିକୁ ମଙ୍ଗଳବାର ଝଡ଼ବର୍ଷା ସମୟର ପାଇଥିଲେ। ପାରାର ଗୋଡ଼ରେ କିଛି ନାମ ଓ ମୋବାଇଲ ନମ୍ବର ଥିବା ଦେଖି ନ…

ଟ୍ରେନଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୩: ଭଦ୍ରକ ଜିଲା ବଉଦପୁର ରେଳ ଷ୍ଟେଶନ ନିକଟ ଟ୍ରେନଲାଇନରୁ ଜଣେ ଯୁବକଙ୍କ ମୃତଦେହ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ଆଲିପୁର ଜିଲା ଚି଼ଙ୍ଗାମିଛି ଅଞ୍ଚଳର ବାବୁଲୁ ଆଲାମ ବୋଲି ଜଣାପଡିଛି l ମଙ୍ଗଳବାର ଉକ୍ତ ସ୍ଥାନରେ…

୫ରେ ବାସୁଦେବପୁର ବ୍ଲକ ଅଫିସ ଘେରିବେ ଗାଁସାଥୀ

ଭଦ୍ରକ ଅଫିସ,୨୮।୩- ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଭଦ୍ରକ ଜିଲା ଶାଖା ପକ୍ଷରୁ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଗଁା ସାଥୀ ସଙ୍ଗଠକ ମନୋଜ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ଅକ୍ଟୋବର ସୁଦ୍ଧା ସରିବ କାର୍ଯ୍ୟ

ଧାମନଗର,୨୮।୩ (ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ସାମିଲ ହେଇଥିବା ଭଦ୍ରକ ଜିଲାର ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରିଛନ୍ତି। ଡାକ୍ତରଖାନା ପରିସରରେ…

ଶ୍ରୀରାମ ନବମୀରେ ମହାଯଜ୍ଞ: ଆଖଣ୍ଡଳମଣିରୁ ଗଲା ଆଜ୍ଞାମାଳ

ଆରଡି,୨୮।୩(ଡି.ଏନ୍‌.ଏ.): ଆସନ୍ତା ଗୁରୁବାର ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଭଦ୍ରକରେ ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ବାବା ଆଖଣ୍ଡଳମଣିଙ୍କ ପୀଠରୁ ଆଜ୍ଞାମାଳ ବାହାରି ଏକ ଶୋଭାଯାତ୍ରାରେ ଭଦ୍ରକ ଯଜ୍ଞସ୍ଥଳରେ ପହଞ୍ଚିଛି। ଏହି ଅବସରରେ ପୂର୍ବାହ୍ନରେ ବାବା ଆଖଣ୍ଡଳମଣିଙ୍କ…

ଭତ୍ତା ଟଙ୍କା ଛଡାଇ ନେଇ ମହିଳାଙ୍କୁ ଆକ୍ରମଣ

ପଦ୍ମପୁର,୨୬ା୩(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ଶେରପୁର ଗ୍ରାମର ଜଣେ ମହିଳା ଭତ୍ତା ଟଙ୍କା ନେଇ ଶନିବାର କେଦାରପୁର ପଞ୍ଚାୟତ କାଯର୍ର୍‌ୟାଳୟରୁ ଫେରୁଥିବା ବେଳେ କୁଣ୍ଡିପୋଲଠାରେ କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଟଙ୍କା ଛଡ଼ାଇ…

ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଆରଡ଼ି,୨୬ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିଲେ।…

ବିପଦରେ ଶୀତଳପୁରର ୫ ପରିବାର

ଆରଡ଼ି, ୨୬।୩(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଶୁକ୍ରବାର ପ୍ରାୟ ୭୦ ଫୁଟ୍‌ ଧସିଯାଇଛି। ପଥରପ୍ୟାକିଂ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଛି। ଏପରିକି ନଦୀକୂଳରେ ଥିବା…

ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ଝିଅ

ଭଦ୍ରକ ଅଫିସ,୨୫ା୩: ପୂର୍ବରୁ ମୋ ଭଉଣୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଏବେ ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦିଆଯାଇଛି। ଏପରିକି ବାପାଙ୍କୁ ଭୟଭୀତ କରାଇ ମା’ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିବା…

ଟୁଇଟରରେ ୨,୫୦୦ ସମସ୍ୟା ସମାଧାନ

ଭଦ୍ରକ ଅଫିସ,୨୫।୩: ଛାତ୍ର ଜୀବନରୁ ଅସହାୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଟୁଇଟ୍‌ କରି ସରକାରଙ୍କ ପାଖରେ ପହଞ୍ଚାଇବା ଓ ସେମାନଙ୍କୁ ସାହାଯ୍ୟ କରିବା ତାଙ୍କର ଏକପ୍ରକାର ସେବା ପାଲଟି ଯାଇଛି। ଯେକୌଣସି ଲୋକଙ୍କ ସମସ୍ୟା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?