ଆରମ୍ଭରୁ ଧାନର ଅଭାବୀ ବିକ୍ରି
ଚାନ୍ଦବାଲି,୧୦।୧୨(ଡି.ଏନ୍.ଏ.): ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ଗୋଷ୍ଠୀ ମାଧ୍ୟମରେ ଅନ୍ଲାଇନ ପଞ୍ଜୀକରଣ କରାଯାଇଛି। ହେଲେ ଚଳିତବର୍ଷ ଖରିଫ ଧାନ ଅମଳ ଆରମ୍ଭରୁ ଭଦ୍ରକ ଜିଲା ଚାନ୍ଦବାଲିରେ…
ଅମଳ ନ ସରୁଣୁ ଧାନ ଅଭାବୀ ବିକ୍ରି, ୨ ଗାଡ଼ି ଅଟକ
ଚାନ୍ଦବାଲି,୯ା୧୨(ଡି.ଏନ୍.ଏ.): ଚାଷୀମାନଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ମଣ୍ଡଳଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଅନ୍ଲାଇନ ପଞ୍ଜୀକରଣ କରାଯାଇଛି। ଧାନ ଅମଳ ଆରମ୍ଭ ହେବା ମାତ୍ରେ ଭଦ୍ରକ ଜିଲା ଚାନ୍ଦବାଲିର…
୫୦୦ ଦିଅ ଜାତିଗତ ପ୍ରମାଣପତ୍ର ନିଅ
ଭଦ୍ରକ ଅଫିସ, ୮ା୧୨: ୫୦୦ ଟଙ୍କା ଦିଅ ଆଉ ଜାତିଗତ ପ୍ରମାଣପତ୍ର ନିଅ। ଗୋଟେ ସରକାରୀ ଅଫିସରର କ’ଣ ମୁଣ୍ଡ ୨୦୦ ଟଙ୍କା କି । ଏମିତି ଏକ ଭିଡିଓ ଭଦ୍ରକ ଜିଲାରେ ଏବେ ଭାଇରାଲ ହେବାରେ ଲାଗିଛି। ଜାତିଗତ ପ୍ରମାଣପତ୍ର…
ଜାନୁୟାରୀରୁ ଚାଲିବ ଭଦ୍ରକ-ପୁରୀ ପାସେଞ୍ଜର
ଭଦ୍ରକ ଅଫିସ, ୮ା୧୨: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ବିଭିନ୍ନ ଷ୍ଟେଶନ କାର୍ଯ୍ୟର ଅଗ୍ରଗତି ବାବଦରେ ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟାଳୟଠାରେ ଜେନେରାଲ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହ ବୁଧବାର ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ଆଲୋଚନା କରିଛନ୍ତି। ଜାନୁଆରୀ…
ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ରୁଦ୍ରନାରାୟଣ
ଧାମନଗର, ୬।୧୨ (ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଏନ୍ଏସି ଅଧୀନ ୧୧ ନମ୍ବର ୱାର୍ଡ ଦକ୍ଷିଣବାଡ଼ ଗ୍ରାମର ଡାକ୍ତର ରୁଦ୍ରନାରାୟଣ ସ୍ବାଇଁ ଡିଏମ୍ କ୍ଲିନିକାଲ ହେମାଟୋଲୋଜିରେ ସୁପର ସ୍ପେଶାଲିଟି ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ସଫଳତା…
୮ ଘଣ୍ଟିଆ ଭଦ୍ରକ ବନ୍ଦ
ଭଦ୍ରକ ଅଫିସ,୫ା୧୨: ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଏହି ଦାବି ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲେ…
ଆଜି ଭଦ୍ରକ ସହର ବନ୍ଦ
ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ ଧରି…
ହାର୍ ମାନିନାହାନ୍ତି ପଞ୍ଚାନନ
ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ଗ୍ରାମର ଦିବ୍ୟାଙ୍ଗ ପଞ୍ଚାନନ ଜେନା(୬୩)। ଟ୍ରାଇସାଇକେଲରେ ଗଁା ଗଁା…
ପିସ୍ତା ଭାବି ଖାଇଦେଲେ ବିଷାକ୍ତ ଫଳ
ଭଣ୍ଡାରିପୋଖରୀ, ୩।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ଅରେଇକଣା ନୋଡାଲ ସ୍କୁଲରେ ଶୁକ୍ରବାର ବିଷାକ୍ତ ଫଳ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୫ ଛାତ୍ରୀଛାତ୍ର ଘରକୁ…
ଡକାୟତି ଘଟଣାରେ ୩ ଗିରଫ
ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ ଧାମନଗର ମୁନସୀପାଟଣା ଅଞ୍ଚଳର ସେକ୍ ସର୍ପଉଦ୍ଦିନ, ସେକ୍ ନିଆମତୁଲା ଓ ହବିବନଗରର ସେକ୍ ସଲିମ…
ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି
ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ ଲୁଣିପାଣି ବାହାରୁଛି। ଏହି ନଳକୂପ ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାନୀୟ…
୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ
ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା…
Archives


