ଭଦ୍ରକ

ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀଙ୍କ ଜୀବନ ଗଲା

ବନ୍ତ,୯ା୧(ଡି.ଏନ୍‌.ଏ.): ସୋମବାର ଭୋର୍‌ ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତ ଦୋକାନୀ ଜଣକ ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ…

ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିଲା ପଥର

ଆରଡ଼ି,୮ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ପଥର ସମେତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି ।…

୭ ବର୍ଷ ବାଳକଙ୍କ ଆତ୍ମହତ୍ୟା

ପଦ୍ମପୁର, ୭ା୧(ଡି.ଏନ.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ଅଞ୍ଚଳରେ ପାଠ ପଢ଼ିବା ପାଇଁ ଘରେ ତାଗିଦ୍‌ କରିବାରୁ ଜଣେ ୭ ବର୍ଷର ନାବାଳକ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପାଠପଢ଼ାକୁ…

ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ପୋଡ଼ିଗଲା

ଆରଡି,୬।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲାଗି ଆସବାବପତ୍ର ସମେତ ସୁନାଗହଣା, ନଗଦ ୧ଲକ୍ଷରୁ ଅଧିକ ଟଙ୍କା ସହ ବହୁ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବରପାଇ…

ବିଶ୍ୱ ହକି ଟ୍ରଫି ପରିକ୍ରମା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ: ଘଟଣାସ୍ଥଳରେ ଉତ୍ତେଜନା

ଭଦ୍ରକ ଅଫିସ,୫ା୧: ପୁରୁଷ ବିଶ୍ୱ ହକି ଟ୍ରଫି ପରିକ୍ରମା ପାଇଁ ଭଦ୍ରକ ସହର ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଛକ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଉଚ୍ଛେଦ ଆରମ୍ଭ କରାଯାଇଛି। ଏହି ଉଚ୍ଛେଦ ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ସିଟି ଡିଏସ୍‌ପି…

ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ନେଇ ଉତ୍ତେଜନା

ବାସୁଦେବପୁର, ୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ବନ୍ଧସାହି ଛକଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଂଶଡ଼ା ଥାନା ଅଧୀନ ବଳଭଦ୍ରପ୍ରସାଦ ଗ୍ରାମର ଚଗୁଲୁ ନାୟକ, କଇଥଖୋଲାର ସୁକୁରା ଦାସ…

ଏଏସ୍‌ଆଇ ଭାବେ ଯୋଗ ଦେଲେ ଏମ୍‌ପିଙ୍କ ପିଏସ୍‌ଓ

ଭଦ୍ରକ ଅଫିସ, ୨।୧: ଭଦ୍ରକ ପୋଲିସ ମୁଖ୍ୟାଳୟରେ ଏଏସ୍‌ଆଇ ଭାବେ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ପିଏସ୍‌ଓ ଅଶୋକ କୁମାର ବେହେରା ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୧୮ ବର୍ଷ ବୟସରେ ୨୦୦୨ ବ୍ୟାଚ୍‌ରେ ଏପିଆର୍‌ କନଷ୍ଟେବଲ ଭାବେ ଯୋଗଦାନ କରିଥିବା ଆଶୋକ…

ଭଦ୍ରକ-ପୁରୀ ମେମୋ ଘୋଷଣା ପାଇଁ କୃତଜ୍ଞତା ଜଣାଇଲା ଭାଜପା

ଭଦ୍ରକ ଅଫିସ,୨।୧: ଭଦ୍ରକରୁ ପୁରୀକୁ ମେମୋ ଟ୍ରେନ୍‌ ଚଳାଚଳ ନେଇ ଗତ ୩୦ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିବାରୁ ଜିଲା ଭାଜପା ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ବୈଠକ ମାଧ୍ୟମରେ ରେଳମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା…

ଆର୍‌ଆଇ, ପୋଲିସ ୪ଘଣ୍ଟା ଅଟକ

ଚାନ୍ଦବାଲି, ୧।୧(ଡି.ଏନ.ଏ.): ଭଦ୍ରକ ଜିଲା ବଁାଶଡ଼ା ଥାନା ଅଧୀନ ଯଶିପୁର ପଞ୍ଚାୟତ ବାରାକୋହ୍ଲା ଗ୍ରାମବାସୀ ଶନିବାର ଅପରାହ୍ନରେ ୧୪୪ ଜାରିକୁ ବିରୋଧ କରି ପୋଲିସ କର୍ମଚାରୀ ଓ ସ୍ଥାନୀୟ ମହିଳା ଆର୍‌ଆଇଙ୍କୁ ଅଟକ ରଖିଥିଲେ। ୪ ଘଣ୍ଟା ଅଟକ ରଖିବା ପରେ…

ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ

ଭଦ୍ରକ ଅଫିସ,୩୧।୧୨: ଭଦ୍ରକ ଜିଲା ବନ୍ତ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନଶକ୍ତି ଋଣମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ଜିଲା ପ୍ରୋଜେକ୍ଟ ମ୍ୟାନେଜର ସଞ୍ଜୟ ବାରିକଙ୍କ ସଂଯୋଜନାରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ…

କୋଇଲା ଟ୍ରେନ୍‌ରେ ନିଆଁ

ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ଟି ପାରାଦୀପରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏଥିରେ…

୧ରୁ ତ୍ୟାଗଭୂମି ମହୋତ୍ସବ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ନେହେରୁ ଷ୍ଟାଡିୟମରେ ଜାନୁଆରୀ ୧ରୁ ୯ ଦିନ ବ୍ୟାପୀ ତ୍ୟାଗଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଭଦ୍ରକ ସହର ଭାଗବତ କଲ୍ୟାଣ ମଣ୍ଡପରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri