ଭଦ୍ରକ

ଗାଁରେ ବ୍ରାଇଡାଲ ମେକ୍‌ଅପ୍‌ ଦେବେ ଏସ୍‌ଏଚ୍‌ଜି ସଦସ୍ୟା

ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍‌ଅପ୍‌ ସୁବିଧା। ବ୍ରାଇଡାଲ ମେକ୍‌ଅପ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ। ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କ ଦ୍ୱାରା ଏହି ସୁବିଧା ପାଇଁ ମିଶନ ଶକ୍ତି ବିଭାଗ…

ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ

ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ପାନୀୟ ଜଳ ଯୋଗାଣ…

ଡାକ୍ତରଙ୍କୁ ମାଡ଼: ଅଭିଯୁକ୍ତଙ୍କୁ ଗିରଫ ନେଇ ଏସ୍‌ପିଙ୍କୁ ଦାବିପତ୍ର ଦେଲା ସଂଘ

ଭଦ୍ରକ ଅଫିସ, ୪।୩: ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଘରୋଇ କ୍ଲିନିକ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ ପକ୍ଷରୁ ଶନିବାର ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

ଯୁବ ମୋର୍ଚ୍ଚା କର୍ମୀଙ୍କୁ ମାଡ଼ ଘଟଣା: ଏସପି ଅଫିସ୍‌ ଘେରିଲା ଭାଜପା

ଭଦ୍ରକ ଅଫିସ, ୪।୩: ମନ୍ତ୍ରୀ ନବ ଦାଶ ହତ୍ୟା ଘଟଣାରେ ଆନ୍ଦୋଳନ ବେଳେ ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଅତ୍ୟାଚାର ଓ ଗିରଫ ପ୍ରତିବାଦରେ ଶନିବାର ଭାଜପା ପକ୍ଷରୁ ଭଦ୍ରକ ଏସ୍‌ପି ଅଫିସ ଘେରାଉ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି…

ଟ୍ରକ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍‌: ଚାଲିଗଲା ଚାଳକଙ୍କ ଜୀବନ

ପଦ୍ମପୁର, ୪।୩(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ନନ୍ଦପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ…

ରାସ୍ତା ଅବରୋଧ କଲେ ଛାତ୍ରୀ

ଧାମନଗର, ୪।୩ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ମଙ୍ଗଳବାର କିଛି ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିଲେ। ଏହି ଘଟଣାକୁ ଚପାଇ ଦେବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଉଦ୍ୟମ କରିଥିବା ଅଭିଯୋଗ…

ଭୁଲ୍‌ ଇଞ୍ଜେକ୍ସନରେ ନାବାଳକଙ୍କ ମୃତ୍ୟୁ: ଥାନାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ,୩।୩: ଭଦ୍ରକର ଏକ କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ବୁଧବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୨୧/୨୩) ରୁଜୁ କରିଛି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ ବସନ୍ତିଆ…

୨ ଘଣ୍ଟା ବିଳମ୍ବରେ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୩ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶୁକ୍ରବାର ୨ ଘଣ୍ଟା ବିଳମ୍ବରେ ଖୋଲିଛି। ପାଳିଆ ସେବାୟତଙ୍କ ପାଳି ବଣ୍ଟନକୁ ନେଇ ବିବାଦ ଉପୁଜିଥିବାରୁ ଏପରି ଅଘଟଣ ଉପୁଜିଥିବା ଜଣାପଡ଼ିଛି । ପରେ ମନ୍ଦିର ପ୍ରଶାସନ ହାଇକୋର୍ଟ…

ବର୍ଷକୁ ପାଣିରେ ପଡ଼ୁଛି ଅଧକୋଟି

ଭଦ୍ରକ ଅଫିସ,୩ା୩: ପ୍ରତିବର୍ଷ ଧାନକିଣାରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ୁଛି। ଗୋଦାମ ଥାଇ ମଧ୍ୟ ପାଲ କିଣାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ଆରମ୍ଭ ହେବା ମାତ୍ରେ ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଆବଶ୍ୟକତା ଅନୁଯାୟୀ…

ବ୍ରିଜ ନିକଟରୁ ୨ ଅଫୁଟା ବୋମା ଜବତ

ଭଦ୍ରକ ଅଫିସ,୨ା୩: ଚାନ୍ଦବାଲି-କଟକ ମୁଖ୍ୟ ରାସ୍ତା ଚାନ୍ଦବାଲି ବୈତରଣୀ ସେତୁ ନିକଟରୁ ଦୁଇଟି ହାତ ତିଆରି ଅଫୁଟା ବୋମା ଗୁରୁବାର ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ଉକ୍ତ ସକାଳୁ ବ୍ରିଜ୍‌ ନିକଟକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଶୌଚ ହେବାକୁ…

ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିବାଦ

ଭଦ୍ରକ ଅଫିସ,୨ା୩: ଭଦ୍ରକ ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଗୁରୁବାର ମୋହରିର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଭଦ୍ରକ ପୁରୁଣା କୋର୍ଟ ପରିସରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଜମି କିଣାବିକା ପାଇଁ ଆସୁଥିବା ଜନସାଧାରଣ ଓ ମୋହରିରମାନଙ୍କୁ ଉଚିତ ସେବା…

ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ ରୋଡ୍‌ କରା ନ ଯିବାରୁ ପୋଲ ଲୋକଙ୍କ କାମରେ ଆସୁନି। ବୈତରଣୀ ନଦୀରେ ବନ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri