ଭଦ୍ରକ

ଅଖିମୁଠି ଅନୁକୂଳ କଲେ ବିଡିଓ

ଚାନ୍ଦବାଲି,୨୩।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କୃଷି ବିଭାଗ ପକ୍ଷରୁ ଅଖିମୁଠି ଅନୁକୂଳ କରାଯାଇଛି । ମତୋ ଚକିଆ ସାହି ନିକଟରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡିଓ…

ଫର୍ନେସ୍‌ରେ ପୋଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୨୩।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀ ଫର୍ନେସ୍‌ରେ ପୋଡ଼ି ଗୁରୁତର ଥିବା ଶ୍ରମିକଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ମୃତକ ବରପଦାର ବିଜୟ ମହାପାତ୍ର। ଗତ ରବିବାର ରାତିରେ ଅନ୍ୟ ଗୁରୁତର ରତିକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତ ୧୧…

ଆଇରନ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ: କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ଅଫିସ,୨୨।୪: ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବନ୍ତ ବଜାର ଜଳସେଚନ ଅଫିସ ନିକଟରେ ଆଇରନ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଶୁକ୍ରବାର ରାତିରୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ।…

ରାନ୍ଦିଆ କମ୍ପାନୀ ଗେଟ୍‌ ଆଗରେ ୧୪୪ ଧାରା ବଳବତ୍ତର

ଭଦ୍ରକ ଅଫିସ, ୨୨।୪: ଭଦ୍ରକ ରାନ୍ଦିଆରେ ଥିବା ଏକ କମ୍ପାନୀର ୨୦୦ ମିଟର ଅଞ୍ଚଳରେ ଶନିବାର ପୂର୍ବାହ୍ନ ୬ ଟାରୁ ୨୫ ଏପ୍ରିଲ ପୂର୍ବାହ୍ନ ୬ ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ବଳବତ୍ତର କରାଯାଇଛି । କମ୍ପାନୀ ରେ ଫରନେସ ଚାର୍ଜିଙ୍ଗ…

ଫର୍ଣ୍ଣେସରେ ପୋଡିଯାଇଥିବା ଗୁରୁତର ଶ୍ରମିକଙ୍କ ସିକିତ୍ସାଧୀନ ଅବସ୍ଥାରେ ମୃତ

ଭଦ୍ରକ ଅଫିସ,୨୨।୪: ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି ।ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ସିକିତ୍ସାଧୀନ ଥିଲେ ।…

ନାବାଳିକା ଅପହରଣ ଅଭିଯୋଗ, ୩ ଅଟକ

ପଦ୍ମପୁର, ୨୧।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ପୋଲିସ ନାବାଳିକା ଅପହରଣ ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଛି। ଲକ୍ଷ୍ମୀଦାସପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ବାପା ଗୁରୁବାର ଥାନାରେ ଅଭିଯୋଗ…

ପାଇଥିବା ସୁନା ଅଳଙ୍କାର, ୩ ଲକ୍ଷ ଟଙ୍କା ଫେରାଇଲେ

ଧାମନଗର, ୨୧।୪ (ସ୍ବ.ପ୍ର.): ବାଟରୁ ପାଇଥିବା ସୁନା ରୁପା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଫେରାଇ ମହାନତା ଦେଖାଇଛନ୍ତି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ପାହାଡ଼ପୁର ଅଞ୍ଚଳର ଯୁବ ଖବରଦାତା ସରୋଜ କୁମାର ଖୁଣ୍ଟିଆ। ସରୋଜ ଗତ ୧୫…

ବିପଦସଙ୍କୁଳ ଅବସ୍ଥାରେ ଗୁମୁକା କଲଭର୍ଟ

ପୋଟେରୁ, ୨୦।୪: (ଡି.ଏନ୍‌.ଏ.) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ କାଲିମେଳା ବ୍ଲକର ଗୁମୁକାଠାରେ ନିର୍ମିତ ରାସ୍ତାର କଲଭର୍ଟ ଏବେ ବିପଦସଙ୍କୁଳ ହୋଇପଡ଼ିଛି। ଏହା ଉପରେ ଅନ୍ୟ ଉପାୟ ନ ପାଇ ୪ରୁ ଊର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏମ୍‌ପିଭି-୧୧ଠାରୁ…

ପ୍ରକଳ୍ପ ଅଧାପନ୍ତରିଆ, ମାଡ଼ିଲାଣି ଗଛଲତା

ବାରିକପୁର,୧୯।୪(ସ୍ବ.ପ୍ର.) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତ ସରିଫ୍‌ପୁର ଗ୍ରାମରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଅର୍ଦ୍ଧନିର୍ମିତ ପ୍ରକଳ୍ପରେ ଗଛଲତା ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ…

ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରୀଛାତ୍ର

ତିହିଡି,୧୮।୪ (ଡି.ଏନ.ଏ.) ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଜଳେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ…

ଜଳଲାଗି କଲେ ୫ଶହ ଗୋପାଳ

ବୈଶାଖର ପ୍ରଥମ ସୋମବାର ଆରଡି,୧୮।୪ (ଡି.ଏନ.ଏ.) ବୈଶାଖ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଶହରୁ ଅଧିକ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବିଧି ଅନୁସାରେ…

ଫେକର ଗେଟ୍‌ ସମ୍ମୁଖରେ ୧୪୪ ଧାରା ଆଉ ୪୮ ଘଣ୍ଟା ବଢ଼ିଲା

ଭଦ୍ରକ ଅଫିସ,୧୭ା୪: ଭଦ୍ରକ ରାନ୍ଦିଆରେ ଥିବା ଫେକର କମ୍ପାନୀର ୨୦୦ ମିଟର ଅଞ୍ଚଳରେ ସୋମବାର ସକାଳ ୬ଟାରୁ ୧୯ଏପ୍ରିଲ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ଧାରାକୁ ବଳବତ୍ତର କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫରନେସ ଚାର୍ଜିଙ୍ଗ ବେଳେ ନିଆଁ ଲାଗି ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri