ଭଦ୍ରକ

ଆପ୍ରୋଚ ରୋଡ୍‌ ନାହିଁ, କାମରେ ଆସୁନି ସେତୁ

ଧାମନଗର, ୫।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ସେତୁ ଦୁବଳ ହୋଇ ପଡ଼ିବା ଓ ବନ୍ୟା ସମୟରେ ବୁଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି…

ତହସିଲଦାରଙ୍କ ଅବିଚାର ବିରୋଧରେ ଧାରଣା

ଭଦ୍ରକ ଅଫିସ,୫ା୬: ଭଦ୍ରକ ଜିଲା ଚାନ୍ଦବାଲି ତହସିଲଦାରଙ୍କ ଅବିଚାର ବିରୋଧରେ ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଣ୍ଡିଆପାଟ ଗ୍ରାମର ଏକ ପରିବାର ଜିଲାପାଳଙ୍କ ଅଫିସ ଆଗରେ ସୋମବାର ଧାରଣାରେ ବସିଛନ୍ତି। ବର୍ଷେ ଧରି ସେମାନଙ୍କ ପରିବାର ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ପ୍ରଶାସନିକ…

ସାନପୁଅ ମିିଳିଲା, ବଡ଼ପୁଅ ନିଖୋଜ

ଭଦ୍ରକ ଅଫିସ,୫।୬: ସାନପୁଅ ସୋର ଡାକ୍ତରଖାନାରୁ ମିଳିଲା। ବଡ଼ପୁଅକୁ ସୋର, ବାଲେଶ୍ୱର, କଟକ, ଭଦ୍ରକର ବିଭିନ୍ନ ମେଡିକାଲରେ ଖୋଜିବା ପରେ ମଧ୍ୟ ତା’ର କୌଣସି ଠିକଣା ମିଳୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ବିହାର ମୋତିହାରିର ଅଲ୍ଲୀ ହୁସେନ। ତାଙ୍କ ପୁଅକୁ…

ଟ୍ରେନ୍‌ ଦୁର୍ଘଟଣାରେ ଭଦ୍ରକରୁ ୭ ମୃତ

ଭଦ୍ରକ ଅଫିସ,୩ା୬: ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଦ୍ରକ ଜିଲାର ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ ନିକଟସ୍ଥ ଶଙ୍ଖୁଳା ଗ୍ରାମର ରୂପକ ନାୟକ(୩୫), ବାସୁଦେବପୁର ବ୍ଲକର ସାବରଙ୍ଗ ପଞ୍ଚାୟତ…

ଟ୍ରେନ ଦୁର୍ଘଟଣା: ଆହତଙ୍କ ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ ଅଫିସ,୩।୬: ବାଲେଶ୍ୱର ଜିଲା ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଆହତମାନଙ୍କୁ ଜିଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ରକ୍ତ ଦେବାକୁ ଲମ୍ବାଧାଡ଼ି

ଭଦ୍ରକ ଅଫିସ, ୩।୬: ଆହତମାନଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ମହିଳା ଏବଂ ଯୁବତୀ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତ ଦେବାକୁ ଆଗେଇ ଆସିଥିଲେ। ରକ୍ତଭଣ୍ଡାରରେ ରକ୍ତଦାନ କରିବା ପାଇଁ ଲୋକଙ୍କ ଲମ୍ବାଧାଡ଼ି ଲାଗିଥିଲା।…

ବିଷାକ୍ତ ଫଳ ଖାଇ ୪ ନାବାଳକ ଅସୁସ୍ଥ

ବାସୁଦେବପୁର,୨ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମରେ ବିଷାକ୍ତ ଫଳ ଖାଇ ଗୁରୁବାର ରାତିରେ ୪ ନାବାଳକ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନାନୁଯାୟୀ, ଗୁରୁବାର ଅପରାହ୍ନରେ ୪ ଜଣ ନାବାଳକ ରାସ୍ତାକଡ଼ରେ ହୋଇଥିବା କଳା ସିଜୁ ଫଳ ଖାଇଥିଲେ l ରାତିରେ…

ବାସୁଦେବପୁର ସହରରୁ ଜବରଦଖଲ ଉଚ୍ଛେଦ

ବାସୁଦେବପୁର,୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ମଧ୍ୟରେ ମୁଖ୍ୟରାସ୍ତାର ଦୁଇପାର୍ଶ୍ୱରେ ଜବରଦଖଲ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଦିନକୁ ଦିନ ସହର ମଧ୍ୟରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଗତ ୨୬ ତାରିଖରେ…

ଦେଢ ଲକ୍ଷ ଟଙ୍କାର ମୃତ୍ୟୁ ସଞ୍ଜିବନୀ ସୁରା ଜବତ, ବନ୍ଧା ହେଲେ ଅଭିଯୁକ୍ତ

ଧାମନଗର,୧।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ ବିଦେଶୀ, ଦେଶୀ ମଦ ଓ ମୃତ୍ୟୁ ସଞ୍ଜିବନୀ ସୁରା ବେଆଇନ ଭାବେ ବିକ୍ରି ବଢ଼ି…

ଆଉ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ଛେଡ଼ାକ ଗ୍ରାମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ବାସଭବନରେ ଗୁରୁବାର ଅଚାନକ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଆୟକର ବିଭାଗର ଏକ ୫…

ରାଣୀତାଲ କେନାଲବନ୍ଧ କାମ ନିମ୍ନମାନର ଅଭିଯୋଗ

ଭଦ୍ରକ ଅଫିସ, ୩୧।୫: ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଅଧୀନ ରାଣୀତାଲ କେନାଲର ବାମପାଶର୍‌ବରେ ଆର୍‌ଡି ୦୧.୫୦ କିଲୋମିଟରରୁ ୧୦.୫୦ କିଲୋମିଟର ପର୍ଯ୍ୟନ୍ତ ୪ କୋଟି ୨୯ ଲକ୍ଷ ୩୭ହଜାର ୫୧୦ଟଙ୍କା, ସେହି କେନାଲର ଆର୍‌ଡି ୧୦.୫୦ କି.ମି.ଠାରୁ ୧୩ କି.ମି.…

୨ ବାଇକ୍‌ ମୁହାଁମୁହିଁ: ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ, ୨୯।୫: ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହ ବାଇପାସ୍‌ ନିକଟରେ ସୋମବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାବରଙ୍ଗ ଅଞ୍ଚଳର ଭଜୁ କିଶୋର ବେହେରାଙ୍କ ପୁଅ ପ୍ରଫୁଲ୍ଲ। ସେ ବାଇକ୍‌ରେ ଭଦ୍ରକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri