ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରୀଛାତ୍ର
ତିହିଡି,୧୮।୪ (ଡି.ଏନ.ଏ.) ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଜଳେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ...
ଜଳଲାଗି କଲେ ୫ଶହ ଗୋପାଳ
ବୈଶାଖର ପ୍ରଥମ ସୋମବାର ଆରଡି,୧୮।୪ (ଡି.ଏନ.ଏ.) ବୈଶାଖ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଶହରୁ ଅଧିକ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବିଧି...
ଫେକର ଗେଟ୍ ସମ୍ମୁଖରେ ୧୪୪ ଧାରା ଆଉ ୪୮ ଘଣ୍ଟା ବଢ଼ିଲା
ଭଦ୍ରକ ଅଫିସ,୧୭ା୪: ଭଦ୍ରକ ରାନ୍ଦିଆରେ ଥିବା ଫେକର କମ୍ପାନୀର ୨୦୦ ମିଟର ଅଞ୍ଚଳରେ ସୋମବାର ସକାଳ ୬ଟାରୁ ୧୯ଏପ୍ରିଲ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ଧାରାକୁ ବଳବତ୍ତର କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫରନେସ ଚାର୍ଜିଙ୍ଗ ବେଳେ ନିଆଁ ଲାଗି...
ବାଲି ଉଠାଣକୁ ବିରୋଧ
ଭଣ୍ଡାରିପୋଖରୀ,୧୭।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀର ୨/୩ ସ୍ଥାନକୁ ଛାଡ଼ିଦେଲେ ବାକି ଅଞ୍ଚଳରୁ ଦୈନନ୍ଦିନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଯାଇଛି। ବିଶେଷ କରି ବନ୍ଦାଳୋ-ମଢ଼ିଆଳି, ଝୁଟୁଣା, କୋରକରା, ରଘୁନାଥପୁର ଆଦି ସ୍ଥାନରୁ...
ସୀମା ବିବାଦ: ଓରାଳୀ ଛକରେ ୧୪୪ ଧାରା ଜାରି
ଭଦ୍ରକ ଅଫିସ,୧୬।୪: ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଓରାଳୀ ଛକରେ ୧୪୪ ଧାରା ଜାରି ହୋଇଛି । ରବିବାର ସକାଳ ୧୧ଟାରୁ ଏପ୍ରିଲ ୧୮ ସକାଳ ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି...
ବନ୍ଧାହେଲେ ପୂର୍ବତନ ସରପଞ୍ଚ
ଭଦ୍ରକ ଅଫିସ,୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ କେଦାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି l ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ଲକ୍ଷ ଟଙ୍କାର...
ପୌରପାଳିକାରେ ହେଉନି ନିୟମିତ ବୈଠକ: ଜିଲାପାଳଙ୍କୁ ଭେଟିଲେ ପାରିଷଦ
ଭଦ୍ରକ ଅଫିସ,୧୫।୪: ଭଦ୍ରକ ପୌରପାଳିକାରେ ନିୟମିତ ବୈଠକ ହେଉ ନ ଥିବା ନେଇ ଶନିବାର ଜିଲାପାଳଙ୍କୁ ଭେଟି ବିଜେଡି ପାରିଷଦ ବିଭିନ୍ନ ଦାବି ଜଣାଇଛନ୍ତି l ସେମାନଙ୍କ ଦାବି ଅନୁସାରେ ବର୍ଷେ ହେଲା ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ୱାର୍ଡରେ...
ବନ୍ଧା ହେଲେ ପୂର୍ବତନ ସରପଞ୍ଚ
ଭଦ୍ରକ ଅଫିସ, ୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ପୂର୍ତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି । ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯...
ଆଉ ୪୮ ଘଣ୍ଟା ୧୪୪ ବଳବତ୍ତର
ଭଦ୍ରକ ଅଫିସ,୧୫।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀରେ ଗତ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଅପରେଟର ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ...
ଆମ୍ବ ଚୋରି ପାଇଁ ୫ ନାବାଳକଙ୍କୁ ପିଟିଥିଲେ : ବାନ୍ଧିଲା ପୋଲିସ
ଭଦ୍ରକ ଅଫିସ, ୧୪।୪: ଗଛରୁ ଆମ୍ବ ଚୋରି ପାଇଁ ଦଣ୍ଡ ଘଟଣାରେ ପୋଲିସ ଗଛ ମାଲିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜଳଙ୍ଗା ଆଦିବାସୀ ସାହିର ୫ଜଣ ନାବାଳକ ଗୁରୁବାର ଅପରାହ୍ନରେ ଗଁା ମୁଣ୍ଡରେ ଥିବା ଏକ ଆମ୍ବ ଗଛରୁ...
ଆମ୍ବ ଚୋରି କରିବାରୁ ୫ ଜଣ ପିଲାଙ୍କୁ ନିସ୍ତୁକ ମାଡ: ମାଲିକ ଥାନାରେ ଅଟକ
ଭଦ୍ରକ ଅଫିସ,୧୪।୪: ଆମ୍ବ ଚୋରି କରିବାକୁ ନେଇ ଗଛ ମାଲିକ ୫ ଜଣ ପିଲାଙ୍କୁ ନିର୍ମମ ଭାବେ ପିଟିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ମାଡ...
ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି
ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି...
Archives


