ମୌଳିକ ଅଧିକାର ପାଇଁ ଯାଦବ ଉଠାଇବେ ସ୍ବର
ତିହିଡି,୫।୩(ସଞ୍ଜିତ ବଳ): ଯାଦବମାନେ ସବୁ କ୍ଷେତ୍ରରେ ଅବହେଳିତ। ଏପରିକି ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଆସନ୍ତା ୭ ତାରିଖରେ ତିହିଡ଼ି କାଳୀପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଯାଦବ ଜାଗୃତି…
ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଜୀବନ
ଧାମନଗର,୫।୩(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ପୋଡିଗାଁ ପଞ୍ଚାୟତ ନାଉରୀଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନରେ ଗାଁ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ପଞ୍ଚମ ଶ୍ରେଣୀର ପଢୁ ଥିଲେ।…
ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ
ଭୁବନେଶ୍ୱର,୫।୩: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ମଙ୍ଗଳବାର ଇଡିରେ ହାଜର ହେଇଛନ୍ତି। କିଛିଦିନ ତଳେ ପ୍ରଫୁଲ୍ଲ ସାମଲ ମଧ୍ୟ ଇଡିରେ ହାଜର ହୋଇଥିଲେ। ତାଙ୍କୁ ଇଡି ପକ୍ଷରୁ ୮ ଘଣ୍ଟା ଧରି…
ମଧ୍ୟାହ୍ନଭୋଜନ ଥାଳିରୁ ବାହାରିଲା ଝିଟିପିଟି: ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ଭଦ୍ରକ,୪ା୩(ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ବଡ଼ଶଙ୍କରପୁର ଊର୍ଦ୍ଦୁ ୟୁଜିଏମ୍ଇ ସ୍କୁଲରେ ସୋମବାର ମଧ୍ୟାହ୍ନଭୋଜନରେ ଝିଟିପିଟି ବାହାରିଛି। ମଧ୍ୟାହ୍ନଭୋଜନ ଖାଇଥିବା ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଗେଲପୁରସ୍ଥିତ ମାତୃ, ଶିଶୁ ବିଭାଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା…
ଦହିବରା ଖାଇ ୨୪ ଅସୁସ୍ଥ
ଭଣ୍ଡାରିପୋଖରୀ, ୪ା୩ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ କୁରିଙ୍ଗା ପଞ୍ଚାୟତର ଶଠଗଁାରେ ଦହିବରା ଖାଇ ୨୪ଜଣ ଅସୁସ୍ଥ ହୋଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମେଡିକାଲ ଟିମ୍ ମଧ୍ୟ ଗଁାକୁ ଆସି ଚିକିତ୍ସା…
ନରେନ ପଲେଇ ବି ପଦ୍ମ ଧରିବେ
ଭଦ୍ରକ,୪।୩ (ସନାତନ ରାଉତ):ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ସମର୍ଥକଙ୍କ ସହ ଦଳରେ ସାମିଲ ହେବେ। ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଭାଜପାରେ…
ଠିକାଦାରୀ କରି ଅର୍ଥ ଉପାର୍ଜନ କରିବାକୁ ଚାହେଁନି: ସମ୍ମାନ ନ ମିଳିଲେ ବିଜେଡିରୁ ଇସ୍ତଫା ଦେବି କହିଲେ ସରପଞ୍ଚ
ତିହିଡ଼ି,୩ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁପ୍ରଭା ପାଣି କେତେଜଣ ବରିଷ୍ଠ ନେତାଙ୍କ ଅସହଯୋଗ ଓ ଅସମ୍ମାନ ଯୋଗୁ ମାନସିକ ଅଶାନ୍ତି ଭୋଗି ଚାଲିଛନ୍ତି। ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠାରୁ ବିରୋଧକୁ…
ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ
ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର…
ଭଦ୍ରକ ରାଜନୀତିରେ ହଲଚଲ: ପଦ୍ମ ଧରିବେ ରାଜୁ ଦାସ
୨୦୨୪ ସାଧାରଣ ନର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଭଦ୍ରକ ରାଜନୀତିରୁ ଏକ ବଡ଼ ଖବର…
ଭାଜପା ଫୋକସ୍ରେ ଭଦ୍ରକ ଲୋକ ସଭା ଆସନ
ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ ଅଧିକ ଫୋକସ୍ କରୁଥିବା ଆଭାସ ମିଳିଲାଣି। ୧୯୯୮ଠାରୁ ଲଗାତର ବିଜେଡି ଦଖଲରେ ଭଦ୍ରକ ଲୋକ…
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ବୃଦ୍ଧ
ତିହିଡି,୧।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଗୁରୁବାର ଏନେଇ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୮୦/୨୪)…
ଇଞ୍ଜିନିୟରିଂ କଲେଜ ପାଣ୍ଠି ଅନିୟମିତତା ମାମଲାରେ ବିଧାୟକଙ୍କୁ ଆଠ ଘଣ୍ଟା ଜେରା କଲା ଇଡି
ଭୁବନେଶ୍ୱର,୨୮ା୨: ଭଦ୍ରକର ବରପଡା ଇଞ୍ଜିନିୟରିଂ କଲେଜରେ ହୋଇଥିବା ଆର୍ଥିକ ଅନ୍ୟାୟ ତଥା ପରିଚାଳନାଗତ ଅନିୟମିତତା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ପ୍ରାୟ ଆଠ ଘଣ୍ଟା ପଚରାଉଚରା…
Archives


