ଶ୍ରମିକ କାର୍ଡ ହାତେଇଛନ୍ତି ଅଣଶ୍ରମିକ
ଭଦ୍ରକ,୭।୪ (ସନାତନ ରାଉତ)ଭଦ୍ରକ ଜିଲାରେ ଶ୍ରମିକ କାର୍ଡ ହାତେଇଛନ୍ତି ବହୁ ଅଣଶ୍ରମିକ। ଫଳରେ ପ୍ରକୃତ ଶ୍ରମିକ ଶ୍ରମକାର୍ଡରୁ ବଞ୍ଚତ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଜିଲାରେ ଏବେ ନିର୍ମାଣ ଶ୍ରମିକ କାର୍ଡ ସଂଖ୍ୟା ଦେଢ଼ ଲକ୍ଷ ଟପିଥିବା ବେଳେ ବହୁ…
ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ
ଭଦ୍ରକ,୫।୪(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଗତ ୩୦ ତାରିଖରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୭୩/୨୪) ରୁଜୁ କରି…
ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ
ଭଦ୍ରକ,୫ା୪(ସନାତନ ରାଉତ):ଭଦ୍ରକର ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେବା ପରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଭଦ୍ରକବାସୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ…
ଥଣ୍ଡା ରୋଗୀଙ୍କୁ ଦେଇଦେଲେ କୁକୁରକାମୁଡ଼ା ଇଞ୍ଜେକ୍ସନ, ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ଭଦ୍ରକ,୪ା୪(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ହାତ ଗୋଡ଼ ବିନ୍ଧା ହେଉଥିବାରୁ ଡାକ୍ତରଖାନା ଆସିଥିଲେ ଜଣେ ରୋଗୀ। ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ,…
ଦାବିରେ ରହିଗଲା ମେଡିକାଲ କଲେଜ
ଭଦ୍ରକ, ୪।୪ (ସନାତନ ରାଉତ)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ୧୯୯୩ ଏପ୍ରିଲ ୩ ତାରିଖରେ ଭଦ୍ରକକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା। ବାଲେଶ୍ୱର ଜିଲା ବିଭାଜନ ହୋଇ ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାକୁ ଏହା ମଧ୍ୟରେ ୩୧ ବର୍ଷ…
ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ
ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ…
ପ୍ରଫୁଲ୍ଲଙ୍କ ସହ ଲଢ଼ିବେ ସୀତାଂଶୁ
ଭଦ୍ରକ,୩ା୪(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ର ଲାଗି ଏଥର ନୂଆଁମୁହଁକୁ ଭରସା କରିଛି ଭାଜପା। ଜିଲାର ଜଣାଶୁଣା ସାମାଜିକ ସଙ୍ଗଠନ ଶହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ଭାଜପାର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଗତ ଜାନୁୟାରୀରେ…
ଟ୍ରକକୁ ପିଟିଲା ସ୍କ୍ରର୍ପିଓ: ଚାଲିଗଲା ୨ ଜୀବନ, ୩ ଗୁରୁତର
ଭଦ୍ରକ,୨।୪(ସନାତନ ରାଉତ): ୧୬ନଂ ଜାତୀୟ ରାଜପଥ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ସ୍କ୍ରପିଓ। ଘଟଣାସ୍ଥଳରେ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…
‘କଂଗ୍ରେସକୁ ଦୁର୍ବଳ କରିବାକୁ ଚାଲିଛି ଷଡ଼ଯନ୍ତ୍ର’
ଭଦ୍ରକ,୩୧।୩(ସନାତନ ରାଉତ): ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ପ୍ରୟୋଗ କରି ଭାରତର ସବୁଠାରୁ ପୁରୁଣା ଦଳ କଂଗ୍ରେସକୁ ଦୁର୍ବଳ କରିବାକୁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ଖବରଦାତା…
ବାଇକ୍ ଶୋଭାଯାତ୍ରାରେ ଗାଁକୁ ଗାଁ ବୁଲି ବିଷ୍ଣୁବ୍ରତଙ୍କ ନିର୍ବାଚନ ପ୍ରଚାର
ତିହିଡ଼ି,୩୧ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କୁ ରବିବାର ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଷ୍ଣୁବ୍ରତ ଦଳୀୟ ନେତା ଓ କର୍ମୀଙ୍କ ସହ ବାଇକ୍ ଶୋଭାଯାତ୍ରାରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ।…
ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ୧୪ ଦିନ ହେଲା ସ୍ବାମୀଙ୍କ ଫୋନ କଲ୍ ରିସିଭ୍ କରି ନ ଥିଲେ
ଭଦ୍ରକ,୩।୩ (ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଏକ ଭଡ଼ା ଘରର ବନ୍ଦ କୋଠରୀରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଅପରାହ୍ନରେ ପୋଲିସ ଜବତ କରିଛି। ମୃତ ମହିଳା ହେଲେ ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମର…
ଟ୍ରାକ୍ଟର ସହ ପିଟିହେଲା ସ୍କୁଟି, ଚାଲିଗଲା ଚାଳକଙ୍କ ଜୀବନ
ତିହିଡ଼ି,୩୦ା୩(ସଞ୍ଜିତ ବଳ): ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ରାଢଙ୍ଗ ଛକରେ ଶନିବାର ମଧ୍ୟାହ୍ନରେ ଟ୍ରାକ୍ଟର ସହ ପିଟି ହେବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ସ୍କୁଟି ଚାଳକଙ୍କ ନାଁ ଶୁଭାଶିଷ ପାଣିଗ୍ରାହୀ(୪୦) ଏବଂ ତାଙ୍କ ଘର ଭଦ୍ରକ ଜିଲା…
Archives


