ଭଦ୍ରକ

ଅସଦାଚରଣ ଅଭିଯୋଗ ହେବା ପରେ ଶିକ୍ଷକ ଫେରାର

ଭଣ୍ଡାରିପୋଖରୀ,୧୩।୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ଅଞ୍ଚଳରେ ଜଣେ ଶିକ୍ଷକ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଫେରାର ଅଛନ୍ତି। ମହିଳାଙ୍କ…

ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ପାଠପଢ଼ା ଘଟଣା, ରୁଜୁ ହେଲା ମାମଲା

ଭଦ୍ରକ ଅଫିସ, ୧୩।୧: ଓଡ଼ିଶାର ଦ୍ୱିତୀୟ ସର୍ବପୁରାତନ ଭଦ୍ରକ ସ୍ବୟଂଶାସିତ ମହବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ୩ବର୍ଷ ମଧ୍ୟରେ ଶତାଧିକ ଛାତ୍ରୀଛାତ୍ର ପାଠ ପଢ଼ିଛନ୍ତି। ଏହି ଘଟଣାରେ ବିଜେଡି ଲିଙ୍କ ରହିଥିବାରୁ ଆର୍‌ଟିଆଇ ତଥ୍ୟ ମାଗିଥିବା ଛାତ୍ରଙ୍କୁ ଧମକ ଦିଆଯାଉଥିବା…

ଜଳିଗଲା ଧାନଗଦା: ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ପଦ୍ମପୁର,୧୩ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ରାଉତ ସାହିସ୍ଥିତ ଧାନ ଗଦାରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ଗଦା ଧାନ ଜଳିଯାଇଛି। ସୂଚନାନୁଯାୟୀ, ଗ୍ରାମର ଜଗବନ୍ଧୁ ବିଶ୍ୱାଳ,ଗୌରାଙ୍ଗ ବିଶ୍ୱାଳ,ବଳରାମ ବିଶ୍ୱାଳ, ସୂର୍ଯ୍ୟମଣି ବିଶ୍ୱାଳଙ୍କ ୭ ଏକର…

ଏୟାରଷ୍ଟ୍ରିପ୍‌ ପାଇଁ ଉଚ୍ଛେଦକୁ ବିରୋଧ

ପଦ୍ମପୁର, ୧୦।୧(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତରେ ହେବାକୁ ଥିବା ଏୟାରଷ୍ଟ୍ରିପ୍‌ ପାଇଁ ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମିରେ ଦଖଲ ଉଚ୍ଛେଦ ଉଦ୍ୟମ ବିଫଳ ହୋଇଛି। ଜନସାଧାରଣଙ୍କ ଦାବି ଆଗରେ ହାର୍‌ ମାନିଛି ପ୍ରଶାସନ। ପୂର୍ବରୁ…

ଫ୍ଲାଏଓଭର ନିର୍ମାଣ ଦାବିରେ ରେଳରୋକୋ

ଭଦ୍ରକ ଅଫିସ, ୮।୧ ଭଦ୍ରକ ଷ୍ଟେଶନ ନିକଟ ଡଗରାସାହିଠାରେ ଫ୍ଲାଏଓଭର ନିର୍ମାଣ ଦାବିରେ ଶୁକ୍ରବାର ସ୍ଥାନୀୟ ଲୋକଙ୍କୁ ନେଇ ରେଳରୋକୋ କରାଯାଇଥିଲା। ଲୋକେ ରେଳ ଧାରଣା ଉପରେ ବସି ରହି ପ୍ରତିବାଦ କରିଥିଲେ। ଫଳରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ପୂର୍ବତନ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି।…

ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱରେ ଚାଷୀ

ଆରଡ଼ି, ୬।୧(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ବୁଧବାର ଧାନ ମଣ୍ଡି ଖୋଲିଛି। ଚାଷୀମାନଙ୍କ ଧାନ ବିକ୍ରୟ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି। ଧାନ ବିକ୍ରି ପାଇଁ ୩ ମାସ ପୂର୍ବରୁ ଉଭୟ ପଞ୍ଚାୟତରୁ ପ୍ରାୟ…

ତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ

ପଦ୍ମପୁର,୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଫକୀରପୁର ଗ୍ରାମର ତାରିଣୀ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଛି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ମୁକୁଟ, ଠାକୁରାଣୀଙ୍କ ସୁନା ଚିତା, ରୂପା ଅଳଙ୍କାର ସମେତ ହୁଣ୍ଡିରେ ଥିବା ସମସ୍ତ ଦାନ ଟଙ୍କା…

ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ ପକ୍ଷୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜାଲ ଘେରାଯାଇଛି। ଲାଲ ଟହ…

ନୂଆବର୍ଷରେ ଆଖଣ୍ଡଳମଣି ପୀଠ ଖାଁ ଖାଁ

ଆରଡ଼ି, ୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଖଁା ଖଁା ଲାଗିଥିଲା। ମନ୍ଦିର ବାହାରେ ଜିଲା ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ପୀଠକୁ ଅଳ୍ପ କେତେଜଣ ଶ୍ରଦ୍ଧାଳୁ ଆସିଥିଲେ। ସେମାନେ…

ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼ କାରଣରୁ ଅନ୍‌ଲାଇନ ପରୀକ୍ଷା ହୋଇପାରି ନ ଥିଲା। ଛାତ୍ରୀଛାତ୍ର ଦୀର୍ଘଦିନ ଧରି ଦେଇଥିବା ଅଫ୍‌ଲାଇନ…

ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ପୋଲର ବାଡକୁ ଧକ୍କା ଦେବାରୁ ପୋଲର ବାଡ଼ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?