ଶହେ ଶିବଲିଙ୍ଗର ଗାଁ
ଭଦ୍ରକ ଅଫିସ, ୮।୯-ଷ୍ଟାଦଶ ଶତାବ୍ଦୀର ଭଗ୍ନାବଶେଷର ମୂକସାକ୍ଷୀ ନରେନ୍ଦ୍ରପୁର। ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ଏହି ଗ୍ରାମ ଶହେ ଶିବଲିଙ୍ଗର ଗାଁ ଭାବେ ପରିଚିତ। ବିଭିନ୍ନ ପୌରାଣିକ କୀର୍ତ୍ତିକୁ ନେଇ ସମୃଦ୍ଧ ନରେନ୍ଦ୍ରପୁର ୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା…
ଗାଡ଼ି କିଣି ବନ୍ଧାହେଲେ ବ୍ୟକ୍ତି…
ପଦ୍ମପୁର,୫।୯(ଡି.ଏନ୍.ଏ.): ଗାଡ଼ି କିଣିଥିବା ବ୍ୟକ୍ତିଙ୍କ ସହ ବିକିଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଞ୍ଚଳରେ। ନାୟକାଣିଡିହୀ ପୋଲିସ ଗାଡ଼ି ଚୋର ଓ ଗାଡ଼ି କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। କରଞ୍ଜ ଆଡ଼ିଆ…
ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ
ଭୁବନେଶ୍ୱର(ବ୍ୟୁରୋ)/ଭଦ୍ରକ ଅଫିସ,୪।୯: ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର। କରୋନାରେ ଗୁରୁତର ହେବା ପରେ କୋଲକାତାରେ ତାଙ୍କର ଇକ୍ମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି। ଅଭିଷେକଙ୍କ ଘର ଭଦ୍ରକ…
ଚାଷୀଙ୍କ ଦୁଃଖ କପାଳି
ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ…
୧୦ ଦିନରେ ୨୨ ଶିଶୁ ପଜିଟିଭ
ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲାରେ ଦୈନିକ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ ୧୦ ଦିନରେ ଜିଲାରେ ୧୩୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ…
ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର
ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ ଶନିବାର ଏକ ମାମଲା (ନଂ.୧୪୮/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୋଲିସ ଜଣେ…
ଶାଶୁ ଘର ଲୋକେ ମୋ ଝିଅକୁ ହତ୍ୟା କରିଛନ୍ତି
ବାସୁଦେବପୁର,୨୮।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଞ୍ଚାୟତ ନଟିଆପାଳ ଗ୍ରାମରେ ଶନିବାର ରାହାସ ମଞ୍ଜରୀ ପୁହାଣ ନାମ୍ନୀ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅଙ୍କୁ ଶାଶୁଘର ଲୋକେ ଯୋଜନା ମୁତାବକ ହତ୍ୟା କରିଥିବା ବାପଘର ଲୋକେ…
୨୦ ବର୍ଷରେ ଲକ୍ଷେ ଗଛ ବଳି
ଭଦ୍ରକ ଅଫିସ,୨୭।୮-ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଛି। ଏଣୁ ଚାରାରୋପଣ ଉପରେ ସମସ୍ତେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ସମୁଦ୍ର କୂଳଠାରୁ ରାସ୍ତାଘାଟ, ନଦୀ ନାଳ ପର୍ଯ୍ୟନ୍ତ ସବୁଠି ପରିବେଶ ସବୁଜିମା ହରାଇବାକୁ ବସିଛି। ଜିଲାରେ ୨୦୦୦…
କରତକଳ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
ବନ୍ତ,୨୫।୮(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା କେନାଲ ଛକ ନିକଟରେ ଥିବା ଏକ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛିା ଉକ୍ତ କରତକଳ ପଧାନପଡ଼ା ଗ୍ରାମର…
ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଦ୍ରକ ଅଫିସ:୨୪।୮: ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲୀଲତା ଦାସଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ବେଳେ ସେ ବହୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ…
ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି
ଆରଡ଼ି,୨୩ା୮(ଡି.ଏନ୍.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେବାୟତମାନେ ଯଥାରୀତି ପ୍ରଭୁଙ୍କ ପୂଜା କାର୍ଯ୍ୟ ସମାପନ କରିଥିଲେ।…
ତାଲା ଭାଙ୍ଗି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର
ବାସୁଦେବପୁର,୨୨ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ଚୋରି ହୋଇଛି। ଦୋକାନୀ ପ୍ରେମ ଆନନ୍ଦ ନାୟକ ରାତିରେ ତାଲା ଦେଇ ଘରକୁ ଫେରିଥିଲେ। ଚୋର ଦୁଇଜଣ ତାଲାଭାଙ୍ଗି ଜିନିଷ ଚୋରି…
Archives


