ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଗିରଫ ହେଲେ ଶିକ୍ଷକ
ଭଦ୍ରକ ଅଫିସ, ୧୨ା୧୦: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବହି ଆଣିବା ଆଳରେ ଜଣେ ଶିକ୍ଷକ ବଳାତ୍କାର ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ହେଲେ ଶିକ୍ଷକ ସେକ୍ ଅବଦୁଲ କାଲାମ। ଘଟଣାକୁ ଚପାଇବାକୁ…
ମନ୍ଦିରରେ ଚାଲିଥିଲା ଭଜନ, ଡାକିନେଇ ବଳାତ୍କାର
ବନ୍ତ,୧୧।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଆଁପଦା ଗ୍ରାମର ରମେଶ ମଣ୍ଡଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ…
ଓଏଏସ୍: ଭଦ୍ରକରୁ ସୁଚିସ୍ମିତା, କେନ୍ଦୁଝରରୁ ଶର୍ମିଷ୍ଠା
ଚାନ୍ଦବାଲି/ କେନ୍ଦୁଝର,୧୦।୧୦ (ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଭଦ୍ରକରୁ ସୁଚିସ୍ମିତା ଦାସ ଓ କେନ୍ଦୁଝରରୁ ଶର୍ମିଷ୍ଠା ସାହୁ କୃତିତ୍ୱ ହାସଲ ହାସଲ କରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବାଲିଗଁା ପଞ୍ଚାୟତ କୁହ୍ଲି ଗ୍ରାମର ଶଶିକାନ୍ତ ଦାସଙ୍କ ଝିଅ ସୁଚିସ୍ମିତା…
୨୪ ଘଣ୍ଟା ଧରି ଶିଶୁ ମୃତଦେହ ଜଗିିବସିଲେ ମା’ ବାପା
ଚାନ୍ଦବାଲି, ୯ା୧୦(ଡି.ଏନ.ଏ.): ଡାକ୍ତରଖାନାରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଣେ ଦୁଇବର୍ଷର ଶିଶୁକନ୍ୟାର ମୃତଦେହ ପଡ଼ି ରହିଥିଲା। ରାତିସାରା ମା’ ବାପା ଝିଅର ମୃତଦେହକୁ ଜଗି ବସିଥିଲେ। ଶୁକ୍ରବାର ମଧ୍ୟାହ୍ନରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୃତଦେହ ପଡ଼ିରହିବା ପରେ ଅପରାହ୍ନରେ…
‘ସଫଳତା ଲାଗି ଆତ୍ମବିଶ୍ୱାସ ଲୋଡ଼ା’
ବନ୍ତ,୮।୧୦(ଡି.ଏନ.ଏ.)-ରୁଚି ଥିବା ଖେଳକୁ ଛାଡ଼ିବା ଠିକ୍ ନୁହେଁ। ଖେଳରେ ଉତ୍ଥାନ ପତନ ଲାଗି ରହିଥାଏ। ଆତ୍ମବିଶ୍ୱାସ ରଖି ଧୈର୍ଯ୍ୟର ସହ ଆଗକୁ ଗଲେ ଭବିଷ୍ୟତରେ ଜଣେ ଭଲ କ୍ରୀଡ଼ାବିତ୍ ହୋଇପାରିବେ ବୋଲି କହନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମର…
ମଶା ପାଇଁ ଲାଗିଧିଲା ନିଆଁ ଆଉ ଶେଷରେ ଜଳିଗଲା…..
ଭଣ୍ଡାରିପୋଖରୀ,୪।୧୦(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପୁରିପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କୈଳାଶ ଚନ୍ଦ୍ର ରାଉତଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ଏହା ସହ ତାଙ୍କର…
ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ : ଯୁବକ କୋର୍ଟଚାଲାଣ
ପଦ୍ମପୁର,୩।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ସମିଆ ଛକ ଗ୍ରାମର ସେକ୍ ମୌସଦ। ସେକ୍ ଶନିବାର ଅପରାହ୍ନରେ ନାବାଳିକାଙ୍କୁ ପିଇବା ପାଇଁ ପାଣି ମାଗି ଅସଦାଚରଣ…
ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ
ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ ମହାପାତ୍ର। ସେ ଅକ୍ଟୋବର ୩୧ରେ ସେଠାରେ ଯୋଗଦେଇ ଗବେଷଣା ଜାରି ରଖିବେ। ସାମ୍ପ୍ରତିକ ସ୍ଥିତିରେ…
ବୈତରଣୀ କୂଳରୁ ମିଳିଲା ୧୨୦୦ବର୍ଷ ତଳର ପ୍ରାଚୀନ ବୁଦ୍ଧ ମୂର୍ତ୍ତି
ଭଣ୍ଡାରିପୋଖରୀ, ୨୮।୯ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମସ୍ଥିତ ବୈତରଣୀ ନଦୀକୂଳରୁ ଦୁଇଟି ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି। ଏହା ଅଷ୍ଟମ ଓ ନବମ ଶତାବ୍ଦୀର ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ଷୋଳମପୁର ବୌଦ୍ଧ ବିହାରରେ…
କବାଟ ବନ୍ଦ କରି ଫାଶି ଲଗାଇଲେ ଛାତ୍ରୀ; ମେସ୍ରୁ ଉଦ୍ଧାର ହେଲା ମୃତଦେହ
ଭଦ୍ରକ,୨୮।୯: ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ମହିଳା କଲେଜରେ…
ଆଜି ଶହୀଦ ସ୍ମୃତି ଦିବସ: ବଦଳୁଛି ଶହୀଦ ସ୍ମୃତିପୀଠର ଭିତ୍ତିଭୂମି
ବାସୁଦେବପୁର,୨୮।୯(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ହେଉଛି ସଂଗ୍ରାମର ମାଟି। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ବାସୁଦେବପୁର, ଇରମ ଓ ନଦୀଘେରଦ ଅଞ୍ଚଳର ସଂଗ୍ରାମୀମାନେ ନେତୃତ୍ୱ ନେଇଥିଲେ। ଇଂରେଜ ସରକାରଙ୍କ ବିରୋଧରେ ଏହି ଅଞ୍ଚଳରେ ଜନଜାଗରଣ ସୃଷ୍ଟି ହୋଇସାରିଥିବା ବେଳେ ୧୯୪୨ ସେପ୍ଟେମ୍ବର ୨୮ରେ…
ଉପର ମୁଣ୍ଡରେ ବର୍ଷା: ବିପଦ ସଙ୍କେତ ଡେଇଁଲା ବୈତରଣୀ
ଭଦ୍ରକ ଅଫିସ,୨୩।୯: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।…
Archives


