ଭଦ୍ରକ

ଘରକୁ ଫେରିଲେ ଅର୍ଚ୍ଚନା

ଭଦ୍ରକ ଅଫିସ,୧୦ା୩: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ତାଙ୍କ ସହ ଓଡ଼ିଶାରୁ ଶତାଧିକ ଛାତ୍ରୀଛାତ୍ର ଫସି ରହିଥିଲେ। ୭ଦିନ ଧରି ବଙ୍କର ଭିତରେ ବହୁ କଷ୍ଟରେ ରହିଥିଲେ। ଏପରିକି…

ଦବୁଛି ରାସ୍ତା, ପ୍ରଶାସନର ନିଘା ନାହିଁ

ଆରଡ଼ି, ୧୦ା୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସାଠିବାଙ୍କୁଡ଼ା ଓ ବୋଡ଼କର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ମାସକ ତଳେ ପ୍ରାୟ ୫୦ ଫୁଟ୍‌ର ରାସ୍ତା ଦବିଥିଲା। ଏଥିସହ ୧୦୦ ଫୁଟ୍‌ର ଫାଟ ସୃଷ୍ଟି ହୋଇଥିଲା। ଏହି…

୭ ଦିନର ଯାତ୍ରା ପରେ ୟୁକ୍ରେନ୍‌ରୁ ଆସିଲେ ସିଦ୍ଧାର୍ଥ

ଧାମନଗର, ୯।୩: ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେଠାରେ ରହୁଥିବା ଓଡ଼ିଶାର ଛାତ୍ରୀଛାତ୍ର ଭୟ ଓ ଆଶଙ୍କା ଭିତରେ ଥିବା ବେଳେ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚେଷ୍ଟା…

ରାଜ୍ୟ ଟେନିସ୍‌ ବଲ୍‌ ଦଳରେ ଭଦ୍ରକରୁ ୫

ଭଦ୍ରକ ଅଫିସ, ୯।୩: ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍‌ ବଲ୍‌ ପ୍ରତିଯୋଗିତା ନିମନ୍ତେ ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବିହାରର…

ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀଙ୍କ ଧାରଣା

ବନ୍ତ,୭ା୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରି ଓ ଟୋକନ ଲାପ୍ସ ପ୍ରତିବାଦରେ ସମିତି ଆଗରେ ଧାନ ବସ୍ତା ରଖି ସୋମବାର ଚାଷୀମାନେ ଧାରଣା ଦେଇଛନ୍ତି। ଏହା ପୂର୍ବରୁ ଚାଷୀମାନେ ଜିଲାପାଳଙ୍କୁ ଏ…

ସହରତଳି ଗାଁରେ ବିକାଶ ନାହିଁ

ଭଦ୍ରକ ଅଫିସ,୬।୩: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ରାଉତସାହି ଗାଁକୁ ବିକାଶ ଅପହଞ୍ଚ। ଏନ୍‌ଏସି କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଏହି ଗାଁର ଅବସ୍ଥା ଦୀପ ତଳ ଅନ୍ଧାର ଭଳି। ସହର ତଳି ଏହି ଗାଁ…

ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ରାଖାଲଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୬।୩ (ଡି.ଏନ.ଏ.): ଭୁବନେଶ୍ୱର ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଫେବୃୟାରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ଜାତୀୟ ହ୍ବୁଇଲ ଚେୟାର ଫ୍ୟାନ୍‌ସିଂ ଚାମ୍ପିୟାନଶିପ୍‌ରେ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ତେସିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାଖାଲ କୁମାର ସେଠି କୃତିତ୍ୱ ହାସଲ…

ଟାର୍ଗେଟ୍‌ ନାହିଁ, ପଡ଼ିରହିଛି ଧାନ

ଧାମନଗର,୬।୩: ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇପଡ଼ିଛନ୍ତି। ଟୋକନ ଅବଧି ଶେଷ ହେବା ସହ ଟାର୍ଗେଟ୍‌ ଅଭାବରୁ ଚାଷୀ ଅମଳ କରିଥିବା ଧାନ ସମିତିକୁ ବିକ୍ରି…

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ, ୫ ।୩ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଅଫ୍‌ଲାଇନ ପରିବର୍ତ୍ତେ ଅନ୍‌ଲାଇନ କରିବା ଦାବିରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରୀଛାତ୍ର କଲେଜ ଫାଟକରେ ତାଲା ପକାଇ ହୋହାଲ୍ଲା କରି ଆନ୍ଦୋଳନ କରିଥିଲେ। ଟାଉନ ଥାନା…

ବାଇକ୍‌ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ

ବନ୍ତ,୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍‌ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧ କିଗ୍ରା ୮୫୯ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ ଯୁବକଙ୍କୁ…

ଭାଜପାରୁ ଦୁଇଥର ବିଜୟ ପରେ ଶଙ୍ଖ ଧରିଲେ ପୂର୍ବତନ କାଉନସିଲର

ଭଦ୍ରକ ଅଫିସ,୪।୩: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ମହାମିଶ୍ରଣ ପର୍ବ। ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି ଯୁବନେତା ତଥା ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ଘାଉଲି ଜେନା। ପ୍ରତିକୂଳ ପରିସ୍ଥିତିରେ ସେ ଭଦ୍ରକ…

୩୦ ଓ୍ବାର୍ଡରେ ୮୭,୩୭୭ ଭୋଟର

ଭଦ୍ରକ ଅଫିସ, ୩ା୩: ଭଦ୍ରକ ପୌର ପରିଷଦ ନିର୍ବାଚନ ଲାଗି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ୩୦ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦର ମୋଟ ଭୋଟର ସଂଖ୍ୟା ୮୭ ହଜାର ୩୭୭। ସେଥି ମଧ୍ୟରେ ୪୪, ୫୭୭ ପୁରୁଷ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?