ଉପର ମୁଣ୍ଡରେ ବର୍ଷା: ବିପଦ ସଙ୍କେତ ଡେଇଁଲା ବୈତରଣୀ

ଭଦ୍ରକ ଅଫିସ,୨୩।୯: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ପ୍ରଶାସନ ଦୃଷ୍ଟି ରଖିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପଞ୍ଚାୟତକୁ ସାନିଟାଇଜ୍‌ କଲା ଆଇଆର୍‌ଇ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟ ପକ୍ଷରୁ ନିକଟବର୍ତ୍ତୀ କଣମଣା, ଆର୍ଜିପଲ୍ଲୀ ଓ କାଳୀପାଲି ପଞ୍ଚାୟତକୁ ସାନିଟାଇଜ୍‌ କରାଯାଇଛି। ପ୍ଲାଣ୍ଟର ସିଜିଏମ ଏ. ଜେ....

ଏନ୍‌ଏସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁବାସ ପଲେଇ

ହିଞ୍ଜିଳିକାଟୁ,୩୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ଦଳର ବିଜୟୀ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

୨.୮୦ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ସଜନାଗଡ଼/ଜଳେଶ୍ୱର,୧୯।୩(ଡି.ଏନ.ଏ./ସ୍ବ.ପ୍ର.)-ବାରମ୍ବାର ଧରପଗଡ ସତ୍ତ୍ୱେ ବାଲେଶ୍ୱର ଜିଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ଧରୁ ନାହିଁ । ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସ...

ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ...

ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ...

ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର...

ମୁହଁ ଫେରାଉଛନ୍ତି ଚାଷୀ

ଭୁବନେଶ୍ୱର,୨୧।୧୨: କୃଷି ସାମଗ୍ରୀର ବଜାର ଅଭାବ, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଶୀତଳ ଭଣ୍ଡାରର ଅଭାବ, କୃଷିଯନ୍ତ୍ର ଓ ବୈଷୟିକ ସହାୟତାର ଅଭାବ, ସର୍ବନିମ୍ନ ସହାୟକ ମୂଲ୍ୟରେ...

ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ...

Advertisement
Archives

Model This Week