ସପ୍ତାହ ମଧ୍ୟରେ କାର୍ଯ୍ୟ ଶେଷ କର
ଆରଡି, ୯।୨,(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅଧୀନ ମଟଡିହ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରାଯାଇଛି ା ଏନେଇ ଇ ସ୍ମାର୍ଟ କ୍ଲାସରୁମ, ଇ ଲାଇବ୍ରେରୀ, ସାଇନ୍ସ ଲ୍ୟାବ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପ୍ରାୟ…
ପାଣି ପାଇଁ ୨୦୦ ପରିବାର ହଇରାଣ
ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି…
ଆରଡ଼ି ପଞ୍ଚାୟତରେ ଦ୍ୱିମୁଖୀ ଲଢ଼େଇ
ଆରଡ଼ି, ୭ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତରେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରହିଥିବା ବେଳେ ଏଥର ୫ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ସରପଞ୍ଚ ଥିବା ଅରବିନ୍ଦ ପାଢ଼ୀଙ୍କ ସ୍ତ୍ରୀ ମିନତି ପାଢ଼ୀ…
ବିଧାୟକଙ୍କୁ ଅଟକାଇବା ଘଟଣାରେ ଭିନ୍ନ ମୋଡ଼
ବାସୁଦେବପୁର, ୭ା୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ପଞ୍ଚାୟତକୁ ଗତ ଶୁକ୍ରବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା। କେତେକ ବ୍ୟକ୍ତି ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରି ଅଟକ…
ବର୍ଷାରେ ଭିଜି ଧାନ ଜଗିଲେ
ପଦ୍ମପୁର, ୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ସମିତି ଓ ମହାସଂଘର ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। ଫଳରେ ଶୁକ୍ରବାର ତୁହାକୁ ତୁହା ବର୍ଷାରେ ପ୍ରାୟ ୫୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଭିଜି ଯାଇଛି। ଚାଷୀମାନେ ଧାନକୁ…
ଧସିଲା ସାଳନ୍ଦୀ ସୁରକ୍ଷାବନ୍ଧ
ଆରଡ଼ି,୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ପ୍ରବାହିତ ସାଳନ୍ଦୀର ସୁରକ୍ଷାବନ୍ଧ ଶୁକ୍ରବାର ବିଳମ୍ବିତ ରାତିରେ ନଦୀ ମଧ୍ୟକୁ ପ୍ରାୟ ୭୦ ଫୁଟ୍ ଧସିଯାଇଛି। ପ୍ରବଳ ବର୍ଷା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।…
ନିର୍ବାଚନ ଖର୍ଚ୍ଚ ପରିଚାଳନା ପ୍ରଶିକ୍ଷଣ
ଭଦ୍ରକ ଅଫିସ, ୫।୧ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଭଦ୍ରକ ପଞ୍ଚାୟତ ସମିତି ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ପରିଚାଳନା ନେଇ ପର୍ଯ୍ୟବେକ୍ଷକଙ୍କୁ ନେଇ ପ୍ରଶିକ୍ଷଣ ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ…
ବନ୍ଧୁକ ଦେଖାଇ ଯୁବକ ଗିରଫ
ପଦ୍ମପୁର,୪।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଶୁଙ୍ଗୁଡା ଗ୍ରାମର ପାରିବାରିକ କଳହକୁ ନେଇ ଜଣେ ଯୁବକ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ଗିରଫ ହୋଇଛନ୍ତି। ସେ ହେଲେ ସେକ ସଲିଲ। ଦୁଇ ଭାଇଙ୍କ ଭିତରେ…
ଥାନା ସମ୍ମୁଖରେ ଭାଜପାର ସତ୍ୟାଗ୍ରହ
ଭଦ୍ରକ ଅଫିସ/ବାସୁଦେବପୁର/ ଭଣ୍ଡାରିପୋଖରୀ /ଧାମନଗର, ୪।୨ (ଡି.ଏନ.ଏ) ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ବ୍ରହ୍ମପୁର ଗ୍ରାମର ଇଞ୍ଜିନିୟରିଂ ଛାତ୍ର ସୁବାଶିଷ ଗିରିଙ୍କୁ ହତ୍ୟା ପ୍ରତିବାଦରେ ଗୁରୁବାର ଭାଜପା ପକ୍ଷରୁ ଜିଲାର ସମସ୍ତ ଥାନା ଓ ଫାଣ୍ଡି ସମ୍ମୁଖରେ…
ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ସଂଗ୍ରାମ
ବନ୍ତ,୩ା୨ (ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ୪ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ସିପିଆଇ ମେଣ୍ଟ, ବିଜେଡି ଏବଂ ଭାଜପା ସମର୍ଥତ୍ତ ପ୍ରାର୍ଥୀ ଥିବାବେଳେ ଭାଜପାର ଜଣେ ଅସନ୍ତୁଷ୍ଟ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ…
ତହସିଲ ଅଫିସ୍ରୁ ବାଇକ୍ ନେଇଗଲେ
ବାସୁଦେବପୁର, ୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍ ଚୋରି ହୋଇଛି। ସୂଚନା ଅନୁଯାୟୀ, ବିରସ ଗ୍ରାମର କରୁଣାକର ମହାନ୍ତି ତାଙ୍କ ବାଇକ୍ (ଓଡି ୨୨ ସି ୫୮୦୮) ତହସିଲ ଅଫିସ୍ ପରିସରରେ…
ଖୋଲିଲା ଆଖଣ୍ଡଳମଣି ମନ୍ଦିର
ଆରଡି,୨।୨(ଡି.ଏନ.ଏ.) କୋଭିଡ୍ କଟକଣା ଯୋଗୁ ବନ୍ଦ ଥିବା ଭଦ୍ରକ ଜିଲା ଆରଡ଼ିସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଙ୍ଗଳବାର ଖୋଲିଛି। ଭୋର ୫ଟାରେ ମଙ୍ଗଳ ଆଳତି ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ…
Archives


