ଭଦ୍ରକ

ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ପଦ୍ମପୁର, ୨୪।୫ (ଡି.ଏନ.ଏ.) ଭଦ୍ରକ ଜିଲାର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ଭାବେ ଜଣାଶୁଣା ବାସୁଦେବପୁର ବ୍ଲକରେ ଥିବା ଏକମାତ୍ର ଉଦ୍ଧାରକାରୀ ବୋଟ୍‌ ଏବେ ଖତ ଖାଉଛି। ବନ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜଗନ୍ନାଥପ୍ରସାଦ…

କଳା ଧୂଆଁରେ ଲୋକେ ଅତିଷ୍ଠ

ଧାମନଗର,୨୪।୫(ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବଜାର ଅଞ୍ଚଳରେ ଦିନକୁ ଦିନ କଳା ଧୂଆଁ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ଏଥିପ୍ରତି ପ୍ରଶାସନ କିମ୍ବା ପରିବେଶ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏହି କଳା ଧୂଆଁର କାରଣ…

କଲେଜ କର୍ମଚାରୀଙ୍କ ମଧ୍ୟରେ ଫାଟ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବରପଦା ସ୍ଥିତ ଇଞ୍ଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟି ଓ କର୍ମଚାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କେତେକ କର୍ମଚାରୀ ୧୭ ମାସର ବକେୟା ଦରମା ପାଇଁ ଗତ ଏପ୍ରିଲ ମାସ ୨୫ ତାରିଖ…

ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ ମାସରେ ଆମ୍ବ ପଣସ ସମୟରେ ଦନ୍ତା ହାତୀଟି ଆଗରପଡା ଅଞ୍ଚଳର ପାଟକନା, ରାଉତରାପୁର, ମହାନ୍ତିପଡା ଆଦି…

ବୁଲୁଛି ଦନ୍ତା ଲୋକେ ଭୟଭୀତ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ ମାସରେ ଆମ୍ବ ପଣସ ଅମଳ ସମୟରେ ଦନ୍ତାଟି ଆଗରପଡା ଅଞ୍ଚଳର ପାଟକନା, ରାଉତରାପୁର, ମହାନ୍ତିପଡା…

ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ,୨୨ା୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତରେ ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ ହେଉଛି। ଜଳ ଓ ପରିମଳ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ବେଳେ ଏହା ଦାୟିତ୍ୱରେ ଥିବା ଅଧିକାରୀ ଠିକ୍‌ ଭାବେ ତଦାରଖ କରୁ…

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଆରଡ଼ି,୨୨ା୫(ଡି.ଏନ.ଏ.): କରୋନା ମହାମାରୀ, ବନ୍ୟା, ବାତ୍ୟା ଆଦି ସମୟରେ ସେ ଗଁା ଗଁା ବୁଲି ଖାଦ୍ୟ ଯୋଗାଉଥିଲେ। ଲୋକଙ୍କ ସେବା କରୁଥିଲେ। ଏଥିସହ ସେ ବହୁ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଆଉ ଆଜି ତାଙ୍କ ଚିକିତ୍ସା…

ଚର୍ଚ୍ଚ ପରିସରରେ ୧୪୪ ଜାରି

ଭଦ୍ରକ ଅଫିସ, ୨୨ା୫: ଅଧିକାଂଶ ସମୟରେ ଗୋଷ୍ଠୀ ବିବାଦ ଲାଗି ରହୁଥିବା ଭଦ୍ରକ ସଦର ବ୍ଲକର ଗେଲଟୁଆଠାରେ ଥିବା ଚର୍ଚ୍ଚ ପରିସରରେ ଶନିବାର ପୂର୍ବାହ୍ନରେ ୧୪୪ ଧାରା ଜାରି କରାଯାଇଛି। ଗୋଷ୍ଠୀ ବିବାଦ କାରଣରୁ ସମ୍ଭାବ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି…

ହେଲ୍‌ମେଟ ଯାଞ୍ଚ ବେଳେ ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୨ା୫: ଭଦ୍ରକରେ ଧଳାଜହର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇଦିନ ତଳେ ଅନ୍ନପାଳ ଛକରେ ହେଲ୍‌ମେଟ ଯାଞ୍ଚ ବେଳେ ଗ୍ରାମାଞ୍ଚଳ ଥାନା ପୋଲିସ ବାଇକ୍‌ ଆରୋହୀଙ୍କଠାରୁ ୨୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା। ଏଥିସହ ୩…

ରଙ୍ଗ ତୂଳୀରେ ଜୀବନ୍ୟାସ

ଧାମନଗର, ୨୦।୫(ସ୍ବ.ପ୍ର.) ରଙ୍ଗତୁଳୀ, ମାଟି, ଚକ୍‌ ଖଡ଼ିରେ ଚିତ୍ର ଆଙ୍କିବାରେ ସେ ସିଦ୍ଧହସ୍ତ। ତାଙ୍କ ସ୍ପର୍ଶରେ କଳାକୃତି ହୋଇଉଠୁଛି ଜୀବନ୍ତ। ଏଭଳି କଳାକୃତି ପାଇଁ ବିଦେଶରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏପରି ଜଣେ ଅନନ୍ୟ ଶିଳ୍ପୀ ହେଉଛନ୍ତି ଭଦ୍ରକ…

ବିନା ନିଲାମରେ ପୋଖରୀରୁ ମାଛଧରା, ଥାନାରେ ଏତଲା ଦେଲେ ସରପଞ୍ଚ

ପଦ୍ମପୁର, ୧୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ସଦର ବ୍ଲକ ସାହାଡ଼ା ପଞ୍ଚାୟତର ନିଲାମ ହୋଇ ନ ଥିବା ଦୁଇଟି ପୋଖରୀରୁ ଗ୍ରାମର କେତେଜଣ ବ୍ୟକ୍ତି ଜାଲ ଟାଣି ବୁଧବାର ମାଛ ଧରି ନେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ବିଡିଓଙ୍କ…

ଡ୍ରେନେଜ, ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଧାମନଗର, ୧୮।୫ (ସ୍ବ.ପ୍ର./ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଏନ୍‌ଏସିର ପ୍ରଥମ ସାଧାରଣ ବୈଠକ ମଙ୍ଗଳବାର ଅଧ୍ୟକ୍ଷା ନିବେଦିତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରତିନିଧି ଶରତ ଚନ୍ଦ୍ର ମହାନ୍ତି, ଏନ୍‌ଏସି ଉପାଧ୍ୟକ୍ଷ ଓ୍ବାସିମ ଏଜଦାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri