ବରଗଡ଼

ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲିର ୧୫, ବରଗଡ଼ ମ୍ୟୁନିସିପାଲିଟିର ୮, ଗାଇସିଲେଟ୍‌ ବ୍ଲକ, ବରପାଲି...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ଼ ଅଫିସ୍‌/ରେଢ଼ାଖୋଲ,୧୨।୭-ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ରବିବାର ଏ ନେଇ...

ବରଗଡ଼ରେ କରୋନା ଯୋଦ୍ଧା ସମେତ ୩ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୧୨ା୭: ବରଗଡ଼ ଜିଲାରେ ରବିବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ କଟାପାଲି ଗ୍ରାମର ଜଣେ ସ୍ଥାନୀୟ କରୋନା ଯୋଦ୍ଧା ରହିଥିବା ବେଳେ ଅମ୍ବାଭୋନା ବ୍ଲକ ରୁଚିଦା ଏବଂ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ସଙ୍ଗରୋଧ...

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୫ର ଜଣେ ୫୩ ବର୍ଷୀୟ ମହିଳା। ସେ ହୃଦ୍‌ରୋଗରେ ଅସୁସ୍ଥ ହୋଇ ଭୁବନେଶ୍ୱର...

ଝିଅ ପରେ ମା’ କରୋନା ଆକ୍ରାନ୍ତ

ବରଗଡ଼ ଅଫିସ୍‌,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍‌-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍‌ ଅଧୀନ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ତଥା ପୂର୍ବରୁ କରୋନାରେ ସଂକ୍ରମିତ...

ଅତାବିରାରେ ଝିଅ ପରେ ମା’ କରୋନା ପଜିଟିଭ

ବରଗଡ଼ ଅଫିସ,୮।୭: ବରଗଡ଼ ଜିଲା ଅତାବିରା ବ୍ଲକରେ ବୁଧବାର ପୁଣି ଜଣେ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଏହି ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ପୂର୍ବରୁ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ...

ବରଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ କ୍ଲିନିକ ୭୨ ଘଣ୍ଟା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୭।୭: ବରଗଡ଼ ସହରରେ ଥିବା ହାଟପଦାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ତୋରାସ୍ଥିତ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ‘ମେହେର କ୍ଲିନିକ’କୁ ମଙ୍ଗଳବାରଠାରୁ ୭୨ ଘଣ୍ଟା ପାଇଁ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ସହରରୁ ଚିହ୍ନଟ ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ସ୍ବାବ୍‌ ନମୁନା ସଂଗ୍ରହକୁ ବିରୋଧ: ୩ ଜଣଙ୍କ ନାମରେ ମାମଲା

ବରଗଡ଼ ଅଫିସ,୬ା୭: ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ସଂଗ୍ରହକୁ ବିରୋଧ କରିବା ମହଙ୍ଗା ପଡ଼ିଛି। ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ସୋମବାର ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ...

ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍‌ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା

ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ...

ବରଗଡ଼ରୁ ପୁଣି ୨କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ବରଗଡ଼ ଅଫିସ,୪।୭: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଶନିବାର ଜିଲାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର...

ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ଫସିଲେ ଜଣେ ବ୍ୟକ୍ତି

ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲା ଅତାବିରାରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଜଣେ ଡାକ୍ତରଙ୍କ ସ୍ତ୍ରୀ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ଜଣଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ଅତାବିରା ତହସିଲଦାର ହୃଦାନନ୍ଦ ଅଢା...

ବରଗଡ଼ ଜିଲାରେ ପୁଣି ୨୧ କରୋନା ପଜିଟିଭ୍‌: ୧୩୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର କଣ୍ଟେନ୍‌ମେଣ୍ଟ ଜୋନ୍‌ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗୋଟିଏ ଅଞ୍ଚଳକୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଜିଲାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri