ବରଗଡ଼

ଧାନ ବିକ୍ରି ନେଇ ଏବେ ବି ଅନିଶ୍ଚିତତାରେ ଚାଷୀ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ): ଜୁନ୍‌ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏବେ ମଧ୍ୟ ବରଗଡ଼ ଜିଲାର ଅନେକ ଧାନକ୍ରୟ କେନ୍ଦ୍ର ତଥା ମଣ୍ଡିରେ ବହୁସଂଖ୍ୟକ ଚାଷୀଙ୍କ ଧାନ ପଡ଼ି ରହିଛି। ସମ୍ପୃକ୍ତ ଚାଷୀମାନଙ୍କ ଚକ୍ଷୁସ୍କାନ୍‌ ସରିଛି। ହେଲେ ସେମାନଙ୍କ ଧାନ…

ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ

ବରଗଡ଼,୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଜଡ଼ାଗଞ୍ଜା ଗ୍ରାମର ବହୁସଂଖ୍ୟକ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ…

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ସାମୁହିକ ଛୁଟିରେ ଗଲା ବରଗଡ଼ ଓଏଏସ୍‌ ସଂଘ

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ପଡିଛି। ଆକ୍ରମଣ ଘଟଣାକୁ ବରଗଡ଼ ଜିଲା ଓଏଏସ୍‌…

ପରିବା ବିକାଳିଙ୍କ ପାଇଁ ପିଣ୍ଡିନାହିଁ: ଅସୁବିଧା ଭୋଗୁଛନ୍ତି ବ୍ୟବସାୟୀ

ପଦ୍ମପୁର,୩୦ା୬(ପ୍ରଦୀପ୍ତ ଦାଶ ):ପଦ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ପଦ୍ମପୁର ଦୈନିକ ପରିବା ବଜାର ଅନ୍ୟତମ। ସପ୍ତାହରେ ମଙ୍ଗଳବାର ଓ ଶନିବାର ଏଠାରେ ହାଟ ବସିଥାଏ। ଏହି ହାଟକୁ ଅଞ୍ଚଳର କୋଣ ଅନୁକୋଣରୁ ଅନେକ ପ୍ରକାର ବ୍ୟବସାୟୀ ଆସିଥାନ୍ତି। ଏହି…

ଆଜି ସରିବ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରୁ ଉଠିନି ଧାନ

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ସରିଯିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଭଣ୍ଡାରେ ପଡ଼ି ରହିଛି।…

ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା: ସ୍ତ୍ରୀଙ୍କ ସମେତ ଶାଶୁ, ଶ୍ବଶୁର ଗିରଫ

ବରଗଡ଼,୨୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ତରାଜୁଙ୍ଗା ଗ୍ରାମରେ ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। । ଭଟଲି ପୋଲିସ ଏହି ଘଟଣାରେ ସ୍ତ୍ରୀ ସୁନୀତାଙ୍କ ସମେତ ଶାଶୁ, ଶ୍ବଶୁରଙ୍କୁ ଗିରଫ କରିଛି। ଗୁରୁବାର ସେମାନଙ୍କୁ…

ଆର୍‌ଡି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ବିରୋଧ: ଟୋଲଗେଟ୍‌ ଭାଙ୍ଗିଲେ କୋଶଲ ସଂଗ୍ରାମୀ, ଚର୍ଚ୍ଚାରେ…

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ରହିଥିବା ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା-ତୋରା ପଟକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ବିଭାଗର ଏକ ବାଇପାସ୍‌ ରାସ୍ତାରୁ ଟୋଲଟ୍ୟାକ୍ସ ଅସୁଲି କରିବାକୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବାରମ୍ବାର ଉଦ୍ୟମ କରୁଛନ୍ତି। ଆରଡ଼ି…

ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ପାଇକମାଳ, ୨୫।୬(ବଡ ଶତପଥୀ): ବରଗଡ ଜିଲା ପାଇକମାଳରୁ ୬ କିମି ଦୂର ନୂଆପଡା ଯିବା ରାସ୍ତାର କିଙ୍ଗ ହୋଟେଲ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡ଼ା ହୋଇଥିବା ଟ୍ରକ(GJ 27 TT 7089)କୁ ଧକ୍କା ଦେବା…

ମଣ୍ଡିରୁ ଉଠୁନି ଧାନ: ରାସ୍ତା ଅବରୋଧ କଲେ ଚାଷୀ

ଭେଡେନ,୨୫।୬(ହୃଷିକେଶ ଖମାରୀ): ଆଉ ୪ଦିନ ପରେ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢମାସ ପୂରିବ । ହେଲେ ଏପର୍ଯ୍ୟନ୍ତ ଜିଲାର ଚାଷୀମାନଙ୍କ ଧାନ ବିକ୍ରି ସରିନାହିଁ । ଅନ୍ୟପକ୍ଷରେ ବର୍ଷା ଆରମ୍ଭ ହୋଇଯାଇ ଥିବାବେଳେ ଖରିଫ ଚାଷ କାର୍ଯ୍ୟ…

ଚାଷୀଙ୍କୁ ବିଜେଡି ବିଭ୍ରାନ୍ତ କରୁଛି- ଭାଜପା

ବରଗଡ଼,୨୫ା୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ଉଠାଣରେ ଶିଥିଳତାକୁ ନେଇ ଗୋଟିଏ ପଟେ ଚାଷୀ ଅସନ୍ତୋଷ ତେଜି ଉଠିଥିବାବେଳେ ଏହାକୁ ନେଇ ଶାସକ ଭାଜପା ଏବଂ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ଉଠାଣରେ ବିଫଳତା ଭାଜପା ସରକାରଙ୍କ ଅପାରଗତାକୁ ପଦାରେ…

ଧାନକିଣାରେ ଅଚଳାବସ୍ଥା : ଧାନବସ୍ତା ପକାଇ ରାଜପଥ ଅବରୋଧ କଲେ ଚାଷୀ

ଅତାବିରା,୨୪।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୫ଦିନ ପରେ ଦେଢମାସ ପୁରିବ । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ…

ଥମୁନି ଧାନବିକ୍ରି ସମସ୍ୟା: ଧାନ ଉଠାଣ ଦାବି, ଚାଷୀଙ୍କ ବିକ୍ଷୋଭ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉ ନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ମାତ୍ର ବିଭିନ୍ନ ଆଳ ଦେଖାଇ ତାକୁ ଉଠାଯାଉ ନାହିଁ। କେତେବେଳେ ଧାନର ଗୁଣମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?