ବରଗଡ଼ରେ ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ ୨୫୧ ପରୀକ୍ଷାର୍ଥୀ ଅନୁପସ୍ଥିତ
ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷା ଶୁକ୍ରବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ମାତୃଭାଷା ବିଷୟରେ ପରୀକ୍ଷା ରହିଥିଲା। ତେବେ ଏହି ପରୀକ୍ଷାର ପ୍ରଥମ ଦିବସରେ ବରଗଡ଼ ଜିଲାରେ ୨୫୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।…
ଆଜିଠୁ ମାଟ୍ରିକ ପରୀକ୍ଷା: ବଢ଼ିଛି ପରୀକ୍ଷା କେନ୍ଦ୍ର, କମିଛନ୍ତି ପରୀକ୍ଷାର୍ଥୀ
ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷା ଶୁକ୍ରବାର ଆରମ୍ଭ ହେବ। ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ଯାଏ ଗୋଟିଏ ସିଟିଂ ପରୀକ୍ଷା…
ସରିଲା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ: ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ
ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ ଡ୍ରପ୍ ଅଲଟ୍ରା ମାରାଥନ ଅଭିଯାନ ଗୁରୁବାର ଶେଷ ହୋଇଛି। ଦୀର୍ଘ ୫୧ ଧରି ଚାଲିଥିବା ଏହି ଅଭିଯାନରେ ମୋଟ ୨୭୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବରଗଡ଼…
ଓଭରହେଡ୍ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି
ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍ ବି ରହିଥିବାବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ୍ପୋଷ୍ଟ ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା…
ଟ୍ରାଫିକ୍ ନିୟମ ମାନିଲେ ମିଳିବ ଏମିତି ଉପହାର
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ ବାହାରି ଏସ୍ପି ଅଫିସ ଛକ ଦେଇ ଗାନ୍ଧୀଛକରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସ୍ଥାନୀୟ ଟାଉନ ଥାନା…
ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି
ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜିଲାର ପଦ୍ମପୁର ଉପଖଣ୍ଡରେ…
ବ୍ୟବସାୟୀଙ୍କୁ ଜିଏସ୍ଟି ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିକଲା ସିଏଆଇଟି
ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହରର ବ୍ୟବସାୟୀଙ୍କ ସଞ୍ଜୟ ଅଗ୍ରୱାଲଙ୍କ ବାସଭବନରେ ସିଜିଏସ୍ଟି ଏବଂ ଏସ୍ଜିଏସ୍ଟିର ଏକ ଟିମ୍ ଅତର୍କିତ ଚଢ଼ାଉ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର କନଫେଡେରେଶନ ଅଫ୍ ଅଲ୍ ଇଣ୍ଟିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ କେନ୍ଦ୍ର…
ଗ୍ରୀଷ୍ମ ନ ଆସୁଣୁ ପାନୀୟ ଜଳ ସଂକଟ, କଷ୍ଟ ଏଡ଼ାଇବାକୁ…
ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ): ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବରଗଡ଼ ଜିଲା ସଦର ମହକୁମାଠାରୁ ଅନତିଦୂର ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମରେ ଅନୁରୂପ ସ୍ଥିତି ଉପୁଜିଛି।…
ସରଣ୍ଡାର ଡାକ୍ତରଙ୍କୁ ମଧୁମେହରେ ଫେଲୋଶିପ୍ ସମ୍ମାନ
ସରଣ୍ଡା/ସୋହେଲା,୧୬।୨(ଯୁଧିଷ୍ଠିର ମହାପାତ୍ର/ଅଶ୍ୱିନି ପାତ୍ର): ବରଗଡ଼ ଜିଲା ସରଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଅହମଦାବାଦଠାରେ ମଧୁମେହରେ ଫେଲୋଶିପ ସମ୍ମାନରେ ସମ୍ମାନିତ କରାଯାଇଛି। ମଧୁମେହ ଭାରତର ବାର୍ଷିକ ସମ୍ମିଳନୀରେ ପଦ୍ମଶ୍ରୀ ଡା. ଭି .ମୋହନ ମେଘନାଦଙ୍କୁ ସମ୍ମାନିତ କରିଛନ୍ତି। ଗୁରୁବାର ଅହମଦାବାଦରେ…
ସରକାରଙ୍କ ବଡ଼ ଘୋଷଣା: ବରଗଡ଼ ଧନୁଯାତ୍ରା ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ୧୨ କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର
ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨କୋଟି ୭୯ଲକ୍ଷ ୩୧ହଜାର ୯ଶହ ଟଙ୍କା ମଞ୍ଜୁର କରିଛନ୍ତି। ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ତାଙ୍କ ଫେସ୍ବୁକ ଆକାଉଣ୍ଟ…
ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍
ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ବିଭିନ୍ନ ଗ୍ରାମରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ସେଠାକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଫଳରେ ଏପର୍ଯ୍ୟନ୍ତ ଗଭୀର ନଳକୂପଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାବେଳେ ଚାଷୀଙ୍କ…
ତ୍ରୁଟିପୂର୍ଣ୍ଣ କୃଷିନୀତି, ତେଜୁଛି ଆନ୍ଦୋଳନ:ମାର୍ଚ୍ଚ ୧୭ରେ ମହାପଞ୍ଚାୟତ
ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଯାଇଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କୃଷିକ୍ଷେତ୍ରକୁ କମ୍ପାନୀକରଣ ବିରୋଧରେ ଆନ୍ଦୋଳନ ତେଜି ଉଠିଛି। ଆସନ୍ତା ମାର୍ଚ୍ଚ ୧୭ତାରିଖରେ ବରଗଡ଼…
Archives


