୧୧ ପ୍ରବାସୀଙ୍କୁ ଛତିଶଗଡ଼ ପଠାଇଲେ ସ୍ବେଚ୍ଛାସେବୀ: ଆଉ କେବେ ବାହାରକୁ କାମ ପାଇଁ ଆସିବୁ ନାହିଁ କହିଲେ ଶ୍ରମିକ
ଭଟଲି,୯ା୫(ଡି.ଏନ୍.ଏ.): ଦେଶରେ ମହାମାରୀ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିଚାଲିଛି। ଏଥିଲାଗି ଚାରିଆଡ଼େ ଲକ୍ଡାଉନ୍ ଜାରି କରାଯାଇଛି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟ ସରକାର ଫେରାଇ ଆଣିବାର ବ୍ୟବସ୍ଥା କରିଥିବାବେଳେ ଓଡ଼ିଶାରେ ମଧ୍ୟ ଅନ୍ୟ ରାଜ୍ୟର ଶ୍ରମିକ…
ବରଗଡ଼ରେ ରବିଋତୁ ଧାନ କିଣାବିକା ଆରମ୍ଭ
ବରଗଡ଼ ଅଫିସ୍,୮।୫: ବରଗଡ଼ ଜିଲାରେ ଶୁକ୍ରବାରଠାରୁ ରବିଋତୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବରଗଡ଼ ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରେ ସମୁଦାୟ ୯୨୭୬ ପ୍ୟାକେଟ୍ ଧାନ ସଂଗୃହୀତ ହୋଇଛି। ସେଥିମଧ୍ୟରୁ…
୧୦ ଶ୍ରମିକଙ୍କୁ ଛତିଶଗଡ଼ ପଠାଇଲା ପ୍ରଶାସନ
ବରଗଡ଼ ଅଫିସ୍,୮।୫: ଲକ୍ ଡାଉନ୍ କଟକଣା ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବହୁ ହଟହଟାର ସମ୍ମୁଖୀନ ହେଉଛନ୍ତି। କିଏ ଚାଲି ଚାଲି ତ ଆଉ କେହି ସାଇକେଲ ଯୋଗେ…
ସରକାରୀ ନିୟମକୁ ଉଲ୍ଲଘଂନ: ବିନା ମାକ୍ସରେ କାମ କରୁଛନ୍ତି ୨୦ ଶ୍ରମିକ
ବିଜେପୁର,୮।୫(ଡି.ଏନ.ଏ.)-କରୋନାକୁ ନେଇ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି। ସେହିପରି ସଂକ୍ରମଣ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ସରକାର ସଚେତନତା ସୁଷ୍ଟି କରୁଛନ୍ତି। ମାତ୍ର ବରଗଡ଼ ଜିଲା ବିଜେପୁର ଏନ୍ଏସି ଅଞ୍ଚଳରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏକ…
ଅଧା ବାଟେ ଛାଡ଼ିଦେଲା ବସ୍: ହଟହଟା ହେଲେ ୨୩ ଶ୍ରମିକ
ବରଗଡ଼ ଅଫିସ୍,୮।୫-ଗଞ୍ଜାମ ଜିଲା ଭଞ୍ଜନଗରରୁ ବରଗଡ଼କୁ ଫେରୁଥିବା ଶ୍ରମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ସ୍ବତନ୍ତ୍ର ବସ୍ ଯୋଗେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୨୩ ଜଣ ଶ୍ରମିକଙ୍କୁ ବରଗଡ଼ ଜିଲା ପାଇକମାଲ ବ୍ଲକ କାଂସଡ଼ା ଅଞ୍ଚଳର ସେମାନଙ୍କ ଘରକୁ ପହଞ୍ଚାଇବା…
ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ବରଗଡ଼ ଅଫିସ୍,୮।୫-କରୋନା(କୋଭିଡ୍-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ମାତ୍ର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରିପାରି…
ଚାଲି ଚାଲି ଢେଙ୍କାନାଳରୁ ଛତିଶଗଡ଼ ଫେରୁଛନ୍ତି ପ୍ରବାସୀ ଶ୍ରମିକ
ସରଣ୍ଡା,୮।୫(ଡି.ଏନ.ଏ)-ଛତିଶଗଡ଼ରୁ ଢେଙ୍କାନାଳ ଜିଲାକୁ ଦାଦନ ଖଟିବା ପାଇଁ ଆସିଥିବା ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ସେମାନେ ନିଜ ପିଲା ଛୁଆଙ୍କୁ ଧରି ଅତାବିରା ଅତିକ୍ରମ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ପୁରୁଷ, ୪ମହିଳା…
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୨୦୨ ପ୍ରବାସୀ ଶ୍ରମିକ: ୭ ଦିନ ମଧ୍ୟରେ ଫେରିବେ ଓଡ଼ିଶା
ବରଗଡ଼ ଅଫିସ,୭ା୫: ଭୂତାଣୁ ସଂକ୍ରମଣକୁ ନେଇ ଲକ୍ଡାଉନ୍ କଟକଣା ଲାଗୁ ହୋଇଛି। ଏହି କଟକଣା ପରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଯାଇଛି । ଏଭଳି ଭାବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲା ଚଉଡ଼ାଫାର୍ମ ନିକଟରେ ରହିଥିବା ବଳରାମ କ୍ରିଷ୍ଣା ସ୍ପିନିଂ ମିଲ୍ରେ ବରଗଡ଼…
ଶସ୍ୟ ବୀମା ରାଶି ପାଇଁ ସାମାଜିକ ଦୂରତାକୁ ଫୁ’: ବିଜେପୁରରେ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଗହଳି
ବିଜେପୁର,୭।୫(ଡି.ଏନ୍.ଏ.): କରୋନା ପ୍ରତିହତ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବ୍ୟାହତ ରହିଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଅନ୍ୟାନ୍ୟ କଟକଣା ଲଗାଯାଇଛି। ହେଲେ କେତେକ ସ୍ଥାନରେ ଲୋକମାନେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି। ଶସ୍ୟ…
ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼
ବରଗଡ଼ ଅଫିସ୍,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି ଆସିଛନ୍ତି । ତେବେ ଶିଶୁଙ୍କୁ ଧରି ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ…
ବିଦ୍ୟୁତ ସମସ୍ୟାର ସମାଧାନ କର
ବରଗଡ଼ ଅଫିସ୍,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ୱେସ୍କୋ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…
କ୍ଷତିପୂରଣ ସହାୟତା ଦାବି କଲେ ଚାଷୀ
ବରଗଡ଼ ଅଫିସ୍,୭।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ରେଶମ, ସିଂହେନପାଲି, ପ୍ରଧାନପାଲି, ଇଛାପଦର ଆଦି ଗ୍ରାମରେ ଗତ ଏପ୍ରିଲ ୭ତାରିଖ ଏବଂ ଚଳିତମାସ ୫ତାରିଖ ହୋଇଥିବା ଝଡ଼ବର୍ଷା, କରକାପାତରେ ବ୍ୟାପକ ଧାନ, ପରିବା ଫସଲ ଉଜୁଡ଼ି ଯାଇଛି…

