ବରଗଡ଼

ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୨।୫- ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ କାମ କରୁଥିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପିଲାଛୁଆ ଧରି ଏକ ବସଭଡ଼ା କରି ସୋମବାର ରାତିରେ ଏଠାକୁ ଆସିଥିଲେ। ସେମାନଙ୍କୁ ସ୍ଥାନୀୟ…

ଅଜଣା ରୋଗ କବଳରେ ନିକିତା: ବଙ୍କେଇଯାଉଛି ଶରୀର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ; ସହାୟତା ଅପେକ୍ଷାରେ ପରିବାର

ବରଗଡ଼ ଅଫିସ୍‌,୧୨।୫- ଶିଶୁକନ୍ୟାର ନାଁ ନିକିତା। ବୟସ ଏକବର୍ଷ। ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ମା ଭାନୁମତୀ ଓ ବାପା ଉଦ୍ଧବ ଗୁଣ୍ଡିଙ୍କ କନ୍ୟା ସେ । ନିକିତାଙ୍କ ବୟସ ଯେଭଳି ବଢ଼ି ଚାଲିଛି, ତାଙ୍କ ଶରୀର ସେଭଳି…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନ ଉପରେ ଚଢ଼ାଉ

ସୋହେଲା,୧୧ା୫(ଡି.ଏନ.ଏ.): ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିବା, ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ବରଗଡ଼ ଜିଲା ପ୍ରଶାସନ ସୋମବାର ସୋହେଲାରେ ଚଢାଉ କରିଥିଲା। ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ ଅଚାନକ ଚଢ଼ାଉ…

ବସ୍‌ ଭଡ଼ା କରି ଗାଁକୁ ଫେରିଲେ ୩୫ ଶ୍ରମିକ

ବରଗଡ଼ ଅଫିସ୍‌,୧୧।୫-ଲକ୍‌ ଡାଉନ୍‌ କଟକଣା ଯୋଗୁ ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରର ଏକ ଇଟାଭାଟିରେ ବରଗଡ଼ ଜିଲା ପାଇକମାଲ ବ୍ଲକ ଛେତଗାଁର ୩୫ ଶ୍ରମିକ ନିଜ ପିଲାଛୁଆଙ୍କ ସହିତ ଫସି ରହିଥିଲେ। ତେବେ ସ୍ଥାନୀୟ ସାମାଜିକ କର୍ମୀ ଦିବସ କୁମାର…

୮ ଦିନ ଅନ୍ଧାରରେ କୁଲିତାଟୁକୁରା ଗ୍ରାମବାସୀ; ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୧।୫-ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ସେକ୍ସନ କୁଲିତା ଟୁକୁରା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ଗତ ୮ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗ୍ରାମରେ ପାନୀୟଜଳ ଯୋଗାଣ ଠପ୍‌…

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଝାରବନ୍ଧ,୧୦।୫(ଡି.ଏନ.ଏ): ବରଗଡ଼ ଜିଲା ଜଗଦଲପୁରସ୍ଥିତ ଏକ ସୋ ରୁମରୁ ନୂଆ ବାଇକ୍‌ କିଣି ସେଥିରେ ଘରକୁ ଫେରିବା ବାଟରେ ରବିବାର ଜଣେ ଯୁବକ ଦୁର୍ଘଟଣା ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ମୃତକ ହେଲେ ଝାରବନ୍ଧ ଥାନା ଡଭା ନିକଟ ଅନୁଗୁଳର…

ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ

ବରଗଡ଼ ଅଫିସ୍‌,୧୦।୫: ଲକ୍‌ ଡାଉନ୍‌ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସକ୍ଷମ ହୋଇ ପାରିନାହାନ୍ତି । ଗାଡ଼ି, ମୋଟର ଚାଲୁ ନ ଥିବାବେଳେ ଗାଡ଼ିଭଡ଼ା…

ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୦।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି । ତେବେ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି । ରୋଜଗାର…

୧୭ଶହ କିମି ସାଇକେଲ ଚଳାଇ ଘରକୁ ଫେରିଲେ ୮ଶ୍ରମିକ

ସୋହେଲା,୧୦ା୫(ଡି.ଏନ.ଏ.): ପେଟପାଟଣା ପାଇଁ ନିଜ ଭଟାମାଟି ଛାଡି ଗୁଜରାଟର ସୁରଟ ଯାଇଥିଲେ। ହେଲେ ଲକ୍‌ଡାଉନ ପରେ କର୍ମସଂସ୍ଥାନ ହରାଇ ହାହୁତାଶ ମଧ୍ୟରେ ଦିନ କାଟୁଥିବା ୮ପ୍ରବାସୀ ଓଡିଆ ଶ୍ରମିକ ଶେଷରେ ସାଇକେଲରେ ଓଡିଶା ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨ତାରିଖ…

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)- ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି ୩ଟା ୫ ମିନିଟ୍‌ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।…

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂ

ସୋହେଲା,୯ା୫(ଡି.ଏନ.ଏ.): କିଛି ଦିନ ତଳେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମିକମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ରାତିରେ ସୋନପୁର ନେଇ ଛାଡିଥିଲେ। ଶନିବାର ସାରେ ପୁଣି ଥରେ ସେ ପିକ୍‌ଅପ୍‌ ଭ୍ୟାନ ଚଳାଇ ଶ୍ରମିକମାନଙ୍କୁ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଗଛ ତଳେ ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୯।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରାୟ ଦେଢ଼ମାସ ହେଲା ଲକ୍‌ଡାଉନ କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଏଥିରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି। ଶନିବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୧୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?