ବରଗଡ଼

ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍‌-୧୯ ହସ୍‌ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍‌-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି କୋଭିଡ୍‌-୧୯ ହସପିଟାଲଟି ୨୦୦ ଶଯ୍ୟା ବିଶିଷ୍ଟ…

ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ: ମାସ୍କ ନ ପିନ୍ଧିବାରୁ ୨୮୦୦ ଜରିମାନା ଆଦାୟ

ବିଜେପୁର, ୨୦।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବାକୁ ସରକାରଙ୍କ ପକ୍ଷରୁ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। ଏହା ସତ୍ତ୍ବେ କିଛି ଅମାନିଆ ଏହାକୁ ମାନୁ ନାହାଁନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ଏନ୍‌ଏସି…

ଗାଡ଼ିପାସ୍‌ କାମ ଦେଲାନି, ବାଲେଶ୍ୱର ଫେରିଗଲେ ୨ଜଣ

ବରଗଡ଼ ଅଫିସ୍‌/ଅତାବିରା, ୨୦ା୪: ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍‌ରେ ଲକ୍‌ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଅନ୍ୟପକ୍ଷେ ଗାଡ଼ିପାସ୍‌ କାମ ନ ଦେବାରୁ ରବିବାର ବରଗଡ଼ ଜିଲା…

ଲକ୍‌ ଡାଉନ୍‌ ବେଳେ ଦେଶୀ ମଦ ଜବତ: ୧୧ ଗିରଫ

ପାଇକମାଲ, ୧୯।୪ (ଡି.ଏନ.ଏ.)- ପାଇକମାଲ ପୋଲିସ ୩ଟି ସ୍ଥାନରୁ ଚଢ଼ାଉ କରି ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପାଇକମାଲ ଥାନା ନିଲାଥର ଗ୍ରାମର ଆନନ୍ଦ…

୪୩୦ କି.ମି.ଚାଲି ପାଇକମାଳରେ ପହଞ୍ଚିଲେ ୨୦ ଶ୍ରମିକଙ୍କ ପରିବାର

ପାଇକମାଲ, ୧୯।୪ (ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାର ଏକ ଇଟାଭାଟିରେ କାମ କରୁଥିବା ୨୦ ଦାଦନ ଶ୍ରମିକଙ୍କ ପରିବାରର ମୋଟ ୨୮ ସଦସ୍ୟ ଶନିବାର ପାଇକମାଲ ବ୍ଲକ କାଂସଡା ପଞ୍ଚାୟତରେ ପହଞ୍ଚିଛନ୍ତି । ଲକ୍‌ ଡାଉନ କଟକଣା ସତ୍ତ୍ବେ ସେମାନେ ୪୩୦ କିମି…

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

ବିଜେପୁର,୧୯।୪(ଡି.ଏନ.ଏ.)-ବରଗଡ ଜିଲା ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ଲକ୍‌ ଡାଉନ ବେଳେ ନିରାଶ୍ରିତଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ଘଟଣାର ରବିବାର ପ୍ରଶାସନିକ ତଦନ୍ତ ହୋଇଛି । ବିଡିଓ ପଦ୍ମନାଭ ସାମନ୍ତରାୟ ଚାରପାଲିକୁ ଯାଇ ଏହାର ତଦନ୍ତ କରିଥିଲେ। ସ୍ଥାନୀୟ ପଞ୍ଚାୟତ…

କରୋନା ମୁକାବିଲା ସ୍ଥିତି ପରଖିଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୯।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ସଭିଁଙ୍କ ଚିିନ୍ତା ବଢ଼ାଇ ଦେଇଛି । ଏଥିପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁହୋଇ ଥିବାବେଳେ ସଚେତନତା, ସତର୍କତା ଏବଂ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏଭଳି ସ୍ଥଳେ ଅସହାୟ,…

ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ

ବରଗଡ଼ ଅଫିସ୍‌,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ କାମ କରୁଥିବା ତାଙ୍କ ଜଣେ ବନ୍ଧୁ ଶେଷଦେବ ଗିରି ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି…

କୋଭିଡ୍‌ ଯୋଦ୍ଧାଙ୍କୁ ସାଧୁବାଦ

ବିଜେପୁର,୧୯ା୪(ଡି.ଏନ୍‌.ଏ.): କୋଭିଡ୍‌-୧୯କୁ ପ୍ରତିହତ କରିବାକୁ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଦିନରାତି କର୍ମ ସଂପାଦନ କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବରଗଡ଼ ଜିଲା ବିଜେପୁର ଭାଜପା ପକ୍ଷରୁ ରବିବାର ସଂପୃକ୍ତ କର୍ମଚାରୀମାନଙ୍କୁ…

ସାନିଟାଇଜର ମେଶିନ ତିଆରି କଲେ ଯୁବ ଇଞ୍ଜିନିୟର

ବରଗଡ଼ ଅଫିସ୍‌,୧୯।୪: ଲକ୍‌ ଡାଉନ ସମୟରେ ଘରେ ବସି ନିଜର ଇଚ୍ଛାଶକ୍ତି, ପ୍ରୟାସରେ ଏକ ସାନିଟାଇଜର୍‌ ମେଶିନ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବରଗଡ଼ ଜିଲା କଲାପାଣି ଗ୍ରାମର ଚାଷୀ ତଥା ଯୁବ ଇଞ୍ଜିନିୟର ସିଏଚ୍‌. କଲ୍ୟାଣ କୁମାର…

ଏକକାଳୀନ ପରିବାରର ୬ଜଣ କଲେ ରକ୍ତଦାନ

ବରଗଡ଼ ଅଫିସ୍‌,୧୯।୪- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥଳେ ରକ୍ତ ଭଣ୍ଡାରଗୁଡ଼ିକରେ ରକ୍ତାଭାବ ଦେଖାଯାଇଛି। ଏହା ଜାଣିବା ପରେ ବରଗଡ଼ ଟ୍ରଷ୍ଟଫଣ୍ଡ୍‌ କଲେଜ ଗଳିର ହୁସେନ ମଞ୍ଜିଲରେ ରହୁଥିବା…

ସଚେତନ କରୁଛି ରାପିଡ୍‌ ରେସପନ୍ସ ଟିମ୍‌

ବରଗଡ଼ ଅଫିସ୍‌,୧୮।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଯୋଗୁ ଦେଶରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ, ସତର୍କତା ଏବଂ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?