ବରଗଡ଼

୨୧୧ ଅମାନିଆ ଗଣିଲେ ୪୨,୭୦୦ ଟଙ୍କା

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଥିବାବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର କେତେକ ସ୍ଥଳେ ଲୋକେ ଏହାକୁ ଉଲ୍ଲଂଘନ କରୁଥିବା…

ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ ଛକ, ଭଟଲି ରୋଡ୍‌ ଛକ, ରାଣାପ୍ରତାପ ସ୍କୁଲ ସମ୍ମୁଖ ଆଦି ସ୍ଥାନରେ ୨ହଜାର ମାସ୍କ…

ଅଭାବ ଦୂର କଲା ୩୨ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ବରଗଡ଼ର ଡୁମାଲ…

ବରଗଡ଼ର ୩୫ ଶ୍ରମିକଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦେଲା ପୁରୀ ଜିଲା ପ୍ରଶାସନ

ବରଗଡ଼ ଅଫିସ୍‌,୨।୫: ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିବା କେତେକ ଶ୍ରମିକଙ୍କୁ ସେଠାକାର ଜିଲା ପ୍ରଶାସନ ସହଯୋଗ କରିଛି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି ଗାଁର…

ଟ୍ରକ୍‌ ଚାଳକ, ଅସହାୟଙ୍କୁ ରନ୍ଧା ଖାଦ୍ୟ ଦେବାବେଳେ ପୋଲିସ ବାବୁ ଦୁର୍ବ୍ୟବହାର କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ସଭ୍ୟମାନେ ସ୍ଥାନୀୟ ବିକାଶ ଛକରେ ଅସହାୟ, ଟ୍ରକ୍‌ ଚାଳକମାନଙ୍କୁ ରନ୍ଧାଖାଦ୍ୟ ବିତରଣ କରୁଥିବାବେଳେ ଶୁକ୍ରବାର ଜଣେ ପୋଲିସ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ…

ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୧।୫: ଲକ୍‌ ଡାଉନ୍‌ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୨୭ୟୁନିଟ୍‌ ରକ୍ତ…

ରାଜସ୍ଥାନରୁ ବସ୍‌ରେ ଫେରୁଛନ୍ତି ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍‌ ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍‌ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲାର ୧୯ ଏବଂ ଝାରସୁଗୁଡ଼ା ଜିଲାର ୬ ଛାତ୍ରୀଛାତ୍ର ଅଛନ୍ତି । ବରଗଡ଼ ଜିଲାପାଳ…

ଶ୍ରମିକ ଦିବସରେ ରକ୍ତଦାନ କଲେ

ବରଗଡ଼ ଅଫିସ୍‌,୧।୫: ବରଗଡ଼ର ଓଶ୍ରୁ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି । ଏହି ଅବସରରେ ଓଶ୍ରୁ ଭବନରେ ବରିଷ୍ଠ ସଭ୍ୟ ଶରତ କୁମାର ବେହେରା ଝଣ୍ଡା ଉତ୍ତୋଳନ କରିଥିବାବେଳେ ଦିବଂଗତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା…

ଧାନ ଅମଳରେ ପଞ୍ଜୀକୃତ ଶ୍ରମିକଙ୍କୁ ନିୟୋଜନ ଦାବିକଲା ଚାଷୀ ସଂଗଠନ

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ଧାନ ଅମଳରେ କୃଷି ଶ୍ରମିକଙ୍କ ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ ଚାଷୀ ଧାନ ଅମଳ କରି ନ ପାରି…

ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫- ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି । ସେ ବର୍ତ୍ତମାନ କଟକ ଏସ୍‌ସିବି ମେଡ଼ିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।…

ସ୍ବେଚ୍ଛାସେବୀଙ୍କୁ ପୋଲିସର ଦୁର୍ବ୍ୟବହାର, ଜିଲାପାଳ, ଏସ୍‌ପିଙ୍କୁ ଫେରାଦ

ବରଗଡ଼ ଅପିସ୍‌, ୧ା୫ – କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏଭଳିସ୍ଥଳେ ଗରୀବ, ଅସହାୟଙ୍କ ଜୀବନଯାପନ ଦୁର୍ବିସହ ହୋଇ ପଡ଼ିଛି। ଏଭଳି ବିପର୍ଯ୍ୟୟ ସମୟରେ ବିଭିନ୍ନ ସାମାଜିକ ସଂଗଠନର ସ୍ବେଚ୍ଛାସେବୀମାନେ ଜଣେ ଲେଖାଏ…

ବରଗଡ଼ରେ ପୋଲିସ ମହାନିର୍ଦ୍ଦେଶକ, ପରଖିଲେ ଲକ୍‌ଡାଉନ୍‌ ସ୍ଥିତି

ବରଗଡ଼ ଅଫିସ,୩୦।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ ବରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ସେ ଓହ୍ଲାଇଥିଲେ। ସେଠାରୁ ଜିଲାର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?