ବରଗଡ଼

ସପ୍ତମ ବେତନ ହାରରେ ଦରମା ଦାବି:ଧାରଣାରେ ବସିଲେ ପ୍ୟାକ୍ସ କର୍ମଚାରୀ

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ):ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଗୁରୁବାର ବରଗଡ଼ ଉପ ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏଥି ସହିତ ସେମାନଙ୍କ ଦାବି ସମୂହ ନେଇ ସମବାୟ ସମିତିର ନିବନ୍ଧକଙ୍କ…

୯ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କୁ ଏଚପିଭି ଭ୍ୟାକସିନ ଦିଆଯାଉ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବରଗଡ଼ ମହିଳା ସମିତିର କର୍ମକର୍ତ୍ତା

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କୁ ଭବିଷ୍ୟତରେ କ୍ୟାନସର ରୋଗରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମାଗଣାରେ ଏଚପିଭ ଭ୍ୟାକସିନ୍‌ ଦିଆଯିବା ପ୍ରସ୍ତାବ ଆଗାମୀ କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ଏନେଇ ଗୁରୁବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ବିକଶିତ ଭାରତ ପାଇଁ…

କୃଷକ ସଂଗଠନର ରଣହୁଙ୍କାର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଆଣିଥିବା ତତ୍କାଳୀନ ୨ ନୂଆ କୃଷି ଆଇନକୁ ନେଇ ଯେଭଳି ଅସନ୍ତୋଷ ତେଜି ଉଠିଥିଲା। ଅନୁରୂପ ଭାବେ ଏବେ ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ନେଇ କୃଷକ ସଂଗଠନ…

ଅଗ୍ନିକାଣ୍ଡରେ ଜଳିଗଲା ରାସ୍ତାପାର୍ଶ୍ୱ ଚାରା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ବେହେରା କପଡ଼ା ବଜାର ନିକଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ରାସ୍ତାପାର୍ଶ୍ୱ ଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଚାରା ନଷ୍ଟ ହୋଇଯାଇଛି। ଏହାକୁ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ନିକଟସ୍ଥ ଧାନକ୍ଷେତ…

ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ହେଲେ, ବରଗଡ଼ ହାଟପଦାର ଏମ୍‌ଡ଼ି ଅନସାରୀ(୩୨)। ତାଙ୍କ ପାଖରୁ ୩୦ଟି କଫ୍‌ ସିରପ୍‌, ୧ଷ୍ଟ୍ରିପ୍‌…

ବିଧାୟକ ପାଣ୍ଠିର ଅପବ୍ୟବହାର: ଜବରଦଖଲ କରିଥିବା ଘର ଉଚ୍ଛେଦ ଦାବି

ପଦ୍ମପୁର,୨୬.୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁରରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଓ ବିକାଶ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ…

ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି। ତେବେ ପୁରୁଣା ମୁଖ୍ୟ ଡାକ୍ତରଖାନା ଭଳି ନୂତନ ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ମିଳୁ ନଥିବା…

ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ପାତ୍ରପାଲିଠାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଜୈବ ଉର୍ବରକ ମଡ଼େଲର ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଚାଷକ୍ଷେତ୍ରରେ ବିଭିନ୍ନ…

ବରଗଡ଼ ଜିଲାପାଳଙ୍କୁ ଭିନ୍ନକ୍ଷମମାନଙ୍କ ୮ଦଫା ଦାବିପତ୍ର ପ୍ରଦାନ,୧୧ରେ ରାସ୍ତା ଅବରୋଧ ଚେତାବନୀ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ମଙ୍ଗଳବାର ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛି। ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ଆସୋସିଏଶନ ଦାବି କରିଛି। ଦାବି ସମୂହ ପୂରଣ…

ଅସଲି ବ୍ରାଣ୍ଡ୍‌ର ଛାପା ବ୍ୟବହାର କରି ବିକୁଥିଲେ ନକଲୀ ଲୁହାଛଡ଼, ବ୍ୟବସାୟୀଙ୍କୁ ବାନ୍ଧିଲା…

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ଏକ ଅସଲି କମ୍ପାନୀର ବ୍ରାଣ୍ଡ୍‌ ଛାପା ବ୍ୟବହାର କରି ନକଲୀ ଲୁହାଛଡ଼ ବିକ୍ରି କରୁଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ସହରର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ଜଣକ ସ୍ଥାନୀୟ ବାବା ଷ୍ଟିଲର ମାଲିକ ରାମ…

୧୨.୭୯ କୋଟି ଟଙ୍କାରେ ହେବ ରଙ୍ଗମହଲ: ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ ରଙ୍ଗ ମହଲ ନିର୍ମାଣ ହେବ। ୧୨.୭୯ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିସାରିଛି। ସ୍ଥାନୀୟ ନିଶାମଣି ସ୍କୁଲ ପଡ଼ିଆ ପଛପଟ ସରକାରୀ ବସଷ୍ଟାଣ୍ଡ ପରିସରରେ…

ପୌର ପରିଷଦ ବୈଠକକୁ ଆସିଲେନି ୧୪ ବିଭାଗର ଅଧିକାରୀ: ଶାସକ ଭାଜପା ନେତାଙ୍କ ଚାପ ଚର୍ଚ୍ଚା

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ପୌର ପରିଷଦର କାଉନସିଲ ବୈଠକ ସୋମବାର ରହିଥିଲା। ନିର୍ଦ୍ଧାରିତ ସମୟରେ ବୈଠକକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। କିନ୍ତୁ ଉକ୍ତ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?