ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ
ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି…
ମୃତ୍ୟୁ ପରେ ଶରୀର ଦାନ କରିବେ ରାମବାଇ
ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ): ଜଣେ ସଫଳ ମହିଳା ଚାଷୀଭାବେ ଜଣାଶୁଣା ବରଗଡ଼ ବ୍ଲକ ଜମୁର୍ଡା ଗ୍ରାମର ରାମବାଇ ମୃତ୍ୟୁପରେ ତାଙ୍କ ଶରୀର ଅଙ୍ଗଦାନ କରିବା ପାଇଁ ସ୍ଥିର କରିଥିବା କହିଛନ୍ତି। ଏଥିରେ ଆବଶ୍ୟକ କାଗଜାତ୍ କରିବାରେ ସହଯୋଗ କରିବା ପାଇଁ ସେ ସ୍ଥାନୀୟ…
ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ
ବରଗଡ଼,୬।୩ (ପ୍ରେମାନନ୍ଦ ଖମାରୀ) : ବରଗଡ ଜିଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପଧାନ ଓ ଆଲ୍ଲାଦିନୀଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଦିବ୍ୟାସାଙ୍କ ପ୍ରକଳ୍ପ…
ବିପଜ୍ଜନକ ହେଉଛି କ୍ଷେତ ନିଆଁ: ଚିନ୍ତାରେ ବନ ବିଭାଗ
ପଦ୍ମପୁର,୬ା୩(ପ୍ରଦୀପ୍ତ ଦାଶ): ଗ୍ରୀଷ୍ମ ଋତୁ ପ୍ରାରମ୍ଭରୁ ପ୍ରତି ବର୍ଷ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଥାଏ। ଏଥର କିନ୍ତୁ ଜଙ୍ଗଲ ନିଆଁରୁ ଅଧିକ ଭୟଙ୍କର ହେଉଛି କ୍ଷେତ ନିଆଁ। ଜନସାଧାରଣ କିଛି ଲାଭ ପାଇଁ ମହୁଲ ସଂଗ୍ରହ ହେଉ କି କେନ୍ଦୁପତ୍ର…
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ନେତୃମଣ୍ଡଳୀ, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବା ବିରୋଧରେ…
ବରଗଡ଼, ୬।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଭାଜପା ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଓ ସରକାରୀ ଛୁଟିକୁ ବାତିଲ କରି ହୀନ ମାନସିକତାର ପରିଚୟ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଓଡ଼ିଶାର ଗର୍ବ ଗୌରବ…
ବନ୍ଧାକୋବି କିଆରିରେ ଗୋରୁ, ଛେଳି ଛାଡ଼ିଲେ ଚାଷୀ
ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ)କୃଷିବହୁଳ ବରଗଡ଼ ଜିଲାରେ ଅଣଧାନ ଫସଲ କରିବାକୁ କୃଷି ବିଭାଗ ପରାମର୍ଶ ଦେଉଛି। ହେଲେ ପରିବା ସଂରକ୍ଷିତ ରଖିବା ପାଇଁ ଜିଲାରେ ସେଭଳି ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଫଳରେ ପରିବା ଚାଷ କରି ମଧ୍ୟ ଜିଲାର ଚାଷୀମାନଙ୍କୁ କ୍ଷତିଗ୍ରସ୍ତ…
ପ୍ରଭାବିତ ଧାନ ଫସଲ ଦେଖିଲେ କୃଷି ବିଭାଗ ଟିମ୍
ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ଫସଲ ପ୍ରାଥମିକ ପର୍ଯ୍ୟାୟରେ ଥିବା ସମୟରେ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ…
ମିଳିନି ବୀମା କ୍ଷତିପୂରଣ, ବୈଠକରେ ତାତିଲେ ଚାଷୀ
ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।…
ପୁତୁରାଙ୍କ ପରେ କାକା ଘରେ ପଶିଲା CBI: ରାଜନୈତିକ ଲିଙ୍କ ନେଇ ଚର୍ଚ୍ଚା
ବରଗଡ଼/ସରଣ୍ଡା, ୫।୩(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ବୁଧବାର ସିବିଆଇ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି। ସିବିଆଇର ୨ଟିମ୍ ପୂର୍ବାହ୍ନରେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ…
‘ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।…
କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ….
ଭୁବନେଶ୍ୱର,୫।୩: ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ଏମ୍ପି ଅନୁଭବ ମହାନ୍ତି ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ରାତି ପାହିଲେ ନିର୍ବନ୍ଧ ଆଉ ୧୧ ତାରିଖରେ ବାହାଘର । ଏହାକୁ…
ଅତାବିରାରେ ସିବିଆଇ ଚଢାଉ: ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ଚାଲିଛି ତନାଘନା, ଠିକାଦାରଙ୍କ ପୁଅକୁ ଉଠାଇ ନେଲା ସିବିଆଇ
ସରଣ୍ଡା, ୫।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପରମାନପୂର୍ ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ବୁଧବାର ସିବିଆଇ ଚଢାଉ ଚାଲିଛି। ବେଆଇନ ଟଙ୍କା କାରବାର ଅଭିଯୋଗକୁ ନେଇ ତନାଘନା କରୁଛି ସିବିଆଇ । ବିଶ୍ଵସ୍ତ ସୂତ୍ରରୁ ଜଣା…

