ବାଲେଶ୍ୱର

ମାଟି ତଳେ ଶହ ଶହ ଆଧାରକାର୍ଡ଼

ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍‌ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ ଆଧାରକାର୍ଡ଼ ଶନିବାର ଉଦ୍ଧାର କରାଯାଇଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ସୃଷ୍ଟି...

ସଚେତନତା ଲାଗି କଳାକୃତି

ସୋର, ୭ା୬(ଡି.ଏନ.ଏ.)-ସୋର ଉତ୍ତରେଶ୍ୱରସ୍ଥିତ ଏଲ୍‌ଏନ୍‌ ଆର୍ଟସ ପକ୍ଷରୁ କରୋନା ସଚେତନତା ଓ ପରବର୍ତ୍ତୀ ବିଶ୍ୱର କାୟାକଳ୍ପ ନେଇ ଏକ ସୃଜନାତ୍ମକ କଳା ଭାସ୍କର୍ଯ୍ୟ ପ୍ରଦର୍ଶନୀ ଓଡିଶା ଲଳିତକଳା ଏକାଡେମୀ ପରାମର୍ଶରେ ଆୟୋଜିତ ହୋଇଯାଇଛି। ଏହି ପଥର ମୂର୍ତ୍ତି ଖୋଦେଇ ଓ...

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୬ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଖଇରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସରପଞ୍ଚ ସୁଦର୍ଶନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରବାସୀଙ୍କୁ ଯୋଗ ଶିକ୍ଷା ଦିଆଯାଇଛି। ଜିଲା ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଦେହରେ ପ୍ରତିରୋଧକ ଶକ୍ତି ବଢାଇବାକୁ...

ଜଗନ୍ନାଥ ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୬।୬- ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର ଜିଲା ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ସ୍ନାନପୂର୍ଣ୍ଣିମା ଶେଷ ହୋଇଛି। ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ୬ଷ୍ଠ...

ଗଛ-ଗୀତା ମାଧ୍ୟମରେ ବିଦାୟ ଦେଲେ ସରପଞ୍ଚ, ଭାବବିହ୍ବଳ ହେଲେ ପ୍ରବାସୀ

ଖଇରା,୬।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତ ସରପଞ୍ଚ ରାଜଶ୍ରୀ ଦାସ ଶନିବାର ଗୀତା ଓ ଗଛ ଦେଇ ନହଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରହୁଥିବା ପ୍ରବାସୀମାନଙ୍କୁ ଭାବବିହ୍ବଳ ପରିବେଶରେ ବିଦାୟ ଜଣାଇଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ...

୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇ ସେବାୟତ ଓ ପରିଚାଳନା କମିଟି ଦ୍ୱାରା ଏହି ସ୍ନାନ ଉତ୍ସବ...

ଚାରାରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୫।୬(ଡି.ଏନ.ଏ.)-ବିଶ୍ୱ ପରିବେଶ ଦିବସରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ମେଡ଼ିକାଲ ପରିସରରେ ଶୁକ୍ରବାର ଚାରାରୋପଣ କରିଛନ୍ତି। ପ୍ରକୃତିକୁ ଭଲ ପାଉଥିବା...

ସ୍ବାବ ପରୀକ୍ଷା ଲାଗି ଦାବି କଲେ ଗ୍ରାମବାସୀ

ଖଇରା, ୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀ କରୋନାରେ ସଂକ୍ରମିତ ହେବା ପରେ ବାକି ସେଠାରେ ଥିବା ଅନ୍ତେବାସୀଙ୍କ ଚିନ୍ତା ବଢିଯାଇଛି। ଗୋଟିଏ କେନ୍ଦ୍ରରେ ୧୨ଜଣ ପ୍ରବାସୀ ରହୁଥିବା...

‘ମହାଭାରତ : ବିଜ୍ଞାନ ଓ ମନୋବିଜ୍ଞାନ’ ଉନ୍ମୋଚିତ

ବାଲେଶ୍ୱର ଅଫିସ, ୫।୬: ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ‘ମହାଭାରତ: ବିଜ୍ଞାନ ଓ ମନୋବିଜ୍ଞାନ’ଗ୍ରନ୍ଥ ବାଲେଶ୍ୱର ଗୋପାଳଗାଁ ସ୍ଥିତ ତାଙ୍କ ବାସଭବନରେ ଲୋକାର୍ପିତ ହୋଇଯାଇଛି। ସାମାଜିକ ଦୂରତା ବଜାୟ ସହ ଏକ ନିରାଡ଼ମ୍ବର ପରିବେଶରେ ପାଳିିତ ଏହି ଉତ୍ସବରେ ଲୋକାର୍ପଣ...

ଆମ୍ବ ତୋଳିବା କାଳ ହେଲା: ପାଣିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ବାହାନଗା, ୫ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ଦୁଇ ଭଉଣୀ ପୋଖରୀରେ ବୁଡି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।...

ଇମାମୀନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ରେମୁଣା, ୫।୬(ଡି.ଏନ.ଏ.): କରୋନା କଟକଣା ପାଇଁ ଶୁକ୍ରବାର ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି। ଇମାମୀ ନଗର ଜଗନ୍ନାଥଙ୍କ ମନ୍ଦିରରେ ଅନୁଷ୍ଠିତ ସ୍ନାନଯାତ୍ରା ଭକ୍ତଙ୍କ ବିନା ସମ୍ପନ୍ନ ହୋଇଛି। ପୂର୍ବାହ୍ନ ୬ଟାରେ ମଙ୍ଗଳାର୍ପଣ, ପୂର୍ବାହ୍ନ ୮ଟାରେ ଜୀଉମାନଙ୍କୁ...

ଗଛ ଲଗାଇ ପାଳିଲେ ବିଶ୍ୱ ପରିବେଶ ଦିବସ

ବାଲେଶ୍ୱର ଅଫିସ, ୫।୬: ବାଲେଶ୍ୱର ଜିଲାରେ ବିଭିନ୍ନ ବ୍ଲକରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଯୁବଗୋଷ୍ଠୀମାନେ ଗଛ ଲଗାଇ ବିଶ୍ୱ ପରିବେଶ ଦିବସ ପାଳିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ଯୁବଗୋଷ୍ଠୀଙ୍କୁ ପରିବେଶ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିବା ପରମ୍ପରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri