ଠକାମିର ଶିକାର ହେଲେ ଅଭିଜିତ୍
ଅନୁଗୋଳ ଅଫିସ, ୧୦।୭: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍ଲାଇନ ଠକେଇର ଶିକାର ହୋଇଛନ୍ତି। ଅନଲାଇନ ଠକ ଜଣଙ୍କ ତାଙ୍କଠାରୁ ୮୫ ହଜାର ଟଙ୍କା ଠକି ନେଇଯାଇଛି। ଏ ନେଇ…
ପଥରରେ ଛେଚିଥିଲେ ସାଙ୍ଗର ଭାଇ
ଛେଣ୍ଡିପଦା,୯ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ମାନସ ସାହୁଙ୍କୁ ଶୋଇଥିବା ଅବସ୍ଥାରେ ଗତ ମେ ୨୦ ତାରିଖରେ ପଥରରେ ଛେଚି ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କ ମୃତ୍ୟୁ ହୋଇଯାଇଥିଲା। ଦୀର୍ଘ ଦେଢ଼ ମାସ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ…
ପହଞ୍ଚିପାରୁନି ପ୍ରକଳ୍ପ ପାଣି
ବଇଣ୍ଡା,୯ା୭(ଡି.ଏନ.ଏ.) ଚାଷ ଜମିକୁ ମାଡ଼ିବ ପାହାଡ଼ ପାଣି। ବର୍ଷସାରା ଫସଲ ଫଳାଇବେ ଚାଷୀ। ଏହି ଉଦ୍ଦେଶ୍ୟ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜୟଗଡଠାରେ ପାହାଡରୁ ବହି ଆସିଥିବା ଜୟଗଡ ନାଳକୁ ବାନ୍ଧି ଏକ ପ୍ରୋଜେକ୍ଟ ନିର୍ମାଣ କରାଯାଇଥିଲା। କେନାଲ ମାଧ୍ୟମରେ…
ବୋହି ହେଉନି ଗ୍ୟାସ ବୋଝ
ଅନୁଗୋଳ ଅଫିସ,୮ା୭ ତୈଳ ଦର ଆକାଶଛୁଅଁା। ପେଟ୍ରୋଲ ଲିଟର ଶହେ ଟଙ୍କା ଉପରେ। ଡିଜେଲ ଶତକ ପାଖାପାଖି। ଖାଇବା ତେଲ ୨ଶହରୁ ତଳକୁ ଖସୁନି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ହ୍ରାସର ସମ୍ଭାବନା ଦେଖାଯାଉନି। ଏପରି ଦର ବୃଦ୍ଧିକୁ ନେଇ ଗରିବ,…
ମରଣଯନ୍ତା ପାଲଟିଛି ଅସ୍ଥାୟୀ ରାସ୍ତା
ବଇଣ୍ଡା,୮ା୭(ଡି.ଏନ.ଏ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ହୋଇଥିବା ଅସ୍ଥାୟୀ ରାସ୍ତା ଗୁଡିକ ଏବେ ମରଣଯନ୍ତା ପାଲଟିଛି। ମରାମତି ହେଉ ନ ଥିବା ଯୋଗୁ ଯାତାୟାତରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଏ ନେଇ ଗୁରୁବାର ବଇଣ୍ଡା ଗ୍ରାମବାସୀ…
୧୩ ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ
ତାଳଚେର,୭ା୭(ନି.ପ୍ର.): ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ବୁଧବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ପ୍ରାୟ ୧୩ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଛି। ସୂଚନା…
ଚାନ୍ଦା କରି ରାସ୍ତା ମରାମତି
ବଇଣ୍ଡା,୫।୭(ଡି.ଏନ.ଏ) ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିଲା। ଯାତାୟାତରେ ବଡ଼ ସମସ୍ୟା ଭୋଗୁଥିଲେ ଗ୍ରାମବାସୀ। ଏ ନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହେଉ ନ ଥିଲା। ଶେଷରେ ଗ୍ରାମବାସୀ ନିଜ…
ଶେଷ ହେଉ ନ ଥିବାରୁ ସମସ୍ୟା
ବଇଣ୍ଡା,୫।୭(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ ହେବ ବୋଲି ତରବର ହେଲା ପ୍ରଶାସନ। କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ହେବା ପୂର୍ବରୁ ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଦେଲା। ସ୍କୁଲ, ସରକାରୀ କାର୍ଯ୍ୟାଳୟ ଆଦିକୁ ଭାଙ୍ଗି ମାଟିରେ ମିଶାଇଦେଲା। ହେଲେ ବଇଣ୍ଡା ବଜାର ଭଙ୍ଗାଯିବାର ୪…
ପ୍ରକ୍ରିୟା ଶେଷ ହେଉ ନ ଥିବାରୁ ପ୍ରତିବାଦ
ତାଳଚେର,୪ା୭(ନି.ପ୍ର.): ତାଳଚେର ମେଡିକାଲ କଲେଜ ବା ମହାନଦୀ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍ସାର)କୁ ରାଜ୍ୟ ସରକାର ପରିଚାଳନା କରିବେ। ମେ ୧୨ ତାରିଖରେ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଇତିମଧ୍ୟରେ ଦେଢ଼ମାସ ପୂରିଗଲାଣି। ଏମ୍ସିଏଲ୍ ମଧ୍ୟ ସମସ୍ତ…
ଆଇଫୋନ୍ ଦେବାକୁ କହି ଠକେଇ
ଅନୁଗୋଳ ଅଫିସ, ୪ା୭: ଅନୁଗୋଳ ଜିଲା ନାଲ୍କୋରେ କାର୍ଯ୍ୟରତ ଜଣେ ସିଆଇଏସ୍ଏଫ୍ ଯବାନ ଆଇଫୋନ୍ କିଣିବାକୁ ଯାଇ ଲକ୍ଷେ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସମ୍ପୃକ୍ତ ଯବାନ ନାଲ୍କୋ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୧୫୧/୨୨ରେ…
ବିପଦସଙ୍କୁଳ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ
ରମ୍ଭା,୩।୭: ରମ୍ଭା ଟିକରପଡା ପ୍ରାଥମିକ ବିଦ୍ୟାଳୟ ୭ନମ୍ବର ୱାର୍ଡ ଏନ୍ଏସି ନିକଟରେ ଅବସ୍ଥିତ। ଏଠାରେ ୯୦ ଭାଗରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତିର ଛାତ୍ରୀଛାତ୍ର ପଢନ୍ତି। ୫ ଖଣ୍ଡ ସାହି ଯଥା, ଟିକରପଡ଼ା, ଘୁମୁସର ସାହି, ପନ୍ଦରା ସାହି, ରୋଡ ଅଞ୍ଚଳ ଓ…
ଶକ୍ତିକେନ୍ଦ୍ରକୁ ଜାରି ରହିବ କୋଇଲା ଯୋଗାଣ
ତାଳଚେର, ୩।୭(ନି.ପ୍ର.): ବର୍ଷା ଋତୁରେ ଶକ୍ତିକେନ୍ଦ୍ରରେ କୋଇଲା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆର ଅଂଶୀଦାର ମହାନଦୀ କୋଲ୍ଫିଲ୍ଡ ଲିମିଡେଟ୍ (ଏମ୍ସିଏଲ୍)। କମ୍ପାନୀ ଅଧିକୃତ ସମସ୍ତ କୋଇଲା ଖଣି ତଥା ରେଲଓ୍ବେ ସାଇଡିଂରେ ପର୍ଯ୍ୟାପ୍ତ ପରିମାଣଣ…
Archives


