ବୀମା ଅର୍ଥ ଦେଉନି ଏଜେନ୍ସି
ଅନୁଗୋଳ ଅଫିସ,୨୭ା୫:ଗ୍ୟାସ୍ ଦୁର୍ଘଟଣାରେ ମା’ ବାପା ଚାଲିଗଲା ପରେ ଅସହାୟ ହୋଇପଡ଼ିଛନ୍ତି ୨ ପିଲା। ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳୁଥିଲେ ମଧ୍ୟ ଗ୍ୟାସ୍ ଏଜେନ୍ସି ବୀମା ଅର୍ଥ ପ୍ରଦାନ କରୁନାହିଁ। ଫଳରେ ୨ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି…
ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ
ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଘଡ଼ିଆଳ ଅଣ୍ଡା ଫୁଟି ୩୫ ଛୁଆ ମା’…
ସାତକୋଶିଆ କ୍ଷତ ଦେଖିଲେ ଟ୍ରିବ୍ୟୁନାଲ
ଅନୁଗୋଳ ଅଫିସ,୨୫ା୫: ଛତିଶଗଡ଼ ସରକାର ଏକପାଖିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ଜୀବନରେଖା ମହାନଦୀରେ ଜଳ ପ୍ରଭାବ କିଭଳି ସାଂଘାତିକ ଭାବେ ହ୍ରାସପାଇଛି, ବୁଧବାର ତାହା ଅନୁଧ୍ୟାନ କରିଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍। ଜୈବ ବିବିଧତାରେ ଭରପୂର…
ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ
ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ ଗଞ୍ଜେଇ…
ହତାଶ ହେଉଛନ୍ତି ହିତାଧିକାରୀ
ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୬ ମାସ ହେଲା ଗହମ ଯୋଗାଣକୁ…
ସ୍ବାସ୍ଥ୍ୟସେବାରେ ଆସୁନି ସୁଧାର
ବଇଣ୍ଡା,୨୨ା୫ (ଡି.ଏନ.ଏ.): ସ୍ବାସ୍ଥ୍ୟସେବାରେ ସରକାର ଦେଉଛନ୍ତି ଅନେକ ସୁବିଧା। ଏହାର ସୁଯୋଗ ନେବାକୁ ସରକାରୀ ମେଡିକାଲ ଆସୁଛନ୍ତି ରୋଗୀ। ହେଲେ କେଉଁଠି ଦୀର୍ଘବର୍ଷ ହେଲା ଡାକ୍ତର ନାହାନ୍ତି ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ମିଳିପାରୁନି ଚିକିତ୍ସା। ଫଳରେ…
ଏମ୍ସିଏଲ୍ର ୩୩୨ କୋଟି କ୍ଷତି
ତାଳଚେର, ୨୦ା୫ (ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ (ଏମ୍ସିଏଲ୍)ରେ ବାରମ୍ବାର ଠିକା ଶ୍ରମିକଙ୍କ ଅନୁପସ୍ଥିତି କାରଣରୁ କୋଇଲା ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହେଉଛି। ଗତ ଏପ୍ରିଲ ୧ରୁ ଇତିମଧ୍ୟରେ ଏମ୍ସିଏଲ୍ ୨.୩ ମିଲିୟନ ଟନ୍…
ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ
ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪ ମାସର ଦରମା ଦେଉନାହାନ୍ତି। ଅବସରକାଳୀନ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଫଳରେ ଅର୍ଥାଭାବର ଶିକାର…
ସୁନିଶ୍ଚିତ ହେଉନି ସୁରକ୍ଷା
ଅନୁଗୋଳ ଅଫିସ, ୨୦ା୫: ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ଚୋରା ବ୍ରାଉନସୁଗାର ବ୍ୟବସାୟ ଜୋର୍ ଧରିଥିବାବେଳେ ଚୋରି, ଲୁଟ୍ପାଟ ଭଳି ଘଟଣା ବଢ଼ି ଚାଲିଛି। ଅପରାଧ ରୋକିବାକୁ ଛକ ଛକରେ ପୋଲିସ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ଏହା ସହରବାସୀଙ୍କ…
କାଳବୈଶାଖୀରେ ଭାଙ୍ଗିଲା ଗଛ
ଅନୁଗୋଳ ଅଫିସ, ୧୮।୫: ଅନୁଗୋଳ ଏବଂ ତାଳଚେର ସହରରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀ ମେଘ ପ୍ରଭାବରେ ବହୁତ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି । ଫଳରେ କୁଡୁଲ ଦେଇ ଅନୁଗୋଳରୁ ତାଳଚେରକୁ ଯାତାୟତ…
ଫେରିଆସିଲା ନିଖୋଜ ପୁଅ
ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍ ଚାଳକ। କିଛି ସମୟର କଥାବାର୍ତ୍ତା ମଧ୍ୟରେ ସେ ମାଗି ନେଇଥିଲେ ସମ୍ପୃକ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ…
୪ ମାସରେ ଗାର୍ଡଓ୍ବାଲ୍ ଫାଟି ଆଁ
ରାସୋଳ,୧୮ା୫(ଡି.ଏନ୍.ଏ.):ସୁରକ୍ଷା ପାଚେରି ହେବା କଥା କଂକ୍ରିଟ୍ରେ। ହେଲେ ନିୟମକୁ ଫୁ’ କରି ମାଙ୍କଡ଼ା ପଥରରେ ଉଠାଇଦେଲେ ଓ୍ବାଲ୍। ଫଳରେ ମାତ୍ର ୪ ମାସ ନ ବିତୁଣୁ ପାଚେରି ଫାଟି ଆଁ କଲାଣି। ମୂଳଦୁଆ ଠିକ୍ ଭାବେ ନିର୍ମାଣ ହୋଇ ନ ଥିବାରୁ…
Archives


