ଅନୁଗୋଳ

ବଳରାମ ଖଣିରୁ କୋଇଲା ପରିବହନ ବନ୍ଦକୁ ବିରୋଧ: ୨୫ରୁ ଆନ୍ଦୋଳନ ଚେତାବନୀ

ଅନୁଗୋଳ ଅଫିସ, ୨୫ା୧୦-ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। କେତେଜଣ ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ଡଅଁରା ଗ୍ରାମର କିଛି ଯୁବକ ଏକଚାଟିଆ ରାଜୁତି ଚଳାଇବାକୁ ଖଣି ବନ୍ଦ କରିଥିବା ସୋଲଡ଼ା ଗ୍ରାମ କମିଟି,…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ରୋଗୀଙ୍କ ଖାଦ୍ୟରୁ ଗ୍ଲୋବ୍ସ ବାହାରିଥିବା ଚର୍ଚ୍ଚା

ଅନୁଗୋଳ ଅଫିସ, ୨୫ା୧୦- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ଗ୍ଲୋବ୍ସ ବାହାରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଭାତରେ ମିଶିଯାଇଥିବା ଉକ୍ତ ଗ୍ଲୋବ୍ସ ବାନ୍ତିରେ ବାହାରିବା ପରେ ଘଟଣା ପଦାକୁ ଆସିଥିବା…

ଅନୁଗୋଳରେ ଧୁମ୍‌ଧାମରେ ହେଲା ଭସାଣି: ଆତସବାଜିରେ ଆକାଶ ଆଲୋକିତ

ଅନୁଗୋଳ ଅଫିସ, ୨୪ା୧୦: ଅନୁଗୋଳ ସହରରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ମଙ୍ଗଳବାର ଶେଷ ହୋଇଥିବା ବେଳେ ବୁଧବାର ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମେଲଣ ଉତ୍ସବକୁ ସେଣ୍ଟ୍ରାଲ ପୂଜା କମିଟି ସଦସ୍ୟ ଓ ଏସ୍‌ଡିପିଓ ଅଶ୍ୱିନୀ ସାହୁ ପତାକା ଦେଖାଇ ଶୁଭାରମ୍ଭ…

ବିଜ୍ଞାପିତ ଅଞ୍ଚଳ ହେବ ପାଲଲହଡ଼ା: ମନ୍ତ୍ରୀ

ପାଲଲହଡ଼ା/ପବିତ୍ରନଗର, ୨୪ା୧୦(ଡି.ଏନ.ଏ.) – ରାଜ୍ୟ ପଞ୍ଚାୟତିରାଜ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପାଲଲହଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ମେଲଣ ଉତ୍ସବରେ ଯୋଗ…

ନିଯୁକ୍ତି, ଥଇଥାନ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪ା୧୦(ନି.ପ୍ର.) – ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ମଲ୍ଲୀବନ୍ଧ ଗ୍ରାମବାସୀ ବୁଧବାର ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଖଣି ବନ୍ଦ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ ଖଣିର ଟାଇମ୍‌ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ…

ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ମଲ୍ଲିବନ୍ଧ ଗ୍ରାମବାସୀ

ତାଳଚେର,୨୩।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ମଲ୍ଲିବନ୍ଧ ଗ୍ରାମବାସୀ ଖଣିରେ ନିଯୁକ୍ତି ଦାବିରେ ବୁଧବାର ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ହିଙ୍ଗୁଳା କୋଇଲା ଖଣିି କାର୍ଯ୍ୟ ସହ କୋଇଲା ପରିବହନ, ଉତ୍ତୋଳନ ବନ୍ଦ ରହିଛି। ବାରମ୍ବାର ଦାବି ଓ ଅଭିଯୋଗ…

ହୋଣ୍ଡା ଆକ୍ଟିଭା ୧୨୫ ବିଏସ୍‌ ୬ର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୩ା୧୦- ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ଅନୁଗୋଳସ୍ଥିତ ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ପ୍ରଥମ ବିଏସ୍‌-୬ ସ୍କୁଟର ଆକ୍ଟିଭା ୧୨୫ର ବଜାର ପ୍ରବେଶ କରାଯାଇଛି। କମ୍ପାନୀର ଏରିଆ ଇନ୍‌ଚାର୍ଜ (ସେଲସ୍‌) ଦିବ୍ୟେନ୍ଦୁ ଭୌମିକ…

ସୁଦୀପ ନାଗ ଏନ୍‌ଟିପିସି ନୂଆ ସିଜିଏମ୍‌

ତାଳଚେର,୨୩ା୧୦(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ନୂତନ ଚିଫ୍‌ ଜେନେରାଲ ମ୍ୟାନେଜର (ସିଜିଏମ୍‌) ଭାବେ ସୁଦୀପ ନାଗ ମଙ୍ଗଳବାରଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏକଜିକ୍ୟୁଟିଭ ଡାଇରେକ୍ଟର ରମେଶ ବାବୁ ଭି. ସିଏମ୍‌ଡି ଏବଂ ଡେଜିକନେଟେଡ ଡାଇରେକ୍ଟର(ଅପରେଶନ୍ସ) ପଦବୀକୁ ଉନ୍ନୀତ…

ଆଜି ମେଲାଣି ନେବେ ଧନଦାତ୍ରୀ

ପାଲଲହଡା,୨୩।୧୦(ଡି.ଏନ.ଏ.) -୧୦ ଦିନ ଧରି ଚାଲିଥିବା ପାଲଲହଡା ଉପଖଣ୍ଡ ଲକ୍ଷ୍ମୀପୂଜାର ଭସାଣି ଉତ୍ସବ ବୁଧବାର ସ୍ଥାନୀୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ୧୦ ଗୋଟି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ମେଢ ପୂର୍ବାହ୍ନ ୧୧ ଟାରେ…

ଟ୍ରକ ଧକ୍କାରେ ଜଣେ ମୃତ

ବଅଁରପାଳ,୨୨।୧୦(ଡି.ଏନ.ଏ.)-ବଅଁରପାଳ ଥାନା ହାଇସ୍କୁଲ ନିକଟରେ ସୋମବାର ସାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ବଅଁରପାଳ ଥାନା ସାଲଗାଡ଼ିଆ ଗ୍ରାମର ଲକ୍ଷ୍ମଣ ଖଟୁଆ(୩୫)ଙ୍କ ମୃତ୍ୟୁ ହୋଇଛି। ସେ ସାଇକେଲ ଯୋଗେ ବଅଁରପାଳରୁ ନିଜ ଗ୍ରାମକୁ ଫେରୁଥିବାବେଳେ ଅନୁଗୋଳରୁ ତାଳଚେର ଅଭିମୁଖେ ଆସୁଥିବା…

ସାତକୋଶିଆରେ ଏନ୍‌ଟିସିଏର ୩ ଜଣିଆ ଟିମ୍‌:୨୫ ହେକ୍ଟରରେ ସୁନ୍ଦରୀ ଏନକ୍ଲୋଜର ଯୋଜନା

ବନ୍ତଳା, ୨୨ା୧୦(ଡି.ଏନ.ଏ.) ଶିଥିଳ ପଡ଼ିଥିବା ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ସହ ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀରର ଗତିବିଧି ଅନୁଧ୍ୟାନ ପାଇଁ ଜାତୀୟ ବ୍ୟାଘ୍ର ପ୍ରଧୀକରଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ର ଏକ ୩…

ଆଜି ସରିବ ଅନୁଗୋଳ ଲକ୍ଷ୍ମୀପୂଜା:ମଣ୍ଡପରୁ ମେଳା, ସବୁଠି ଗହଳି

ଅନୁଗୋଳ ଅଫିସ, ୨୨ା୧୦ ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଦିନକୁ ଦିନ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହେଉଛି। ପୂଜା ମଣ୍ଡପଠାରୁ ଆରମ୍ଭ କରି ମିନାବଜାର ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖାଯାଉଛି। ତେବେ ପୂଜା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?