ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ
ଅନୁଗୋଳ ଅଫିସ, ୬।୨ ଖୁବ୍ଶୀଘ୍ର ଦେଶରେ ସ୍କ୍ରାପେଜ୍ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର ବ୍ୟବହାରକୁ…
ଡିଜେଲ ଚୋରି ରାକେଟ ଉପରେ ଚଢ଼ାଉ: ଦୁଇ ବୋଲେରୋ ଜବତ, ୫ ଗିରଫ
କଣିହାଁ,୫।୨(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ଥାନା କୁମୁଣ୍ଡା ଗ୍ରାମରେ ଏକ ପଡିଆ ନିକଟରୁ ଶୁକ୍ରବାର ଭୋର୍ରୁ ଏକ ଡିଜେଲ ଚୋରି ରାକେଟ ଉପରେ ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଚଢ଼ାଉ କରି ବିପୁଳ ପରିମାଣର ଡିଜେଲ, ଦୁଇଟି ବୋଲେରୋ, ଦୁଇଟି ବାଇକ,…
୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା
ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା, ପ୍ରଦୂଷଣକୁ ନେଇ କଷ୍ଟ ବଢ଼ୁଥିବାବେଳେ ଦୀର୍ଘ ୧୭ ମାସ…
ଅବଧି ନ ଥିଲେ ବି ମୂଲ୍ୟ ଅଧିକ
ଅନୁଗୋଳ ଅଫିସ, ୪।୨: ଅନୁଗୋଳ ଜିଲାର କେତୋଟି ମଦ କାଉଣ୍ଟରରେ ବିକ୍ରି ହେଉଛି ଏକ୍ସପାଏରୀ ମଦ। କେଇମାସ ପୂର୍ବରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବୋତଲରେ ନୂଆ ଷ୍ଟିକର ଲଗାଇ ବିକ୍ରି କରାଯାଉଛି। ଏପରି କି ପ୍ରିଣ୍ଟ ମୂଲ୍ୟଠାରୁ କିଛି ଟଙ୍କା ଅଧିକ…
ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି
ମାଧପୁର,୩।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି ଇଟା ଭାଟିକୁ ବୁଧବାର ଆଠମଲ୍ଲିକ ତହସିଲଦାର ଡା. ସ୍ବରୂପାନନ୍ଦ ସାହୁ ଅଚାନକ ଚଢ଼ାଉ କରି…
‘ପୋଷ୍ୟ’ ପାଇଁ ହେଉନି ପ୍ରୟାସ
ଅନୁଗୋଳ ଅଫିସ, ୩।୨ – ବେସରକାରୀ ବିଦ୍ୟାଳୟ ପରି ସରକାରୀ ସ୍କୁଲର ବିକାଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସେଥିପାଇଁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି…
ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା
ଅନୁଗୋଳ ଅଫିସ, ୨।୨ ଅନୁଗୋଳ ସହରର ବିଭିନ୍ନ ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା। ବିଡ଼ା ବିଡ଼ା ଟଙ୍କା ଧରି ଦୋକାନ ଦୋକାନ ବୁଲୁଥିବା ୪ ଯୁବକ ଲୋନ୍ କହି ୫ରୁ ୨୫ ହଜାର ବିନା ଗ୍ୟାରେଣ୍ଟିରେ ଧରାଇ ଦେଉଛନ୍ତି। କେବଳ ଆଧାର କାର୍ଡ…
ବିଳମ୍ବ ହେଲାଣି ବର୍ଷେ
ବଅଁରପାଳ,୨ା୨(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ଶ୍ରମିକ ସଙ୍ଗଠନ ସ୍ବୀକୃତି ନିର୍ବାଚନ ବିଳମ୍ବ ହେଉଛି। ୨୦୧୭ ନିର୍ବାଚନରେ ସ୍ମେଲଟରରେ ଆଲୁମିନିୟମ ମଜଦୁର ସଂଘ (ଏଏମ୍ଏସ୍) ଓ ସିପିପିରେ ନାଲ୍କୋ ଶ୍ରମିକ କଂଗ୍ରେସ ୟୁନିୟନ ବିଜୟୀ ହୋଇଥିଲା। ତେବେ…
ଚାପ କମିଲା, ଅପରାଧ କମୁନି
ଅନୁଗୋଳ ଅଫିସ, ୧।୨: ସଦର ଥାନା ଖୋଲାଯିବା ପରେ ଅନୁଗୋଳ ଥାନା ଉପରୁ ଚାପ ହ୍ରାସ ପାଇଛି। କିନ୍ତୁ ସେହି ଅନୁସାରେ ଆପରାଧିକ କାର୍ଯ୍ୟକଳାପ କମୁନାହିଁ। ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅସାମାଜିକମାନେ ଆଡ୍ଡା ଜମାଇବା ସହ…
କିନ୍ନରଙ୍କ ହାତକୁ କାମ
ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍ର ରକ୍ଷଣାବେକ୍ଷଣ…
ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ
ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଶିକ୍ଷାନୁଷ୍ଠାନ ସ୍ଥାପନ ଦିନଠାରୁ ବନ୍ତଳା-ବଡ଼କେରା ପୂର୍ତ୍ତ…
ଅଠର ବର୍ଷର ଅପେକ୍ଷା
ବଇଣ୍ଡା,୨୮ା୧(ପରିକ୍ଷିତ ସାହୁ): କ୍ରୀଡ଼ାର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। କଳିଙ୍ଗ ଷ୍ଟାଡିୟମର ଆଧୁନିକୀକରଣ ଠାରୁ ଆରମ୍ଭ କରି ଜିଲା ଓ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡାଠାରେ ଏକ ମିନି ଷ୍ଟାଡିୟମ…
Archives


