ବେରୋଜଗାରିରୁ ମୁକ୍ତି ଦେଇଛି ‘ମୁକ୍ତା’
ଅନୁଗୋଳ ଅଫିସ, ୨୮ା୮ ସହରରେ ସକାଳୁ ମୂଲ ଲାଗିଲେ ସନ୍ଧ୍ୟାରେ ଚୁଲି ଜଳେ। ହେଲେ କୋଭିଡ୍ କାରଣରୁ ବନ୍ଦ ହୋଇଯାଇଥିଲା ଏହି ସହରୀ ଗରିବଙ୍କ ରୋଜଗାର। କିନ୍ତୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ ବା ମୁକ୍ତା ଯୋଜନା କାର୍ଯ୍ୟକାରୀ ହେବା ପରେ…
ଅଧାରାତିରେ ମହିଳାଙ୍କ କବାଟ ବାଡ଼େଇ ଘରେ ପଶିଥିଲେ ରଙ୍ଗିଲା ପୋଲିସ ବାବୁ: ରାସଲୀଳା ଉଦ୍ୟମ କରି ଫସିଲେ
ଅନୁଗୋଳ ଅଫିସ,୨୭।୮: ରାତି ଅଧରେ ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ ପୋଲିସ ବାବୁ। ମହିଳା ଜଣଙ୍କ କିଛି ପଚାରିବା ପୂର୍ବରୁ ରଙ୍ଗିଲା ପୋଲିସ ବାବୁ ଜଣଙ୍କ ଆରମ୍ଭ କରିଦେଇଥିଲେ ଦୁର୍ବ୍ୟବହାର। ମହିଳା ଜଣଙ୍କ ଏଭଳି କରିବାକୁ ମନା କରିବା…
ମନଇଚ୍ଛା ବୋହି ନେଉଛନ୍ତି ମୋରମ
ବଇଣ୍ଡା,୨୭ା୮(ପରିକ୍ଷିତ ସାହୁ) ରାତିରେ ଚାଲିଛି ଲଘୁ ଖଣିଜ ଲୁଟ୍। ବେଆଇନ ଭାବେ ପାହାଡ଼ ଖୋଳାଯାଇ ମନଇଚ୍ଛା ବୁହା ହେଉଛି ମୋରମ ଓ ମାଟି। ଏପରିକି ସଂରକ୍ଷିତ ଜଙ୍ଗଲରେ ଥିବା ପାହାଡ଼ ମଧ୍ୟ ମାଫିଆଙ୍କ କବଳରୁ ବର୍ତ୍ତିପାରୁ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ…
ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ
ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୫ା୮ – ଅନୁଗୋଳ ଜିଲାର ମେଧାବୀ, ପ୍ରତିଭାବାନ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ମିଳିବ ଅଧିକ ପ୍ରୋତ୍ସାହନ। ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଜରିଆରେ ପ୍ରତି ବ୍ଲକରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପିଲାଙ୍କୁ…
ଅଦରକାରୀ ସାମଗ୍ରୀରେ କୃଷି ଯନ୍ତ୍ରପାତି
ଛେଣ୍ଡିପଦା,୨୪।୮(ଅଜିତ ଧଳ) ଅର୍ଥ ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜୁଥିଲା। ଜମି ଚଷିବାକୁ ବଳଦ ନ ଥିଲା। ଟଙ୍କା ଦେଇ ଟ୍ରାକ୍ଟରରେ ହଳ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କିନ୍ତୁ ନିଜ ଜମିରେ ଫସଲ ଫଳାଇବାର ଇଚ୍ଛା…
ବର୍ଷା ହେଲେ ବଞ୍ଚିବ
ଆଠମଲ୍ଲିକ,୨୪ା୮(ଡି.ଏନ.ଏ.) ଆଷାଢ଼ରେ ହୋଇଥିଲା ନିଅଣ୍ଟିଆ ବର୍ଷା। ତଥାପି ଶ୍ରାବଣକୁ ଆଶା ରଖି ଚାଷୀ ବଢ଼ିଥିଲେ ଆଗକୁ। ରୁଆ ବେଉଷଣ କାର୍ଯ୍ୟ ପ୍ରାୟ ଏକ ତୃତୀୟାଂଶ ଶେଷ ହୋଇଯାଇଥିଲା। ଭଲ କରି ଅସରାଏ କି ଦୁଇ ଅସରା ବର୍ଷା ହୋଇଥିଲେ, ବାକି ଜମିରେ…
ମା’ ବୁଝୁନି ମମତା
ଅନୁଗୋଳ ଅଫିସ,୨୨ା୮: ମାତୃତ୍ୱର ଅର୍ଥ ବୁଝେ ମା’। ସେଥିପାଇଁ ସେ ସ୍ନେହମୟୀ। ମମତାମୟୀ। ପିଲାଟିଏ ତା’ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ। ସରଗର ସଜଫୁଟା ପାରିଜାତ। ହେଲେ ଅନେକ ପାରିଜାତ ଏବେ ମଧ୍ୟ ହେଉଛନ୍ତି ପରିତ୍ୟକ୍ତ। କେତେବେଳେ କେଉଁ ବୁଦା ମୂଳରେ ତ ପୁଣି…
କାଳରେ ଲୀନ ଅପେକ୍ଷାରେ ସାଧନାସ୍ଥଳ
ପାଲଲହଡା,୨୧ା୮ ପ୍ରାୟ ୭୦ ବର୍ଷ ତଳେ ପାଲଲହଡା ଗଡଜାତ (ବର୍ତ୍ତମାନର ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ)ରେ କଳାର ବିକାଶ ପାଇଁ ଗଠନ ହୋଇଥିଲା ଏକ ଅସ୍ଥାୟୀ କଳାକେନ୍ଦ୍ର। ତତ୍କାଳୀନ ରାଣୀ ସୌଭାଗ୍ୟମଞ୍ଜରୀ ପାଲ ଏବଂ କେତେଜଣ କଳାକାର ଏଥିପାଇଁ ଉଦ୍ୟମ କରିଥିଲେ।…
ଶ୍ରାବଣରେ ହେଲାନି ସ୍ବାଭାବିକ
ଛେଣ୍ଡିପଦା,୨୦ା୮(ସ୍ବ.ପ୍ର.) ଶ୍ରାବଣ ସରିବା ଉପରେ। ହେଲେ ମୁଷଳ ଧାରାରେ ତ ଦୂରର କଥା ସ୍ବାଭାବିକ ପରିମାଣର ବର୍ଷା ଏଯାଏ ହୋଇନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଚାଷ କାର୍ଯ୍ୟ ଆଗେଇପାରୁ ନାହିଁ। ବିଲରେ ପଡ଼ିଥିବା ତଳି…
ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ
ଅନୁଗୋଳ ଅଫିସ, ୧୯।୮- ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ତାରରେ ଲାଖି ଯାଇଥିବା ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ବିକ୍ରମପୁର ଥାନା ଏଫ୍ସିଆଇ ମୀନା ବଜାର ଗ୍ରାମରେ। ଉଭୟଙ୍କୁ ପରିବାର…
ହାତୀ ପହଞ୍ଚାଉଛି କ୍ଷତି
ବଇଣ୍ଡା,୧୯ା୮: ଐତିହ୍ୟ ପ୍ରାଣୀ ହାତୀ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳବାସୀ ବର୍ଷ ବର୍ଷ ଧରି କ୍ଷତି ସହୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ହାତୀପଲ ୯ ଜଣଙ୍କ ଜୀବନ ନେଇଥିବାବେଳେ ୧୪୨ଟି ଚାଳ ଓ ଆଜବେଷ୍ଟସ ଘର…
ପଲିଥିନମୁକ୍ତ ଯୋଜନା ପ୍ରହସନ
ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ ପ୍ରଶାସନ ଏପରି ଯୋଜନା ସହ ନିର୍ଦ୍ଦେଶନାମା ଜାରି କରିବା ପରେ କିଛିଦିନ ଧରି ସଚେତନତା…
Archives


