ଲକ୍ଡାଉଡ୍ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ
କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରିରହିଛି। କେତେକ ସ୍ଥାନରେ ଲକ୍ଡାଉନ୍ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍ଡାଉନ୍ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍ଡାଉନ୍ ନିୟମ ନ…
ପାରିବାରିକ କଳହର କରୁଣ ପରିଣତି : ଦୁଇ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ପବିତ୍ରନଗର,୧୬।୭(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା…
ବାର୍ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଏମ୍ଡବ୍ଲ୍ୟୁ କାର୍ ଜବତ, ୬ ଗିରଫ
ଖୋର୍ଦ୍ଧା ଅଫିସ,୧୬ା୭: ଜଣେ ବାର୍ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା ପୋଲିସ ଗୁରୁବାର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ମିକୁ ଓରଫ୍ ମୃତ୍ୟୁଞ୍ଜୟ ନାୟକ, ସାନଭାଇ ଚିକୁ ଓରଫ୍ ଧନଞ୍ଜୟ ନାୟକ, ନୂଆପଲ୍ଲୀ ବେହେରାବସ୍ତିର…
ଆଇସୋଲେଶନ ଓ୍ବାର୍ଡରେ ନାବାଳିକାକୁ ବଳାତ୍କାର
ପାଟନା, ୧୫।୭- ମହାମାରୀ କରୋନା ଭାଇରସ୍ ଭାରତରେ ଗମ୍ଭୀର ରୂପ ଧାରଣ କରିଛି। ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ଏକ ସଙ୍କଟଜନକ ସମୟରେ ବିହାରର ସର୍ବବୃହତ ସରକାରୀ…
ପାଣିକୁ ଡେଇଁ ପଡ଼ିଲେ ପ୍ରେମୀ ଯୁଗଳ, କାହିଁକି…
ଭାଗଲପୁର, ୧୫।୭- ରାତି ଅଧରେ ଘରୁ ଲୁଚି ପଳାଉଥିବା ଦୁଇ ପ୍ରେମୀ ଯୁଗଳ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ଏହାପରେ ଗ୍ରାମବାସୀ ପିଛା କରିବାରୁ କୌଣସି ଉପାୟ ନ ପାଇ ଶେଷରେ ପାଣି ଭର୍ତ୍ତି ଏକ ଗଭୀର ଗାତକୁ ଡେଇଁପଡ଼ିଥିଲେ। ଆଉ ତାପରେ……
ବାଇକରେ ଷ୍ଟଣ୍ଟ କରିବାକୁ ବାରଣ କରିବାରୁ ଯୁବକଙ୍କୁ ହତ୍ୟା
ନୂଆଦିଲ୍ଲୀ, ୧୩।୭: ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଇକରେ ଷ୍ଟଣ୍ଟ କରୁଥିବା କିଛି ଯୁବକଙ୍କୁ ଏପରି ନ କରିବା ପାଇଁ ବାରଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଯାହାର ଫଳସ୍ବରୂପ ଯୁବକମାନେ ରାଗିଯାଇ ସେହି ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା…
ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଜେଲ୍ ଗଲେ ଶିକ୍ଷକ
ପଦ୍ମପୁର,୧୩ା୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ଜେଲ୍ ଯାଇଛନ୍ତି ଜଣେ ଶିକ୍ଷକ। ସୂଚନାଯୋଗ୍ୟ, ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ତାଙ୍କ ଶାଶୁଘରକୁ ପଠାଇ ବ୍ଲାକ୍ ମେଲିଂ କରୁଥିଲେ। ଏନେଇ ଅଭିଯୋଗ ହେବା…
ଜୁନାଗଡ଼ରୁ ୩.୨ କୁଇଣ୍ଟାଲ ରତ୍ନ ପଥର ଜବତ, ଯୁବକ ଅଟକ
ଜୁନାଗଡ଼,୧୩।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଓ ଜୁନାଗଡ଼ ପୋଲିସ ରବିବାର ସନ୍ଧ୍ୟାରେ ଚଢ଼ାଉକରି ୩ କୁଇଣ୍ଟାଲ ୨ କିଗ୍ରା ରତ୍ନ ପଥର (ରୁବି ଓ ପାନ୍ନା) ଜବତ କରିଛି। ଏଥିରେ ସମ୍ପୃକ୍ତ…
ପଳାତକ ଅପରାଧିଙ୍କ ଉପରେ ଚାପ ପକାଇବା ପାଇଁ ବିହାର ପୋଲିସର ଅନନ୍ୟ ଉପାୟ
ପାଟନା, ୧୨।୭- ଅନେକ ଦିନ ଧରି ଫେରାର ଥିବା ଅପରାଧିଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବିହାର ପୋଲିସ ଏକ ଅନନ୍ୟ ଉପାୟ ଅବଲମ୍ବନ କରିଛି। ଅପରାଧିଙ୍କୁ ଧରିବା ପାଇଁ ବିହାର ପୋଲିସ ପକ୍ଷରୁ ବ୍ୟାଣ୍ଡ୍, ବାଜା ଇତ୍ୟାଦି ବାହାଘର…
ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ
ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଯେଉଁଦିନ ଅମରଙ୍କୁ ଏନ୍କାଉଣ୍ଟରରେ ହତ୍ୟା କରାଯାଇଥିଲା, ଏହାର…
ଘରକୁ ଜଳଖିଆ ଖାଇବାକୁ ଡାକି ବାବାଙ୍କ ଅଶ୍ଳୀଳ ଭିଡିଓ ବନାଇଲେ ଯୁବତୀ
ଯୋଧପୁର – ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ତଥାକଥିତ ବାବା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜଣେ ଯୁବତୀ ଘରକୁ ଜଳଖିଆ ଖାଇବାକୁ ଡାକି ପରିବାର ଲୋକଙ୍କ ସହ ମିଶି ଜବରଦସ୍ତି ତାଙ୍କର ଅଶ୍ଳୀଳ ଭିଡିଓ ବନାଇଛନ୍ତି। ଏଥିସହ ତାଙ୍କୁ ବ୍ଲାକମେଲ୍…
ପୋଲିସ ବେଶରେ ଡାକ୍ତରଙ୍କ ଘରୁ ଲୁଟିନେଲେ
ଛାପ୍ରା, ୧୧।୯- ଚୋରି କରିବାର ଅଭିନବ ଉପାୟ। ପୋଲିସ ପୋଷାକରେ ରାତି ଅଧରେ ଘରେ ପଶିଲେ। ଏହାପରେ ଯାଞ୍ଚ ଆଳରେ ଘରୁ ନଗଦ ଟଙ୍କା, ଗହଣା ଲୁଟି ନେଇଗଲେ। ଏମିତି ଏକ ଘଟଣା ବିହାରର ଶରନ ଜିଲାରୁ ସାମ୍ନାକୁ ଆସିଛି। ଛାପ୍ରା…
Archives


