ଅପରାଧ

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିବା ଯୁବତୀଙ୍କୁ ଗଣ ବଳାତ୍କାର

ସାରଣ, ୨୩।୭: ମା’ଙ୍କ ପାଇଁ ବଜାରରୁ ଔଷଧ ଆଣିବାକୁ ଯାଇଥିବା ଜଣେ ଯୁବତୀ ଗଣ ବଳାତ୍କାରର ଶିକାର ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାଟି ବିହାରର ସାରଣ ଜିଲା ତରେୟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟିଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମା’ଙ୍କ…

ଏଟିଏମ୍‌ କାର୍ଡ ଲୁଟ୍‌ ପରେ ପିନ୍‌ ନମ୍ବର ପାଇଁ ଫେରିିଲେ ଲୁଟେରା; ତାପରେ…

ନୋଏଡା, ୨୩।୭: ନୋଏଡାରୁ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନୋଏଡାର ଫେଜ୍‌-୩ ଅନ୍ତର୍ଗତ ତହତଗଡ଼ି ଚୌଖଣ୍ଡି ଗ୍ରାମର ଜଣେ ଯୁବକ ରାତିରେ ଖାଇବା ପାଇଁ ସ୍ଥାନୀୟ ବଜାରକୁ ଆସିଥିବାବେଳେ ଲୁଟ୍‌ର ଶିକାର ହୋଇଥିଲେ। ଦୁଇଜଣ ଲୁଟେରା ଏହି ବ୍ୟକ୍ତିଙ୍କଠାରୁ…

କୋଭିଡ୍‌ ସେଣ୍ଟରରେ ନାବାଳିକାଙ୍କୁ ବଳାତ୍କାର, ୨ ଗିରଫ

ନୂଆ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ କୋଭିିଡ୍‌ ସେଣ୍ଟରରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଦିଲ୍ଲୀର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ପୀଡିତା ଜଣଙ୍କ…

ମିଥ୍ୟା ଧର୍ମ କହି ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଲେ ଯୁବକ; ତାପରେ…

ମିରଟ, ୨୨।୭: ଉତ୍ତର ପ୍ରଦେଶର ମିରଟରୁ ଏକ ଚାଞ୍ଚଲ୍ୟର ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ଝିଅକୁ ହତ୍ୟା କରାଯାଇ ମାଟିତଳେ ପୋତି ଦିଆଯାଇଥିବାବେଳେ ପୋଲିସ ଉଭୟଙ୍କ କଙ୍କାଳକୁ ଉଦ୍ଧାର କରିଛି। ଘଟଣାରୁ…

କରୋନା ଆକ୍ରାନ୍ତ ଯୁବତୀଙ୍କ ସହ ବଳାତ୍କାର ଉଦ୍ୟମ କରି ଡାକ୍ତର ଗିରଫ

ଆଲିଗଡ଼, ୨୨।୭: ଭାରତରେ କରୋନା ମହାମାରୀ ଗମ୍ଭୀର ରୂପ ଧାରଣ କରିଛି। ଗତ କିଛିଦିନ ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରୁ ୪୦ ହଜାର ମଧ୍ୟରେ ରହୁଛି। ଏହାକୁ ନେଇ ସରକାର ଚିନ୍ତାରେ ରହିଥିବାବେଳେ ଏଭଳି ଏକ ସମୟରେ ଏକ…

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଏକ୍ସାଇଜ୍‌ ଏସ୍‌ଆଇଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ପଙ୍କଜ ଜୈନ। ଉଜୈନ ପୋଲିସ…

ଭିଣୋଇ-ସ୍ତ୍ରୀଙ୍କ ଅନୈତିକ ସମ୍ପର୍କରେ ବଳି ପଡ଼ିଲେ ସ୍ବାମୀ

ନୋଏଡ଼ା, ୨୧।୭: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଓ ସମ୍ପତ୍ତି ଲୋଭ କାରଣରୁ ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍‌ ପଠାଇ…

ନାବାଳିକାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ

ରାଞ୍ଚତ୍, ୨୦।୨: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚତ୍ରୁ ଏକ ସମ୍ବେଦନଶୀଲ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ନାମକୁମ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଉଭୟ…

ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର କରିଛନ୍ତି।…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମରେ…

ଚରିତ୍ରକୁ ସନ୍ଦେହ କରି ଝିଅକୁ ପିଟି ପିଟି ମାରିଦେଲା ବାପା

ବେମେତରା, ୧୯।୭: ଝିଅର ଚରିତ୍ରକୁ ସନ୍ଦେହ କରି ଜଣେ ବାପା କେତେ ହିଂସ୍ରରୂପ ଧାରଣ କରିବାରେ ତାହା ଛତିଶଗଡ଼ର ବେମେତରା ଜିଲାରେ ଦେଖିବାକୁ ମିଳିଛି। ବେମେତରାର ନାନ୍ଦଲ ଗ୍ରାମର ହରିଶଙ୍କର ସାହୁ କିଛିଦିନ ହେବ ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅର…

ବନ୍ଧୁକ ଦେଖାଇ ଅପହରଣ ଘଟଣା: ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର ଅଫିସ,୧୯ା୭: ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଳପଡ଼ାର ସୋମ୍ୟରଞ୍ଜନ ଦାଶ, ସଞ୍ଜୀବ ମୁଗ୍ରୀ, ବିଶାଳ ସୁନା, ଆକାଶ ଷଣ୍ଢ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri