ଅପରାଧ

ଦ୍ୱିତୀୟଥର କନ୍ୟା ସନ୍ତାନ ହେବାରୁ ୪ ବର୍ଷର ଝିଅକୁ କାନ୍ଥରେ ପିଟି ହତ୍ୟା କଲା ମା’

ଲୁଧିଆନା, ୧୮।୧୦: ପଞ୍ଜାବର ଲୁଧିଆନାରୁ ଚକିତ କଲାଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ କଳିଯୁଗୀୟ ମା’ ଦ୍ୱିତୀୟଥର କନ୍ୟା ସନ୍ତାନ ଜନ୍ମ କରିବାରୁ ଚିନ୍ତାରେ ପଡ଼ିଯାଇଥିଲେ। ଏହାପରେ ସେ ନିଜର ୪ ବର୍ଷର ବଡ଼ ଝିଅକୁ ଗାଧୁଆ ଘର କାନ୍ଥରେ…

ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା ଫ୍ରେଞ୍ଚ୍‌…

ପ୍ରେମ ବିବାହ କରିବାରୁ ଯୁବକଙ୍କୁ ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ, ୧୮।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରେମ ବିବାହ କରିବା ଜଣେ ଯୁବଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ଼ ହେବା ଫଳରେ ତାଙ୍କ କାନର ପର୍ଦ୍ଦା ଫାଟିଯିବା ସହିତ ସେ ଗୁରୁତର ହୋଇଯାଇଛନ୍ତି। ଯୁବକଙ୍କ…

ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର…

ବସ୍‌ଷ୍ଟାଣ୍ଡ୍‌ରୁ ଦାଦାବଟି ନେଉଥିଲେ ବସ୍‌ ମାଲିକ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଦାଦାବଟି ଆଦାୟ କରୁଥିଲେ ଖୋଦ୍‌ ବସ୍‌ ମାଲିକ। ଏହା କମିଶନରେଟ ପୋଲିସର ନଜରକୁ ଆସିବା ପରେ ଆଣ୍ଟି-ଏକଷ୍ଟର୍ନଶନ ଟାସ୍କ ଫୋର୍ସ ଉକ୍ତ ବସ୍‌ ମାଲିକ ଭରତ ପ୍ରଧାନଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ଜଣ…

ଗ୍ୟାଙ୍ଗ୍‌ଷ୍ଟର ରାଜା, ୨ ସହଯୋଗୀ ଗିରଫ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଦାଦାବଟି ବନ୍ଦ କରିବାକୁ ପୋଲିସ ଡିଜି ଅଭୟ ଶୁକ୍ରବାର ନିର୍ଦ୍ଦେଶ ଦେବାପରେ ଶନିବାର ପଦକ୍ଷେପ ଆରମ୍ଭ କରିଛି କମିଶନରେଟ ପୋଲିସ୍‌। ‘ଦାଦାବଟିକୁ ନା’ ସ୍ପେଶାଲ ଡ୍ରାଇଭ୍‌ର ପ୍ରଥମ ଦିନରେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା…

ମଳଦ୍ୱାରରେ ଲୁଚାଇ ନେଉଥିଲେ ୨.୧୬ କୋଟି ଟଙ୍କାର ସୁନା

ଚେନ୍ନାଇ, ୧୭।୧୦: କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ୪.୧୪ କେଜି ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨.୧୬ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୩ ଜଣ ବ୍ୟକ୍ତିଙ୍କୁ ଗିରଫ…

ସରପଞ୍ଚଙ୍କୁ ହାଣିଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୧୬ା୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦଙ୍କୁ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ଡାହାଣ ହାତ ଦୁଇଟି ଆଙ୍ଗୁଠି କଟିଯାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗ୍ରାମର ଗୋଟିଏ…

ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ

ସଲ୍ଟ ଲେକ ସିଟି,୧୩।୧୦-ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୋଲିସ ଚଢାଉ କରି ୨୦ଟି ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ ଜବତ କରିଛି। ଏହି ଘଟଣାରେ ମାର୍ଟିନ ବୋନ(୬୮) ନାମକ ଜଣେ ବୃଦ୍ଧଙ୍କୁ ପୋଲିସ ଗିରଫ…

ମୋବାଇଲ ବଦଳରେ ପଥର ଦେଇ ୧୭୦ ଲୋକଙ୍କୁ ପ୍ରତାରିତ କରିଥିବା ୨ ଠକ ଗିରଫ

ଭୋପାଳ, ୧୩।୧୦: ଆଗାମୀ ପାର୍ବଣ ଋତୁକୁ ନଜରରେ ରଖି ପାର୍ସଲ ମାଧ୍ୟମରେ ଠକେଇ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀର ୨ଜଣ ଠକ ନାମିଦାମୀ ବ୍ରାଣ୍ଡର ମୋବାଇଲକୁ ଶସ୍ତାରେ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ପାର୍ସଲରେ ପଥର ପଠାଇ ୧୭୦ ଜଣ ଲୋକଙ୍କୁ…

ବିବାହର ପ୍ରତିଶ୍ରୁତି ଦେଖାଇ ନାବାଳିକାଙ୍କୁ ବଳାତ୍କାର

ଦିଗପହଣ୍ଡି,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କୌଶଳ କ୍ରମେ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ଥାନା ମାମଲା ନଂ. ୨୩୩/୨୦ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ…

ଭାଲୁ, ହରିଣ ଅଙ୍ଗ ଚୋରା ଚାଲାଣବେଳେ ୪ ଗିରଫ

ହଲ୍‌ଦଓ୍ବାନୀ, ୧୧।୧୦: ଭାଲୁ, ହରିଣ ଓ କଇଁଛ ଅଙ୍ଗ ଚୋରାଚାଲାଣ ସମୟରେ ୨ଟି ଭିନ୍ନ ଘଟଣାରେ ସପ୍ତାହକ ମଧ୍ୟରେ ଉତ୍ତରାଖଣ୍ଡ ବନ ବିଭାଗ ଓ ପୋଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି। ବାଗେଶ୍ୱର ଜିଲାରେ ରବିବାର ଭାଲୁ ଓ ହରିଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri