ବାଣିଜ୍ୟ

ସଂସ୍କାର ଧାରାରୁ ଫାଇଦା ମିଳିବ:ମୋଦି

ନୂଆଦିଲ୍ଲୀ,୩।୬: ଭାରତ ନିଶ୍ଚିତ ପକ୍ଷେ ଏହାର ଅଭିବୃଦ୍ଧି ପଥକୁ ଫେରିବ। ଲକ୍‌ଡାଉନ ସମୟରେ ସରକାର ଯେଉଁ ସଂସ୍କାର ଧାରା ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶକୁ ପୁଣି ଥରେ ଛିଡା…

ଧାନ ଏମ୍‌ଏସ୍‌ପି ୧୮୬୮ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୨ା୬(ପି.ଟି.): କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ ଏମ୍‌ଏସ୍‌ପି ୧,୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଖାଦ୍ୟଶସ୍ୟ, ଡାଲି ଓ ତୈଳବୀଜ ଆଦି…

ଏମ୍‌ଏସ୍‌ଏମ୍‌ଇ ଲାଗି ନୂଆ ରୋଡ୍‌ମ୍ୟାପ୍‌

  ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପ୍ରମୁଖ…

୮୭୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ,୨।୬: ଦେଶର ଅର୍ଥ ବ୍ୟବସ୍ଥାକୁ ଅନ୍‌ଲକ୍‌ କରିବା ଲାଗି ସରକାରଙ୍କ ଘୋଷଣାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୮୭୯ ପଏଣ୍ଟ ବଢ଼ିଥିବା ଜଣାପଡ଼ିଛି। ଏହି ସମୟରେ ରିଲାଏନ୍ସ ଇଷ୍ଟଷ୍ଟ୍ରିଜ, ଏଚ୍‌ଡିଏଫ୍‌ସି ଟ୍ବିନ୍ସ ଏବଂ…

ଏଲ୍‌ପିଜି ଦର ୧୧.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨।୬: ସୋମବାର ଅଣ ସବ୍‌ସିଡି ଏଲ୍‌ପିଜି କ୍ଷେତ୍ରରେ ସିଲିଣ୍ଡର ପିଛା ୧୧.୫ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ପ୍ରାୟ ୫୬.୫ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ପରିବର୍ତ୍ତନ…

‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୬: ଜୁନ୍‌ ପହିଲାରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ ହୋଇଛନ୍ତି। ଫଳରେ ଉକ୍ତ ଯୋଜନାରେ ଯୋଗଦେଇଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସଂଖ୍ୟା…

ମଝି ସିଟ୍‌ ଖାଲି ରଖିବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ସରକାର ଏହାକୁ ନଜରରେ ରଖି କଟକଣା କୋହଳ କରିଥିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମେ ମାସ ୨୫ ପରଠାରୁ ସାରା ଦେଶରେ ଘରୋଇ ବିମାନ ଉଡ଼ାଣକୁ ଅନୁମତି ମିଳିଛି। ଏଭଳି ସ୍ଥିତିରେ ବିମାନ…

ପ୍ରଦୀପ କୁମାର ତ୍ରିପାଠୀ ଇସ୍ପାତ ସଚିବ

ନୂଆଦିଲ୍ଲୀ,୨।୬: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ସୋମବାର କେନ୍ଦ୍ର ଇସ୍ପାତ ସଚିବ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ମେ ୩୧ରେ ଏହି ପଦବୀରେ ଅବସ୍ଥାପିତ ଥିବା ବିନୟ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତ୍ରିପାଠୀ…

କମ୍ପାନୀଗୁଡ଼ିକର ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨।୬: କରୋନା କବଳିତ ବଜାରରେ ବର୍ତ୍ତମାନ ଚାହିଦା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେ ମାସରେ ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରି ସମ୍ପୂର୍ଣ୍ଣ ଖସି ଯାଇଛି। ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ବିକ୍ରି ୮୬% ଖସିଛି। ଏହି…

ଭିମ୍‌ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ

ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍‌ ଆପ୍‌ରୁ ପ୍ରାୟ ୭୦ ଲକ୍ଷ ଡାଟା ଚୋରି ହୋଇଥିବା ଇସ୍ରାଏଲ ସାରବର ସିକ୍ୟୁରିଟି ଫାର୍ମ ଭିପିଏନ…

ମହଙ୍ଗା ହେଲା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୬: ଦେଶରେ ସୋମାବାର ଅନ୍‌ଲକ୍‌ ୧.୦ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ସାଧାରଣ ଜନତାଙ୍କ ଉପରେ ପଡିଛି ମହଙ୍ଗା ମାଡ। ଦେଶର ଅଏଲ ମାର୍କେଟିଂ କମ୍ପାନୀ ବିନା ସବ୍‌ସିଡି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି। ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ…

ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ୧୪୫ ଗ୍ରାମ୍‌କୁ ବୃଦ୍ଧି

ଭୁବନେଶ୍ୱର,୧।୬: ଦେଶ ସ୍ବାଧୀନ ହେବା ସମୟରେ ଓଡ଼ିଶାରେ ହାରାହାରି ଦୈନିକ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ ପ୍ରାୟ ୭୦ ଗ୍ରାମ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାକରି ପଦକ୍ଷେପ ନେଇଛନ୍ତି। ଫଳରେ ୨୦୧୯-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?