ଲକ୍ଡାଉନରୁ କୃଷି ଆନୁଷଙ୍ଗିକ କ୍ଷେତ୍ର ବାଦ୍
ନୂଆଦିଲ୍ଲୀ ୨୮। ୩: କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପକୁ ଲକ୍ଡାଉନରୁ ବାଦ୍ ଦିଆଯାଇଛି। ରବି ଫସଲ ଅମଳକୁ ଠିକ୍ ଭାବେ ପରିଚାଳନା କରାଇବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର...
ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ
ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ ଏପ୍ରିଲ ୧୪ ଯାଏ ବାତିଲ କରି ଦିଆଯାଇଛି। ୨୧ ମାର୍ଚ୍ଚରୁ ଏପ୍ରିଲ ୧୪...
କୋଭିଡ୍-୧୯ ମୁକାବିଲା: ଟାଟା ସନ୍ସ ଦେଲା ୧୦୦୦ କୋଟି
ନୂଆଦିଲ୍ଲୀ, ୨୯। ୩: କୋଭିଡ ଲଢେଇ ଲାଗି ସାରା ଦେଶର ଉଦ୍ୟୋଗପତି ନିଜର ଯୋଗଦାନ ରଖୁଛନ୍ତି। କରୋନା ମୁକାବିଲା ଲାଗି ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରାଯାଇଛି। ଟାଟା ଗ୍ରୁପର ସେବା ନିବୃତ୍ତ...
୧୫୦ କୋଟିର ପାଣ୍ଠି ଗଠନ କଲା ଆଇଟିସି
ନୂଆଦିଲ୍ଲୀ, ୨୯। ୩: କରୋନା ମୁକାବିଲା ପଦକ୍ଷେପ ସ୍ବରୂପ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କମ୍ପାନୀ ଏହାର ‘ନେଶନ ଫାଷ୍ଟ ସବ୍ ସାଥ ବଢେ’ କାର୍ଯ୍ୟକ୍ରମ ଅଧୀନ ସମାଜର ନିଷ୍ପେଷିତ...
ମୋରାଟୋରିୟମରେ ସାମିଲ କ୍ରେଡିଟ କାର୍ଡ ଇଏମ୍ଆଇ
ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରାଦେଶରେ ଏବେ ଲକ୍ଡାଉନ ଘୋଷଣା ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ଋଣ କ୍ଷେତ୍ରରେ କିସ୍ତି ବା ଇଏମ୍ଆଇ ପ୍ରଦାନରେ ରିଜର୍ଭ ବ୍ୟାଙ୍କ ଆଗାମୀ ୩ ମାସ ଲାଗି କୋହଳ ବ୍ୟବସ୍ଥା କରାଯାଇଛି। ଏହା ସମସ୍ତ...
ନଗଦ ଉପଲବ୍ଧରେ ହେବନି ଅସୁବିଧା
ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ବ୍ୟାଙ୍କ ଜରୁରିକାଳୀନ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ବର୍ତ୍ତମାନ ଲକ୍ଡାଉନ ଯୋଗୁ ବଜାରରେ ନଗଦ ଉପଲବ୍ଧତା ବାଧାପ୍ରାପ୍ତ...
ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କୁ ୩ ମାସର ଅଗ୍ରୀମ ପେନଶନ
ନୂଆଦିଲ୍ଲୀ୨୮। ୩: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବାଙ୍କ ଲାଗି ସରକାର ୩ ମାସର ଅଗ୍ରୀମ ପେନସନ ପ୍ରଦାନ କରିବେ। ଏହା ଦ୍ୱାରା ପ୍ରାୟ ୩ କୋଟି ହିତାଧିକାରୀ ଉପକୃତ ହେବେ। କରୋନା ଭାଇରସ ଲାଗି ଏବେ ସାରା ଦେଶରେ...
ବ୍ୟବସ୍ଥାକୁ ୩.୭୪ ଲକ୍ଷ କୋଟି ନଗଦ ଛାଡିବ ଆର୍ବିଆଇ
ମୁମ୍ବାଇ୨୮। ୩: କୋଭିଡ-୧୯ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବକୁ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଦେଶର ଅର୍ଥ ବ୍ୟବସ୍ଥାକୁ ମୋଟ ୩.୭୪ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ କରାଇ...
ବ୍ୟାଙ୍କିଙ୍ଗ ସିଷ୍ଟମ ନିରାପଦ: ଶକ୍ତିକାନ୍ତ
ମୁମ୍ବାଇ୨୮। ୩: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନିରାପଦ ରହିଛି। ବ୍ୟାଙ୍କକୁ ଶେୟାର ବଜାର କିମ୍ବା ଶେୟାର ପ୍ରାଇସ ସହ ତୁଳନା ନ କରିବା ଉଚିତ। ବ୍ୟାଙ୍କରେ ରହିଥିବା ଜମାକୁ ନେଇ ଜମାକାରୀ ଆତଙ୍କିତ ନ ହେବାକୁ ଶୁକ୍ରବାର ରିଜର୍ଭ ବ୍ୟାଙ୍କ...
ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ନେଇ ସରକାରଙ୍କ ଫୋକସ
ନୂଆଦିଲ୍ଲୀ୨୮। ୩: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଭିଡିଓ କନଫରେନ୍ସି ଦ୍ୱାରା ଭିତ୍ତିଭୂମି ଓ ଇ-କମର୍ସ କ୍ଷେତ୍ରର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।...
ବିଶ୍ୱକୁ ଲାଗିବ ୩.୬ ଲକ୍ଷ କୋଟି ଡଲାର ଝଟକା
ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବ ଯୋଗୁ ସାରା ବିଶ୍ୱରେ ଅଢେଇ କୋଟି ଲୋକ ରୋଜଗାର ହରାଇବେ ବୋଲି ଆଶଙ୍କା କରାଯାଇଛି। ଏହି ସମୟରେ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୩.୬ ଲକ୍ଷ କୋଟି ଡଲାରର ଝଟକା ଲାଗିବ ବୋଲି ଜାତିସଂଘ ପକ୍ଷରୁ...
ଧିମେଇବ ଅର୍ଥ ବ୍ୟବସ୍ଥା
ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବକୁ କମାଇବା ଲାଗି ସରକାର ଦେଶରେ ୨୧ ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଶର ଆର୍ଥିକ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। ଦେଶର ଆର୍ଥତ୍କ ଅଭିବୃଦ୍ଧିର ଗତି ଧିମେଇବ ବୋଲି ବଜାର...
Archives


