ବିଶ୍ୱ ବ୍ୟାଙ୍କ ଇଡି ହେଲେ ରାଜେଶ ଖୁଲାର

ନୂଆଦିଲ୍ଲୀ, ୧୫।୯: ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ ଖୁଲାରଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅବସ୍ଥାପିତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଅର୍ଡରରୁ ଏହି ସୂଚନା ମିଳିଛି। ଖୁଲାର ୧୯୮୮ ମସିହା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ହରିୟାଣା କ୍ୟାଡର ଅଧିକାରୀ। ସେ ହରିୟାଣାରେ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଅଗଷ୍ଟ ୩୧ ପରଠାରୁ ତାଙ୍କୁ ଅଗାମୀ ୩ ବର୍ଷ ଲାଗି ଏହି ନିଯୁକ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

ନିରାପତ୍ତା କାର୍ଯ୍ୟ ଲାଗି ବାତିଲ ରହିବ ୩ ଟ୍ରେନ

ଭୁବନେଶ୍ୱର,୭-୨: ପାରାଦୀପ ରେଳ ଷ୍ଟେଶନଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ନିରାପତ୍ତା ତଥା ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ଫଳରେ କଟକ-ପାରାଦୀପ...

ଗଭୀର କ୍ଷତିଗ୍ରସ୍ତ ହୋଇପାରେ ଆଇଟି ଶିଳ୍ପ ରାଜସ୍ବ

ମୁମ୍ବାଇ,୨୬।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ଯୋଗୁ ଦେଶର ଆଇଟି ଶିଳ୍ପ ରାଜସ୍ବ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯିବା ଆଶଙ୍କା ଉପୁଜିଛି। କମ୍ପାନୀଗୁଡିକର ମାର୍ଜିନ କମିବା...

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର...

୭୩ ବର୍ଷରେ ସୁନା ୧୦ ଗ୍ରାମ୍‌ ଦାମ୍‌ ବଢ଼ିଛି ୬୦୦ ଗୁଣା: ୧୯୪୭ରେ ଥିଲା ୮୮ ଟଙ୍କା…

ନୂଆଦିଲ୍ଲୀ,୧୫।୮: ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିଲା। ଇତିମଧ୍ୟରେ ୭୩ ବର୍ଷ ବିତି ଯାଇଛି। ଏହି ସମୟ ମଧ୍ୟରେ ଦେଶର ଜନସଂଖ୍ୟା ବଢ଼ି ୧୩୦...

ପ୍ରିଭେସି ଅପ୍‌ଡେଟ୍‌ ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ପରିବର୍ତ୍ତନକୁ ନେଇ ଗତ କିଛିଦିନ ହେବ ୟୁଜରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ମଙ୍ଗଳବାର ଏହି ଘଟଣାରେ...

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ...

ଭାରତରେ ନିବେଶ କରିବ ପେଗାଟ୍ରନ କର୍ପୋରେଶନ

ନୂଆଦିଲ୍ଲୀ,୧୭।୭: ଆପଲ୍‌ ଇଙ୍କ୍‌ର ଆସେମ୍ବଲ ପାର୍ଟନର ପେଗାଟ୍ରନ କର୍ପୋରେଶନ ଭାରତରେ ଏହାର ପ୍ରଥମ ପ୍ଲାଣ୍ଟ ସ୍ଥାପନ କରିବ। ଏ ନେଇ କମ୍ପାନୀ ବର୍ତ୍ତମାନ ଯୋଜନା ଧାର୍ଯ୍ୟ...

Advertisement
Archives

Model This Week