୨୦୨୧-୨୨ରେ ସ୍ଥିତାବସ୍ଥା ଫେରିବ

 

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଭାରତର ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରିବା ନେଇ ଆକଳନ କରାଯାଇଛି। ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂସ ପକ୍ଷରୁ ଶୁକ୍ରବାର ଭାରତର ଦୀର୍ଘମିଆଦୀ ରେଟିଂକୁ ବିବିବି- ଏବଂ ସ୍ବଳ୍ପ ମିଆଦୀ ଭିତ୍ତିରେ ଏ-୩ ରଖାଯାଇଛି। ଦୀର୍ଘମିଆଦୀ ଭିତ୍ତିରେ ଭାରତର ଆଉଟଲୁକ୍‌କୁ ଏହି ଏଜେନ୍ସି ସ୍ଥିର ରଖିଛି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତର ସ୍ଥିତାବସ୍ଥା ଫେରିବା ନେଇ ଏହା ପୂର୍ବାନୁମାନ କରିଛି। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି ୧୦% ଛୁଇଁବା ନେଇ ଏହା ଆକଳନ କରିଛି। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ଏକ ବଡ ଚ୍ୟାଲେଞ୍ଜ ଦେଇ ଗତି କରୁଛି । ଏଥିରେ ଆଗାମୀ ଦିନରେ ଉନ୍ନତି ଆସିବା ନେଇ ଏଜେନ୍ସି ପୂର୍ବାନୁମାନ କରିଛି। ଚଳିତ ଆର୍ଥତ୍କ ବର୍ଷ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୧୨.୫% ଛୁଇଁପାରେ ବୋଲି ଏହା ଆକଳନରେ କହିଛି। ରାଜସ୍ବ ସଂଗ୍ରହ ହ୍ରାସ ହେଉଥିବାରୁ ଏହା ରାଜକୋଷ ଉପରେ ଚାପ ପକାଉଛି। ଫଳରେ ସରକାର ବାଧ୍ୟହୋଇ ଋଣ ଉପରେ ଭରସା କରିବେ। ସରକାରଙ୍କ ନେଟ୍‌ ଋଣ ଅତ୍ୟଧିକ ବଢ଼ିଯିବା ନେଇ ଏହା ମତ ରଖିଛି। ଏହା ମୋଟ ଜିଡିପିର ୯୦% ଟପିବା ନେଇ ଏସ୍‌ପି ଏହାର ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

୮.୬୫% ସୁଧ ହାର ଉପରେ ଇପିଏଫ୍‌ଓ କାଏମ

ନୂଆଦିଲ୍ଲୀ,୨୯-୬-ଶ୍ରମ ମନ୍ତ୍ରଣାଳୟ ଓ କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ପିଏଫ୍‌ ସୁଧ ହାର ୮.୫୫ରୁ ୮.୬୫%କୁ ବୃଦ୍ଧି କରିବା ଲାଗି ନେଇଥିବା...

ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌;ଚାଇନାକୁ ଟକ୍କରଦେବାର ଯୋଜନା

ନୂଆଦିଲ୍ଲୀ,୧୬-୭: ଦେଶକୁ ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ ହବ୍‌ ଭାବେ ତିଆରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ଏକ...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

୩୫୫ ପଏଣ୍ଟ ଉଚ୍ଚରେ ସେନ୍‌ସେକ୍ସ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବର୍ତ୍ତମାନ ସାରା ବିଶ୍ୱ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ଭାରତୀୟ ଶେୟାର ବଜାର ବୁଧବାର ପ୍ରାୟ ୧% ଉଚ୍ଚରେ...

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ...

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ...

ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

  ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା...

Advertisement
Archives

Model This Week