ବାଣିଜ୍ୟ

ପହିଲାରୁ ନୂଆ ଚେକ୍‌ ପେମେଣ୍ଟ ନିୟମ

ନୂଆଦିଲ୍ଲୀ: ୨୦୨୧ ଜାନୁୟାରୀ ପହିଲାରୁ ନୂଆ ଚେକ୍‌ ପେମେଣ୍ଟ ନିୟମ ଲାଗୁ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କିଛି ମାସ ହେବ ‘ପଜିଟିଭ ପେ ସିଷ୍ଟମ’ ଲାଗୁ କରିଛି। ଉଲ୍ଲେଖଯୋଗ୍ୟ ଯେ, ନୂତନ ନିୟମ ଅନୁସାରେ ୫୦…

ଏମ୍‌ଏସ୍‌ଏମ୍‌ଇକୁ ୨.୦୫ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ସରକାର ଘୋଷଣା କରିଥିବା ୩ ଆତ୍ମନିର୍ଭର ପ୍ୟାକେଜର ଅଗ୍ରଗତି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସମୀକ୍ଷା କରିଛନ୍ତି। କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଛିଡ଼ା କରିବା ଲାଗି ସରକାର ଏହି ପ୍ୟାଜେକ ଘୋଷଣା କରିଥିଲେ। ବିଭିନ୍ନ…

ସରଳ ହେବ ଜିଏସ୍‌ଟି ରିଟର୍ନ ଫାଇଲ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରିଟର୍ନ ଫାଇଲ ବେଳେ ଟିକସଦାତା ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଜିଏସ୍‌ଟି ରିଟର୍ନ ଫାଇଲକୁ ଆହୁରି ସରଳ କରିବା ଲାଗି ସୁବିଧା ଆଗାମୀ ଦିନରେ ଆସିବ ବୋଲି ଏକ…

ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକୁଳାଇବାକୁ ସରକାର…

୧୧ ଶହ କୋଟି ବେଟିଂ ମାମଲାରେ ଜଣେ ଗିରଫ

ହାଇଦ୍ରାବାଦ: ଚାଇନା ବେଟିଂ ଆପ୍‌ ଦ୍ୱାରା ୧,୧୦୦ କୋଟି ଟଙ୍କାର ବେଟିଂ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଗୁଜରାଟ ଭାବନଗରର ୨୬ ବର୍ଷୀୟ ନାଇଜର କୋଠାରୀ। ସେ ଏକ ଟେକ୍ନୋଲୋଜୀ…

ଜିଏସ୍‌ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ ଫାଇଲ କରି ନ ଥିଲେ। ଫଳରେ ଟିକସ କର୍ତ୍ତୃପକ୍ଷ ଏମାନଙ୍କ ପଞ୍ଜୀକରଣକୁ ରଦ୍ଦ କରିଥିବା…

ଶିଳ୍ପ ଉତ୍ପାଦନ ୮ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ଅକ୍ଟୋବର ମାସରେ ୮ ମାସର ସର୍ବୋଚ୍ଚ ସ୍ତର ୩.୬% ରହିଛି। ଲଗାତର ଦ୍ୱିତୀୟ ମାସ ଲାଗି ଏଭଳି ଅଭିବୃଦ୍ଧି ଦେଖାଯାଇଛି। ମାନୁଫାକ୍‌ଚରିଂ ଉନ୍ନତି, ପାର୍ବଣ ଚାହିଦା ବୃଦ୍ଧି, କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ଷେତ୍ର ଏବଂ ବିଦ୍ୟୁତ୍‌…

ଆର୍ଥିକ ସ୍ଥିତିରେ ସୁଧାର ଆସୁଛି: ମୋଦି

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏବେ ସୁଧାର ପରିଲକ୍ଷିତ ହେଉଛି। ଦେଶରେ ବିଭିନ୍ନ କ୍ଷେତ୍ର ଉତ୍ସାହଜନକ ସ୍ଥିତିକୁ ଫେରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି) ୯୩ତମ ଭର୍ଚୁଆଲ ବାର୍ଷିକ…

ଆଧାର ସହ ପାନ୍‌ ଲିଙ୍କ କରି ନାହାନ୍ତି କି? ଦେବାକୁ ପଡ଼ିପାରେ ୧୦ହଜାର ଜରିମାନା

ନୂଆଦିଲ୍ଲୀ,୧୨।୧୨: ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରିବା ଅନିବାର୍ଯ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନେକ ଲୋକ ଏହାର ମହତ୍ତ୍ୱ ବୁଝି ଲିଙ୍କ୍‌ କରିଥିବା ବେଳେ ଅନେକ ଲୋକ ଏପରି କରିନାହାନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ୧୮ କୋଟି…

ଭାରତର ଆର୍ଥତ୍କ ସୁଧାର ଆଶାଠାରୁ ଅଧିକ:ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ଏହା ଦ୍ୱାରା କବଳିତ ହୋଇ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୩.୯% ହ୍ରାସ…

୫୭% ଯାନର ଇନସ୍ୟୁରାନ୍ସ ନାହିଁ

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଚାଲୁଥିବା ପ୍ରାୟ ୫୭% ଯାନର ଇନସ୍ୟୁରାନ୍ସ ନାହିଁ। ଗତ ବର୍ଷ ଏହା ୫୪% ସ୍ତରରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ୩% ବୃଦ୍ଧି ହୋଇଥିବା ଇନସ୍ୟୁରାନ୍ସ ଇନଫରମେଶନ ବ୍ୟୁରୋ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ରାଜ୍ୟ…

ଆଇଆର୍‌ସିଟିସି ଅଂଶଧନ ବିକ୍ରିରୁ ୪,୨୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଅଂଶଧନ ବିକ୍ରିରୁ ସରକାର ୪,୨୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଫର ଫର ସେଲ୍‌ ରୁଟ୍‌ରେ ସରକାର ଏଭଳି ଅର୍ଥ ରାଶି ସଂଗ୍ରହ କରିବେ। ସୂଚନା ଯୋଗ୍ୟ, ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?