ବାଣିଜ୍ୟ

ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି। ଚଳିତ ମାସ ୨୨ରୁ ୨୪ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିବା...

କରୋନା ପ୍ରଭାବ; କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଲା ଟାଟା କମ୍ୟୁନିକେଶନ

ନୂଆଦିଲ୍ଲୀ,୨୫।୭: କରୋନା ପ୍ରଭାବ ଘରୋଇ ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥି ଯୋଗୁ ଟାଟା କୁମ୍ୟୁନିକେଶନ ଏହାର କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଥିବା ଜଣାପଡିଛି। ପ୍ରାୟ ୪୦୦ କର୍ମଚାରୀଙ୍କୁ ପେଡ୍‌ ଲିଭ୍‌ ମିଳିଥିବା ବେଳେ କିଛି କର୍ମଚାରୀଙ୍କୁ...

ମାସ୍କ ଇନୋଭେସନରେ ବେଲ୍‌ଜିୟମ ଆଗରେ

ନୂଆଦିଲ୍ଲୀ,୨୫।୭: କରୋନା ସମୟରେ ମାସ୍କ ଲଗାଇବା ଜରୁରୀ ହୋଇ ପଡିଛି। ଏଥି ଲାଗି ବଜାରରେ ବିଭିନ୍ନ ବର୍ଗରେ ମାସ୍କ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମାସ୍କ ଇନୋଭେସନ କଥା ବିଚାରକୁ ନେଲେ ବେଲଜିୟମ ଆଗରେ ରହିଥିବା ଏକ ରିପୋର୍ଟ ଆସିଛି।...

ବିମାନ ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା

ନୂଆଦିଲ୍ଲୀ,୨୫।୭: ଦେଶ ମଧ୍ୟରେ ବିମାନ ଯାତ୍ରା ଲାଗି ସରକାର ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା ଲଗାଇଛନ୍ତି। ବିମାନ ଭଡା ସର୍ବନିମ୍ନ ୨୦୦୦ ଟଙ୍କାରୁ ୬,୫୦୦ ଟଙ୍କା ମଧ୍ୟରେ ଲାଗୁ ହେବ ବୋଲି ଜଣାପଡିଛି। ବେସାମରିକ ବିମାନ ଚଳାଚଳ...

ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ

ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର ରାଜସ୍ବ କ୍ଷତିଗ୍ରସ୍ତ ହୋଇଛି। ଏହାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ ପେନଶନ...

ଓଡ଼ିଶାରୁ ୧୩,୪୧୩ କୋଟିର ଆୟକର ସଂଗ୍ରହ

ଭୁବନେଶ୍ୱର,୨୫।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଆୟକର ବିଭାଗର ଓଡ଼ିଶା ରିଜିଅନ ୧୩,୪୧୩ କୋଟି ଟଙ୍କାର ଆୟକର ସଂଗ୍ରହ କରିଛି। ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହି ସମୟରେ ରାଜ୍ୟରୁ ୧୩,୬୬୩ କୋଟି...

ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍‌ପିଏ

ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ବୃଦ୍ଧି ବ୍ୟାଙ୍କଗୁଡିକର ଚିନ୍ତା ବଢାଇବ। ବ୍ୟାଙ୍ଗଗୁଡିକର...

ଚାଇନା ଫୋନ୍‌ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ବୟକଟ କରିବା ଲାଗି ସାରା...

ଚେନ୍ନାଇରେ ମାନୁଫାକ୍‌ଚରିଂ ହେଲା ଆଇଫୋନ

ନୂଆଦିଲ୍ଲୀ,୨୪।୭: ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକାର ପ୍ରମୁଖ ମୋବାଇଲ କମ୍ପାନୀ ଆପଲ ଏହାର ଆଇଫୋନ-୧୧ ମଡେଲର ଉପତ୍ାଦନ ଭାରତରେ ଆରମ୍ଭ କରିଛି। ଏଥି ଲାଗି କମ୍ପାନୀ ଚେନ୍ନାଇ ସହରର ଫକ୍ସକନ ପ୍ଲାଣ୍ଟକୁ ଚୟନ କରିଥିବା ଜଣାପଡିଛି।...

୧୧ ଲକ୍ଷ ବିଏସ୍‌-୬ ଯାନ ବିକିଲା ହୋଣ୍ଡା ଟୁହ୍ବିଲର୍ସ

ନୂଆଦିଲ୍ଲୀ,୨୪।୭: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୧ ଲକ୍ଷ ୟୁନିଟ ଦୁଇ ଚକିଆ ଯାନ ବିକ୍ରି ମାଇଲଖୁଣ୍ଟ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଭାବେ ହୋଣ୍ଡା...

ରିଲାଏନ୍ସ ରିଟେଲରେ ନିବେଶ କରିପାରେ ଆମାଜନ

ବାଙ୍ଗାଲୋର,୨୪।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଆର୍ମ ରିଲାଏନ୍ସ ରିଟେଲରେ ନିବେଶ ଲାଗି ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଆଗ୍ରହ ଦେଖାଇଛି। ଜେଫ୍‌ ବେଜୋସଙ୍କ ମାଲିକାନାରେ ପରିଚାଳିତ ଆମାଜନ ରିଲାଏନ୍ସ ରିଟେଲରେ ପ୍ରାୟ ୯.୯% ଅଂଶଧନ ହାସଲ...

ଇପିଏଫ୍‌ଓରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍‌ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଯୋଡିବାକୁ ସକ୍ଷମ ହୋଇ ପାରିଛି ବୋଲି ଜଣାପଡିଛି। ଏଥିରେ ୨୧୮%...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri