୩.୭୧ ଲକ୍ଷ କୋଟି ଛୁଇଁବ ଓ୍ବେଡିଂ ବଜାର

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ବିବାହ ବଜାର ଉପରେ ପ୍ରଭାବ ପକାଇଛି। ଫଳରେ କ୍ୟାଟରିଂ, ଟେଣ୍ଟ ହାଉସ, ବିବାହ ମଣ୍ଡପ, ନିମନ୍ତ୍ରଣପତ୍ର, ଫୁଲ ସାଜସଜ୍ଜା, ବ୍ୟାଣ୍ଡ ବାଜା ଭଳି ବିବାହ ସହ ଜଡିତ ଅନ୍ୟ କ୍ଷେତ୍ର କ୍ଷତି ସହିଛନ୍ତି। ବର୍ତ୍ତମାନ ବିବାହ ତରିକା ବଦଳିବାକୁ ଯାଉଛି। ତେବେ ଭାରତରେ ଓ୍ବେଡିଂର ଏକ ବଡ ବଜାର ରହିଥିବା ଜଣାପଡିଛି। କନ୍‌ସଲଟାନ୍ସିଂ କମ୍ପାନୀ କେପିଏମ୍‌ଜିର ଏକ ରିପୋର୍ଟ ମୁତାବକ, ଭାରତରେ ଓ୍ବେଡିଂ ବଜାର ପ୍ରାୟ ୩.୭୧ ଲକ୍ଷ କୋଟି ଟଙ୍କା ଛୁଇଁବ। ମହାମାରୀ ପୂର୍ବରୁ ଏହା ୨୫% ହାରରେ ଅଭିବୃଦ୍ଧି କରୁଥିଲା। ସେହିଭଳି ମାଟ୍ରିମୋନି ସାଇଟଗୁଡିକର ଆୟ ବଢିଥିବା ଜଣାପଡିଛି।
ଆୟ ୨୦% ବଢିଥିବା ମାଟ୍ରିମୋନି ଡଟ୍‌ କମ୍‌ ପକ୍ଷରୁ ସୂଚନା ରହିଛି। ବର୍ତ୍ତମାନ ଜୁମ୍‌ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ବିବାହ ପ୍ରସ୍ତାବ ଠିକ୍‌ ହେଉଥିବା ମଧ୍ୟ ନଜରକୁ ଆସିଛି। ବିଭିନ୍ନ କାର୍ଯ୍ୟକ୍ରମ ଭର୍ଚୁଆଲ ଭାବେ ଆୟୋଜନ କରିବାକୁ ଲୋକମାନେ ପସନ୍ଦ କରୁଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮...

ପିଛା ଛାଡ଼ୁନି ମାନ୍ଦାବସ୍ଥା; ଅଗଷ୍ଟରେ ଟାଟା ମୋଟର୍ସ ବିକ୍ରି ୩୨% ହ୍ରାସ

ନୂଆଦିଲ୍ଲୀ,୧୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥା ପିଛା ଛାଡ଼ୁନି। ଫଳସ୍ବରୂପ ଗାଡି ବିକ୍ରି କ୍ରମାଗତ ହ୍ରାସ ହୋଇଚାଲିଛି। ଅଗଷ୍ଟରେ ଟାଟା ମୋଟର୍ସର ବିଶ୍ୱ ସ୍ତରରେ ବିକ୍ରି ୩୨%...

୧.୦୫ ଲକ୍ଷ କୋଟି ଟଙ୍କା ନିବେଶ କରିବ ଗେଲ୍‌

ନୂଆଦିଲ୍ଲୀ, ୨୫-୨: ଦେଶର ସର୍ବବୃହତ୍ତ ଗ୍ୟାସ କମ୍ପାନୀ ଗେଲ୍‌ ଇଣ୍ଡିଆ ଲିମିଟେଡ ଆଗାମୀ ୫ ବର୍ଷରେ ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବା...

ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮:  ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର...

ସରକାରଙ୍କ ପଦକ୍ଷେପକୁ ଆଇସିିସିର ପ୍ରଶଂସା

ନୂଆଦିଲ୍ଲୀ,୧୪।୫: ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ପଦକ୍ଷେପକୁ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିିସି) ପକ୍ଷରୁ ପ୍ରଶଂସା କରାଯାଇଛି। ଏମ୍‌ଏସ୍‌ଏମ୍‌ଇ...

ଆଇଟି ରିଟର୍ନର ହେବ ଫେସ୍‌ଲେସ ଇ-ଆସେସ୍‌ମେଣ୍ଟ; ଜାରି ହେଲା ବିଜ୍ଞପ୍ତି

ମୁମ୍ବାଇ,୧୫-୯: ଆୟକର ରିଟର୍ନ ପ୍ରକ୍ରିୟାରେ ଫେସ୍‌ଲେସ୍‌ (ସାମ୍ନାସାମ୍ନି ନ ହୋଇ) ଆସେସ୍‌ମେଣ୍ଟ କରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଇ-ଆସେସ୍‌ମେଣ୍ଟ ସ୍କିମ୍‌ର ବିଜ୍ଞପ୍ତି ଜାରି କରାଯାଇଛି।...

ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦...

ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଲିଙ୍କ୍‌: ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୦-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ...

Advertisement
Archives

Model This Week