‘ରେଟ୍ରୋ ଟିକସ ଉଚ୍ଛେଦ ନିବେଶକଙ୍କ ପାଇଁ ଲାଭକାରୀ’
ନୂଆଦିଲ୍ଲୀ,୧୨।୮: ସରକାର ଏବଂ ଶିଳ୍ପଜଗତ ମଧ୍ୟରେ ଉତ୍ତମ ସହଯୋଗ ଦେଶବାସୀ ବର୍ତ୍ତମାନ ଦେଖିବାକୁ ପାଉଛନ୍ତି। ମହାମାରୀ ସମୟରେ ଶିଳ୍ପଜଗତ ଆଗେଇ ଆସିବା ସହ ମାସ୍କଠାରୁ ମେଡିକାଲ ଅକ୍ସିଜେନ ଯୋଗାଣ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଟିକସ ରାଜସ୍ବ ବଢ଼ିବ
ନୂଆଦିଲ୍ଲୀ,୧୨।୮: ଚଳିତ ଆର୍ଥତ୍କ ବର୍ଷରେ ଟିକସ ରାଜସ୍ବ ଆଶାତୀତ ବୃଦ୍ଧି ହୋଇପାରେ। କର୍ପୋରେଟ କ୍ଷେତ୍ରର ପର୍ଫର୍ମାନ୍ସ ଆଶାଠାରୁ ଉନ୍ନତ ରହିଥିବାରୁ ସରକାରଙ୍କ ଟିକସ ସଂଗ୍ରହ ଉନ୍ନତ ହେବା ନେଇ ଆଶା ରହିଥିବା ରାଜସ୍ବ ସଚିବ ତରୁନ ବଜାଜ ବୁଧବାର କହିଛନ୍ତି। ବର୍ଦ୍ଧିତ…
ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଏଲ୍ଆଇସି ଲିଷ୍ଟିଂ
ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)କୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ପୁଞ୍ଜିବଜାରରେ ଲିଷ୍ଟିଂ ବା ସୂଚୀଭୁକ୍ତ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ୫୦ ହଜାର କୋଟି ଟଙ୍କାର ଡିଭିଡେଣ୍ଡ ଆଦାୟ କରିବାକୁ ସରକାର…
୬ ଲକ୍ଷ କୋଟିର ଆସେଟ ମନିଟାଇଜେଶନ ଯୋଜନା
ନୂଆଦିଲ୍ଲୀ,୧୨।୮: ସରକାର ବର୍ତ୍ତମାନ ୬ଲକ୍ଷ କୋଟି ଟଙ୍କାର ଆସେଟ ମନିଟାଇଜେଶନ ଯୋଜନା ଉପରେ କାମ କରୁଛନ୍ତି। ପାଓ୍ବାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ, ନ୍ୟାଶନାଲ ହାଇଓ୍ବେ ଭଳି ବିଭିନ୍ନ ସମ୍ପତ୍ତି ଏହା ମଧ୍ୟରେ ସାମିଲ ରହିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି…
ମିସ୍ କଲ୍ରେ ମିଳିବ ଗ୍ୟାସ୍ ସଂଯୋଗ, ଆଇଓସି କଲା ଘୋଷଣା…
ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍ପିଜି ବ୍ୟାସ୍ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍ପିଜି ବ୍ୟାସ୍ ସଂଯୋଗ ଚାହୁଁଥିଲେ କେବଳ ଗୋଟିଏ ମିସ କଲ କରିବାକୁ ପଡିବ। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ତୈଳ…
ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ
ନୂଆଦିଲ୍ଲୀ, ୯।୮: କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା ଏୟାରଲାଇନ୍ସଗୁଡ଼ିକ ହାରାହାରି ଇକୋନୋମି କ୍ଲାସ ଲାଗି ପ୍ରମୁଖ ରୁଟ୍ଗୁଡିକରେ ଭଡ଼ାକୁ ଅହେତୁକ ଭାବେ…
ଅଭିଯୋଗ ଦାଖଲ ପାଇଁ ଆୟକର ବିଭାଗର ୩ ମେଲ୍
ନୂଆଦିଲ୍ଲୀ, ୯।୮: ଆୟକର ବିଭାଗ ପକ୍ଷରୁ ଫେସ୍ଲେସ୍ ଆସେସ୍ମେଣ୍ଟ ସ୍କିମ ଅଧିନରେ ଅଭିଯୋଗ ଦାଖଲ ପାଇଁ ୩ଟି ଇମେଲ ଠିକଣା ଜାରି କରାଯାଇଛି। ଏହି ମେଲ୍ ଆଇଡିଗୁଡିକ ମଧ୍ୟରେ ଫେସଲେସ ମୂଲ୍ୟାୟନ ପାଇଁ Samadhan.faceless.assessment@incometax.gov.in, ଫେସଲେସ ପେନାଲ୍ଟି ପାଇଁ samadhan.faceless.penalty@incometax.gov.in, ଫେସଲେସ…
ଆପଣଙ୍କର ଅଛି କି ଗ୍ୟାସ୍ କନେକ୍ସନ୍, ମିଳିବ ଏସବୁ ସୁବିଧା…
ନୂଆଦିଲ୍ଲୀ,୭।୮: ପୂର୍ବରୁ ଏଲ୍ପିଜି ସଂଯୋଗ ପାଇବା ଏକ ସମୟରେ କଷ୍ଟସାଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏହା ସହଜ ହୋଇଯାଇଛି। ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ସେହି ଆଧାରରେ ଅନ୍ୟ ଏକ କନେକ୍ସନ ସୁବିଧା…
ଆମାଜନ ସପକ୍ଷରେ ରାୟ
ମୁମ୍ବାଇ, ୭।୮: ଫ୍ୟୁଚର ଗ୍ରୁପ୍ର ରିଟେଲ କାରବାର ଅଧିଗ୍ରହଣ ନେଇ ରିଲାଏନ୍ସ ସହ ୨୪,୭୧୩ କୋଟି ଟଙ୍କାର ଡିଲ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଆମାଜନ ସପକ୍ଷରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଫ୍ୟୁଚର ଗ୍ରୁପ୍…
ବିଦେଶରେ ଆଦର ପାଉଛି ଗ୍ରାମୋଦ୍ୟୋଗ ସାମଗ୍ରୀ
ପ୍ରଶ୍ନ- ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀର ଚାହିଦା କିଭଳି ରହିଛି? ଉତ୍ତର- ଓଡ଼ିଶାରେ ଭଲ ଚାହିଦା ରହିଛି। ଖଦି ଚାହିଦା ଶତ ପ୍ରତିଶତ ନ ଥିଲେ ମଧ୍ୟ ଗ୍ରାମୋଦ୍ୟୋଗର ଚାହିଦା ଓଡ଼ିଶା ସମେତ ସାରା ଭାରତରେ ସର୍ବାଧିକ ରହିଛି। ଗ୍ରାମୋଦ୍ୟୋଗ ଯୋଗୁ…
ପୁରୁଣା କଏନ୍ ବିକ୍ରି ପ୍ରସ୍ତାବକୁ ସାବଧାନ
ନୂଆଦିଲ୍ଲୀ, ୫।୮: ପୁରୁଣା କଏନ୍ ଏବଂ ନୋଟ୍ କ୍ରୟ ଏବଂ ବିକ୍ରି କରିବା ନେଇ ଅନ୍ଲାଇନରେ ପ୍ରସ୍ତାବ ଆସୁଥିଲେ ସାବଧାନ। ଏ ନେଇ ରିଜର୍ଭ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇଛି। ଏଭଳି ପ୍ରସ୍ତାବ ଆସୁଥିଲେ ଏହାଠାରୁ ବଞ୍ଚିବାକୁ ଲୋକଙ୍କୁ ସତର୍କ କରାଯାଇଛି।…
୫୪ ହଜାର ପଏଣ୍ଟ ଟପିଲା ସେନ୍ସେକ୍ସ
ମୁମ୍ବାଇ, ୫।୮: ବୁଧବାର ଲଗାତର ଦ୍ୱିତୀୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ପ୍ରଥମ ଥର ଲାଗି ୫୪ ହଜାର ପଏଣ୍ଟ ସ୍ତର ଟପିଛି। ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସିଆଲ ଷ୍ଟକ୍ କାରବାର ବଢିବା…

